csstore

ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ବୋଲି ସରକାରୀ ସୂତ୍ରରେ କୁହାଯାଇଛି । ବେଲପଡା ବ୍ଲକ ମଣ୍ଡଲ ଗ୍ରା.ପ.ରୁ ୨ ଜଣ, ଖପ୍ରାଖୋଲ ବ୍ଲକ ଓଡିଆପାଲି ଗ୍ରା.ପ. ଏବଂ ରେଙ୍ଗାଲି ଗ୍ରା.ପ.ରୁ ଜଣେ ଲେଖାଏଁ, ସଇଁନ୍ତଲା ବ୍ଲକ ଧରପଗଡ ଗ୍ରା.ପ.ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଟିଟିଲାଗଡ ବ୍ଲକ କୁରସୁଡ ଗ୍ରା.ପ. ଏବଂ କୁସକେଲା ଗ୍ରା.ପ.ରୁ ଜଣେ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

jayashree
Leave A Reply

Your email address will not be published.