jayashree

ଏକ ହେଲେ ବଲାଙ୍ଗିର ବାସୀ : ଘେରାଉ କଲେ ଇଲେକ୍ଟ୍ରି ଅଫିସ

ବଲାଙ୍ଗିର : ବଲାଙ୍ଗିରରେ ଜୋର୍‌ ଧରୁଛି ଜନ ଅସନ୍ତୋଷ । ଟାଟା ପାୱାରର ବିଦ୍ୟୁତ୍‌ ସେବାକୁ ନେଇ ଏକ ହେଲେ ବଲାଙ୍ଗିର ବାସୀ, ଆଉ ଇଲେକ୍ଟ୍ରି ଅଫିସକୁ କଲେ ଘେରାଉ । ବଲାଙ୍ଗିରରେ ପ୍ରବଳ ତାତି, ତା ସାଙ୍ଗକୁ ଏହି ଘନ ଘନ ବିଦ୍ୟୁତ୍‌, ଦିନେ କି ଦି ଦିନ ନୁହେଁ ରେଗୁଲାର ଚାଲିଛି ଅଘୋଷିତ ବିୁଦ୍ୟତ୍‌ କାଟ । ଯାହାକୁ ନେଇ ଆଜି ସମସ୍ତ ବଲାଙ୍ଗିର ବାସୀ ଏକ ହୋଇ ପେଲେସ ଲାଇନ୍‌ ଇଲେକ୍ଟ୍ରି ଅଫିସ ଘେରାଉ କରିବା ସହ ଟାଟା ପାୱାର ଉପରେ ଗର୍ଜିଛନ୍ତି ।

Leave A Reply

Your email address will not be published.