କାଳୀ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଟଙ୍କା ଚୋରି ଅଭିଯୋଗ

ଗଞ୍ଜାମ : ଗଞ୍ଜାମ ଥାନା କଲେଜ ରୋଡ଼ରେ ଥିବା କାଳୀ ମନ୍ଦିରରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ଗତକାଲି ରାତିରେ ତାଲା ଭାଙ୍ଗି ଦୁର୍ବୃତ୍ତମାନେ ହୁଣ୍ଡିରୁ ଚୋରି କରିଥିବା ଅଭିଯୋଗ ହୋଇଛି । ଏହା ସହ ମନ୍ଦିର ଷ୍ଟୋରରେ ପଶି ଏକ ଟ୍ରଙ୍କ ଚୋରି କରି ନେଇଛନ୍ତି । ଏଥିରେ କିଛି ସୁନା ଓ ରୁପା ଗହଣା ସହ ଟଙ୍କା ଥିଲା ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.