ଜଷ୍ଟିସ ବିଜୟ କୃଷ୍ଣ ପଟେଲ ହେଲେ ମାନବ ଅଧିକାର କମିସନର ଅଧ୍ୟକ୍ଷ

ସୁନ୍ଦରଗଡ଼ : ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ଜଜ୍‍ ଜଷ୍ଟିସ ବିଜୟ କୃଷ୍ଣ ପଟେଲଙ୍କୁ ରାଜ୍ୟ ସରକାର ଓଡ଼ିଶା ମାନବ ଅଧିକାର କମିସନର ଅଧ୍ୟକ୍ଷ ଭାବେ ମନୋନୀତ କରିଛନ୍ତି । ରାଜ୍ୟ ବିଧି ବିଭାଗ ପକ୍ଷରୁ ଜଷ୍ଟିସ୍ ବିଜୟ କୃଷ୍ଣ ପଟେଲ୍‌ଙ୍କ ନିଯୁକ୍ତି ନେଇ ସୂଚନା ପଅଦାନ କରାଯାଇଛି । ଜଷ୍ଟିସ ବିଜୟ କୃଷ୍ଣ ପଟେଲ୍‌ ଓଡ଼ିଶା ମାନବ ଅଧିକାର କମିଶନ୍‌ର ଅଧ୍ୟକ୍ଷ ଭାବେ ମନୋନୀତ ହେବା ଖବର ସୁନ୍ଦରଗଡ଼ ସମେତ ସମଗ୍ର ପଶ୍ଚିମ ଓଡ଼ିଶାରେ ଆନନ୍ଦର ଲହରି ଖେଳାଇ ଦେଇଛି । ଜଷ୍ଟିସ ପଟେଲଙ୍କ ନିକଟକୁ ତାଙ୍କର ନୂତନ ନିଯୁକ୍ତି ନେଇ ଅଭିନନ୍ଦନର ସୂଅ ଛୁଟିଛି ।

Leave A Reply

Your email address will not be published.