pakka

ଆଲୋକ ଶିଖା ଭିନ୍ନକ୍ଷମ ସଂଘ ପକ୍ଷରୁ ଗୌଡଗୋଠରେ ବିଶ୍ଵ ଭିନ୍ନକ୍ଷମ ଦିବସ ପାଳିତ 

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଆଲୋକ ଶିଖା ଭିନ୍ନକ୍ଷମ ସଂଘ ପକ୍ଷରୁ ଗୌଡ଼ଗୋଠ ପଞ୍ଚାୟତ କାର୍ଯ୍ୟାଳୟରେରେ ବିଶ୍ଵ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସଂଘର ସଭାପତି କୁନ୍ଦୁରୁ ରଣା ପରିଚାଳନା କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଗୌଡଗୋଠ ସରପଞ୍ଚ ପ୍ରତିମା ନନ୍ଦ ଯୋଗ ଦେଇଥିଲେ । ଗୌଡଗୋଠ ଓ ବଡବାହାଲ ପଞ୍ଚାୟତର ସମସ୍ତ ଭିନ୍ନକ୍ଷମମାନେ ଉପସ୍ଥିତ ଥିଲେ । ଭିନ୍ନକ୍ଷମ ବ୍ୟକ୍ତିମାନେ କିଭଳି ଭାବେ ସମସ୍ତ ସରକାରୀ ଯୋଜନାର ସୁଯୋଗ ପାଇପାରିବେ ସେ ବିଷୟରେ ଆଲୋଚନା ହୋଇଥିଲା । 

Leave A Reply

Your email address will not be published.

one × two =