pakka

ଭୀମପାହାଡ଼ରେ ୧୯୮୫ ମାଟ୍ରିକ ବ୍ୟାଚର ବନ୍ଧୁମିଳନ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ନେତ୍ରଭାନୁ ଉଚ୍ଚ ବିଦ୍ୟାଳୟର ୧୯୮୫ ମାଟ୍ରିକ ବ୍ୟାଚର ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକଟି ପର୍ଯ୍ୟଟନସ୍ଥଳୀ ଭୀମପାହାଡରେ ଅନୁଷ୍ଠିତ ହୋଇଥିଲା । ରାଜେଶ ଅଗ୍ରୱାଲ, ସୁବାଷ ପାଣିଗ୍ରାହୀ, ଆଦିତ୍ୟ ମିଶ୍ର, କିଶୋର ମେହେର, ପ୍ରମୋଦ ମେହେର, ଲଳିତ ସାହୁ, ବ୍ରଜ ପୁଟେଲ, ଉପେନ୍ଦ୍ର ଥନାପତି, ଶଶିଭୂଷଣ ଭୋଇ, ରଜନୀକାନ୍ତ ଦାସ ପରିବାର ସହ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

four × 3 =