jsm

ଜୟ ଡ଼ଙ୍ଗର ବୁଢ଼ା କ୍ରିକେଟ କ୍ଲବ ତରଫରୁ ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ

csstore

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବଡବାଙ୍କି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜାମକି ଗାଁ ଖେଳପଡିଆଠାରେ ମୁଖ୍ୟ ଅତିଥି ଭାବେ ଗିରିରାଜ ସିଂ ମାଝି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଆଶାଦୁଲ୍ଲା ଖାନ, ବିଜେଡି ସଭାପତି ତୁରେକେଲା ବ୍ଲକ, ଉତ୍ତର କୁମାର ପନିକା ବିଜେଡି ଯୁବ ସଭାପତି ତୁରକେଲା ବ୍ଲକ, କ୍ରିକେଟ କ୍ଲବ ସଭାପତି ବସନ୍ତ ମାଝୀ, ଗିରିଧାରୀ ଛତ୍ରୀୟା, ଭକ୍ତବନ୍ଧୁ ଦାସ, ଧନେଶ୍ୱର ମାଝୀ, ସୁଶୀଲ ଦାସ, ତ୍ରିନାଥ ଦାସ, ଗଣେଶ ଧରୁଆ, ଲୁଚନ ଭୋଇ, ଗଜପତି ମାଝୀ, ପ୍ରେମ ମାଝୀ, କୈବଲ୍ୟ ମାଝୀ, ଶଙ୍କର ମାଝୀ ଅତିଥି ଭାବେ ଭାବେ ଯୋଗ ଦେଇଥଲେ । ଏହି ମ୍ୟାଚ୍‌କୁ ଅଞ୍ଚଳର ସହସ୍ରାଧିକ କ୍ରିକେଟ ପ୍ରେମୀ ଉପଭୋଗ କରୁଥିଲେ । ଏଥିରେ ମହାଖଣ୍ଡ ସହିତ ରାମୁଡ଼ର ମ୍ୟାଚ୍‌ ହୋଇଥିଲା ।

yuvodaya
Leave A Reply

Your email address will not be published.