ତୁରେକେଲାରେ ଯାତ୍ରୀ ପ୍ରତୀକ୍ଷାଳୟ ଦାବୀ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ତୁରେକେଲା, ଝରଣୀ, ରାମୁଡ, ଲର୍କି ଛକ ମୁଖ୍ୟ ରାସ୍ତା ଉପରେ ରହିଛି । ଏସବୁ ଛକରୁ ଯାତ୍ରୀମାନେ ବିଭିନ୍ନ ସ୍ଥାନକୁ ଯିବା ପାଇଁ ବସ୍‌, ଟେକ୍ସି, ଅଟୋ ଆଦିକୁ ଅପେକ୍ଷା କରିଥାନ୍ତି । ଯାତ୍ରୀ ପ୍ରତୀକ୍ଷାଳୟ ନଥିବାରୁ ଅଧିକାଂଶ ଲୋକ ହଇରାଣ ହୋଇଥାନ୍ତି । କିଛି ବର୍ଷ ତଳେ ଝରଣୀ ଛକରେ ଥିବା ତୁରନ୍ତ ଏହି ସ୍ଥାନଗୁଡିକରେ ଯାତ୍ରୀ ପ୍ରତୀକ୍ଷାଳୟ ନିର୍ମାଣ କରିବାକୁ ଦାବୀ ହେଉଛି ।

Leave A Reply

Your email address will not be published.