oom

ମା’ ସୁନାମୁଖୀ କ୍ରିକେଟ ଟୁର୍ଣ୍ଣାମେଂଟ ଭାଲୁପିଆ ଚମ୍ପିୟାନ

jsmm

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ଅଲାତରା ପଞ୍ଚସଖା ଖେଳ ପଡିଆ ଠାରେ ନଭେମ୍ବର ୧୦ ତାରିଖରୁ ଚାଲିଥିବା କ୍ରିକେଟ ଟୁଣ୍ଣାମେଂଟ ଫାଇନାଲର ମ୍ୟାଚ ରେ ଭାଲୁପିଆ ଦଳ ବିଜୟୀ ହୋଇଛି ।
୧୬ ଟି ଟିମ ଅଂଶଗ୍ରହଣ କରିଥିବା ବେଲେ ଫାଇନାଲରେ ନିର୍ଦ୍ଧାରିତ ୮ ଓ଼ଭରରେ ରେଗଡା ସମସ୍ତ ଵିକେଟ ହରାଇ ୫୦ ରନ କରିଥିଲେ । ଜବାବରେ ଭାଳୁପିଆ ଦଳ ୪ ଵିକେଟ ହରାଇ ୬-୧ ବଲରେ ଵିକେଟରେ ବିଜୟୀ ଲାଭ କରିଥିଲେ।
ମ୍ୟାନ୍ ଅପ ଦି ସିରିଜ ଭାଳୁପିଆ ଦଳର ଅଧିନାୟକ ବୁଲୁ ପଟେଲ ଓ ମ୍ୟାନ୍ ଅପ ଦି ମ୍ୟାଚ ମଧ୍ୟ ହୋଇ ଥିଲେ ।
କୋଭିଡ ନିୟମ ଅନୁସାରେ ବିନା ଦର୍ଶକ ରେ ଚାଲି ଥିବା ଖେଳ ରେ ଖେଳ ପରିଚାଳନା କରିଥିଲେ ଯେମନ୍ତ କପାଟ ଓ ମନୋଜ ରଣା, ସ୍କୋର ବୋର୍ଡ଼ ରେ ଝୁନା ବଗର୍ତ୍ତି ଥିବା ବେଳେ ବନ ପାଲ ସୁମନ୍ତ ବିଶି ଧାରା ବିବରଣୀ ପ୍ରଦାନ କରି ଥିଲେ। ସମ୍ମାନିତ ଅତିଥି ଭାବେ ସରପଞ୍ଚ ଦୁସିଲା ବେହେରା, ନାଏଵ ସରପଞ୍ଚ ଘନ ଶ୍ୟାମ ରଣା, ଦିଲ୍ଲି କୁମାରୀ ବିଶି, ଜଗଦୀଶ ବଗର୍ତ୍ତି, ବନ ପାଳପୂର୍ଣ ଚନ୍ଦ୍ର ପଧାନ, ଧୋବା ଷଣ୍ଢ, ସରୋଜ ବେହେରା, ପ୍ରଶାନ୍ତ ବଗର୍ତ୍ତି, ଲକ୍ଷ୍ମୀକାନ୍ତ ମନହୀରା, (ଏମ୍.ଵି. କେ.)ମମିତା ସାହୁ, ସୁଶାନ୍ତ ପରିଡା ପ୍ରମୁଖ ଉପସ୍ଥିତ ରହି ଥିଲେ।

jittmm
Leave A Reply

Your email address will not be published.