pakka

ସଦାନନ ମେହେରଙ୍କୁ ଭେଟିଲେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦାନନ ମେହେରଙ୍କୁ ଭେଟିଲେ ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ସୂଚନା ଅନୁସାରେ ଗତକାଲି ଆଗଲପୁର ବ୍ଲକ ଅନ୍ତର୍ଗତ ସ୍କୁଲ ଛାତ୍ରଙ୍କ ସହିତ ଘଟିଯାଇଥିବା ଘଟଣାର ଖବର ପାଇ ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲକୁ ଯାଇ ଅସୁସ୍ଥ ଛାତ୍ର ସଦାନନ୍ଦ ମେହେରଙ୍କୁ ସାକ୍ଷାତ କରି ତାଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି । ଏହା ସହ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଡାକ୍ତରଙ୍କ ସହିତ ପରାମର୍ଶ କରିବା ସହିତ ତାଙ୍କ ପରିବାର ବର୍ଗଙ୍କୁ ଆଶ୍ୱାସନା ଜଣାଇଛନ୍ତି ।

Leave A Reply

Your email address will not be published.

10 + nine =