oom

କଂଗ୍ରେସର ୧୩୬ତମ ପ୍ରତିଷ୍ଠା ଦିବସ ପାଳିତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କଂଗ୍ରେସ କମିଟି ତରଫରୁ ବଲାଙ୍ଗିର କଂଗ୍ରେସ କାର୍ଯ୍ୟାଳୟରେ କଂଗ୍ରେସର ୧୩୬ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ପିସିସିର ବରିଷ୍ଠ ପ୍ରବକ୍ତା ସମରେନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅଖଣ୍ଡ ଭାରତ ବର୍ଷ ନିର୍ମାଣରେ କଂଗ୍ରେସର ଭୂମିକା ଏବଂ ଭାରତବାସୀଙ୍କୁ ସ୍ୱାଧିନ ପ୍ରଦାନ କରିବା ଠୁ ନେଇ କଂଗ୍ରେସ ଶାସନର ସମସ୍ତ ଯୋଜନା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ବରିଷ୍ଠ ନେତା ଅଶୋକ ନନ୍ଦ, ଜିଲ୍ଲା କିଶାନ କଂଗ୍ରେସ ଅଧ୍ୟକ୍ଷ ସାନନ୍ଦ ମିଶ୍ର, ଟାଉନ କଂଗ୍ରେସ ସଭାପତି ବୁଲୁ ଦାନି, ସେବାଦଳ ଅଧ୍ୟକ୍ଷ ଅସୀତ ମିଶ୍ର, ନାରୀନେତ୍ରୀ ମିଲନି ସାହୁ, ପ୍ରେମ ମିଶ୍ର, ଅଙ୍କିତ ସାହୁ, ସନ୍ତକ ବହିଦାର, ଚନ୍ଦ୍ରମଣି ତ୍ରିପାଠି, କୈଳାସ ମିଶ୍ର, ଆଦିବାସୀ ନେତା ଯଥା ବିଶ୍ୱାଲ, ଦଳିତ ନେତା ଜ୍ୟୋତିଷ ମୁଗ୍ରୀ, ଚିଣ୍ଟୁ ପଣ୍ଡା, ଦମୟନ୍ତି ବଘାର, ବବିତା ସାହୁ, ଆରତି କୁମ୍ଭାର, ସାଇନି, ଅନନ୍ତ ବେହେରା, ଜୁଲୁ ପଟ୍ଟନାୟ, ସଂଜୟ ମିଶ୍ର, ବିଟୁନ ସ୍ୱାଇଁ, ଟୁନା ସାହୁ, ଅଜୁ ସାଏ, ନାସିର ଖାନ, ଲୋପନ ମିଶ୍ର, କିରନ ସେଠ, ପବିତ୍ର ନେପାକ, ଅନ୍ତ ମଛଖଣ୍ଡ, ଗଗନ ନାଥ, ଜଗ ସାହୁ, ମିଟୁ ସାହୁ, ମଧୁ ନାଗ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.