pakka

ଦୀର୍ଘ ୨ ବର୍ଷ ପରେ ଧୁମ୍‌ଧାମ୍‌ରେ ବଲାଙ୍ଗିରବାସୀ ପାଳନ କଲେ ହୋଲି

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘ ୨ ବର୍ଷରୁ ଅଧିକ ହେବ କରୋନା ମହାମାରୀ ଭାରତ ସମେତ ସାରା ବିଶ୍ୱକୁ ତାର କରାଳ ରୂପ ଦେଖାଇଛି । ଏଥିପାଇଁ ପର୍ବ ପର୍ବାଣି ତ ଦୂରର କଥା ଘରୁ ବାହାରିବା ବି ଲୋକଙ୍କ ପାଇଁ କଷ୍ଟକର ହୋଇପଡିଥିଲା । ତେବେ ଆଜି ଦୁଇ ବର୍ଷ ପରେ ଧୁମ୍‌ଧାମ୍‌ରେ ବଲାଙ୍ଗିରବାସୀ ହୋଲି ପାଳନ କରିଛନ୍ତି । ଜିଲ୍ଲାର ବିଭିନ୍ନ ସ୍ଥାନରେ ହୋଲିର ମଜା ନେଇଛନ୍ତି ଛୋଟରୁ ବଡ ସମସ୍ତେ । ପ୍ରିୟଜନଙ୍କ ସହ ରଙ୍ଗ ଅବିର ବୋଳାବୋଳି ହୋଇ ଶ୍ରଦ୍ଧା ବାଣ୍ଟିଛନ୍ତି ଜିଲ୍ଲାବାସୀ ।

jay balangir
Leave A Reply

Your email address will not be published.

nineteen − 16 =