om academy

ଶିକ୍ଷକଙ୍କ ଘରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ଉ

jsm

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବରପାଲି ବ୍ଲକ୍‌ ସ୍ଥିତ ତିଲେଇମାଳ ସ୍କୁଲ୍‌ର ବ୍ଲକ୍‌ଗ୍ରାଣ୍ଡ୍‌ ଶିକ୍ଷକ ପ୍ରମୋଦ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଥିବା ସୂଚନା ମିଳିଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଥିବା ସୂଚନା ମିଳିଛି । ତିଲେଇମାଳରେ ଥିବା ତାଙ୍କ ପୈତୃକ ଘରେ, ସୋନପୁର ଜିଲ୍ଲାର ଡୁଙ୍ଗୁରିପାଲି ସ୍ଥିିତ ତାଙ୍କ ଘରେ, ଗଣ୍ଠିଆପାଲି ସ୍ଥିତ କାର୍ୟ୍ୟାଳୟରେ, ବରପାଲି କପିଳେଶ୍ୱରନଗର ବାସଭବନରେ ଏକକାଳୀନ ଭିଜିଲାନ୍ସ ଚଢ଼ଉ କରିଥିବା କୁହାଯାଇଛି। ବରଗଡ଼ ଓ ସମ୍ବଲପୁର ଭିଜିଲାନ୍ସ ଟିମ୍‌ ମିଶି ମିଳିତ ଚଢ଼ାଉ କରିଛ‌ନ୍ତି ।

Leave A Reply

Your email address will not be published.