pakka

ଖୋଲିଲା ତୁଷୁରା ଧାନମଣ୍ଡି

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା ପେକ୍ସରେ ସୋମବାର ଠାରୁ ଧାନକିଣା ଆରମ୍ଭ ହୋଇଛି । ତୁଷୁରା ପେକ୍ସ ସଭାପତି ଶ୍ରୀକାନ୍ତ ବାଗ ଏହାକୁ ଉଦ୍‌ଘାଟନ କରିଛନ୍ତି । ପ୍ରଥମ ଦିନରେ ଦୁଇଜଣ ଚାଷୀଙ୍କ ଠାରୁ ଧାନ କିଣାଯାଇଥିବା ପେକ୍ସ ସମ୍ପାଦକ ଶୁଭେନ୍ଦୁ ପ୍ରକାଶ ଭୋଇ ସୂଚନା ଦେଇଛନ୍ତି । ଏହି ଅବସରରେ ତୁଷୁରା କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ପରିଚାଳକ କିଶୋର ରାଜପୁତ, ବ୍ୟାଙ୍କ ସୁପରଭାଇଜର ସୁଜିତ ଡଗରା, ଆର୍‌ଏମ୍‌ସି କର୍ମଚାରୀ ଶରତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

4 × four =