pakka

ବାଲେଶ୍ୱର କ୍ଷେପଣାସ୍ତ୍ର ପ୍ରଳୟର ବ୍ୟବହାରିକ ପରିକ୍ଷଣ କରାଗଲା

bbehera

ବାଲେଶ୍ୱର : ବାଲେଶ୍ୱର କ୍ଷେପଣାସ୍ତ୍ର ପ୍ରଳୟର ବ୍ୟବହାରିକ ପରିକ୍ଷଣ ଆଜି କରାଯାଇଥିବା ସୂଚନା ରହିଛି । ଧାମରା ଆଇ.ଟି.ଆର.ର.୪ ନମ୍ବର ଲଞ୍ଚପ୍ୟାଡ ଅବଦୁଲ କଲାମ ଆଇଲାଣ୍ଡରୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଭୂପୃଷ୍ଠରୁ-ଭୂପୃଷ୍ଠକୁ ନିକ୍ଷେପ କରାଯାଇ ପାରୁଥିବା ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପ୍ରଳୟର ବ୍ୟବହାରିକ ପରିକ୍ଷଣ ଆଜି ୯.୫୦ ମିନିଟ କରାଯାଇଥିବା ବେଳେ ପ୍ରଳୟ ମିସାଇଲର ଲକ୍ଷ୍ୟ ଭେଦ କ୍ଷମତା ୧୦୦ରୁ ୫୦୦ କିଲୋମିଟର ପର୍ଯ୍ୟନ୍ତ ରହିଥିବା ସୂଚନାରେ କୁହଯାଇଛି ।

jay balangir
Leave A Reply

Your email address will not be published.

7 − five =