pakka

ରାଜବୋଡ଼ାସମ୍ବର ପ୍ରାଥମିକ ଶିକ୍ଷକଙ୍କ ତେଜିଲା ପୁରୁଣା ପେନସନ ଦାବୀ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଲ୍‌ ଓଡିଶା ପ୍ରାଥମିକ ଶିକ୍ଷକ ସଂଘ, ରାଜବୋଡାସମ୍ବର କାର୍ଯ୍ୟକାରୀ କମିଟିଙ୍କ ନିଷ୍ପତ୍ତି କ୍ରମେ ପ୍ରତ୍ୟେକ ବିଦ୍ୟାଳୟରେ ଗୁରୁଦିବସ ପାଳନ କରିବା ପରେ ସରକାରଙ୍କୁ ଅଭିନବ ଉପାୟରେ ପୁରୁଣା ପେନସନ ଲାଗୁ ନେଇ ବିଦ୍ୟାଳୟରେ ଥାଇ ସରକାରଙ୍କୁ ଅନୁରୋଧ କରିବା ଦେଖାଯାଇଥିଲା । ଶତାଧିକ ସ୍କୁଲରେ ପ୍ଲାକାର୍ଡ଼ ଦେଖାଇ ଫେସବୁକରେ ମଧ୍ୟ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ ଚିଫ ସେକ୍ରେଟାରୀଙ୍କୁ ନିବେଦନ କରିଥିଲେ । ପ୍ରକାଶ ଯେ ପୁରୁଣା ପେନସନ ଲାଗୁ ନହେବା ଯାଏ ବିଭିନ୍ନ ଉପାୟରେ ଗାଁ ଗାଁରେ ଏହା ବ୍ୟପକ ରୂପ ନେବ ।

jay balangir
Leave A Reply

Your email address will not be published.

fourteen − nine =