csstore

ଚମ୍ପିୟାନ ଲିଗ୍‌ର ପ୍ରଥମ ଦିବସର ଦ୍ୱିତୀୟ ମ୍ୟାଚ୍‌ ଅନୁଷ୍ଠିତ : ତୁଷାର ରୟାଲ କିଙ୍ଗ ବିଜୟୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ଚାଲିଥିବା ଚମ୍ପିୟାନ ଲିଗ୍‌ର ପ୍ରଥମ ଦିବସର ଦ୍ୱିତୀୟ ମ୍ୟାଚ୍‌ ଅନୁଷ୍ଠିତ ହୋଇଯାଇଥିବା ବେଳେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍‌ରେ ନାରୟଣ ସ୍କୁଲର ପ୍ରିନ୍ସିପାଲ ତଥା ଜିଲ୍ଲାର ନା କରା ପୂର୍ବତନ ଖେଳାଳୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍‌ଟି ତୁଷାର ରୟାଲ କିଙ୍ଗ ଓ ଟିମ୍‌ ଲାୟନ୍‌ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ତୁଷାର ରୟାଲ କିଙ୍ଗ ବାଜିମାତ୍‌ କରିଥିବା ବେଳେ ମୁଖ୍ୟ ଅତିଥି ଶ୍ରୀ ମିଶ୍ର ବିଜେତା ଦଳ ତୁଷାର ରୟାଲ କିଙ୍ଗକୁ ପୁରସ୍କୃତ କରିଥିବା ଜଣାପଡ଼ିଛି ।

jayashree
Leave A Reply

Your email address will not be published.