କରୋନା ସଂକ୍ରମଣରେ ରାଜ୍ୟରେ ଆଜି ୫ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି କରୋନା ସଂକ୍ରମଣରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ ଓ ନୂଆପଡ଼ାରୁ ୨ ଜଣ ଆଜି ମୃତ୍ୟୁବରଣ କରିଥିବା କୁହାଯାଇଛି ।

Leave A Reply

Your email address will not be published.