pr

ଶହୀଦ୍ ଭଗଦ ସିଂହଙ୍କ ଜନ୍ମ ଜୟନ୍ତୀ ଅବସରରେ ବ୍ଲଡ ଡୋନେସନ କ୍ୟାମ୍ପ ଅନୁଷ୍ଠିତ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଆମ୍ ଆଦମୀ ପାର୍ଟି ତରଫରୁ ଆମ୍ ଆଦମୀ ପାର୍ଟି ଜିଲ୍ଲା ଆବାହକ ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେଙ୍କ ନେତୃତ୍ୱରେ ଏବଂ ଆମ୍ ଆଦମୀ ପାର୍ଟି ରାଷ୍ଟ୍ରୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଆହ୍ଵାନ କ୍ରମେ ଶହୀଦ୍ ଭଗଦ ସିଂହଙ୍କ ଜନ୍ମ ଜୟନ୍ତୀ ଅବସରରେ ବଲାଙ୍ଗିର ମୁଖ୍ୟ ଚିକିତ୍ସାଳୟ ସ୍ଥିତ ବ୍ଲଡ ବ୍ୟାଙ୍କ ଠାରେ ବ୍ଲଡ ଡୋନେସନ କ୍ୟାମ୍ପ କରାଯାଇଛି । ଆଜି ଏହି ବ୍ଲଡ ଡୋନେସନ କ୍ୟାମ୍ପରେ ବ୍ଲଡ ଡୋନେସନ କରିଥିବା ଆପ୍‌ର ଜୟ ପ୍ରକାଶ ମିଶ୍ର, ନିରଞ୍ଜନ ତ୍ରିପାଠୀ, ଗୁଣନିଧି ନିଆଳ, ପିଣ୍ଟୁ ଭୋଇ, ଆକାଶ ମହାଲିଂ, ଦୁଃଖିଶ୍ୟାମ ଭୋଇ, ନିରଞ୍ଜନ ପଟେଲ, ଶ୍ରୀକାନ୍ତ ବାବୁ ଏବଂ ଅନ୍ୟ କାର୍ଯ୍ୟକର୍ତ୍ତାମାନେ ସ୍ଵଇଚ୍ଛାରେ ବ୍ଲଡ ଡୋନେସନ କରିଥିଲେ ଏବଂ ସହଯୋଗରେ ଆପ୍‌ର କଣ୍ଟାବାଞ୍ଜି ଆବାହକ ସୁରଥ ବେହେରା, ସଦାଶିବ ମେହେର, କାହ୍ନୁ କରନ, ଅମାନ ମହାପାତ୍ର, ସମୀର ତ୍ରୀପାଠୀ, ହିତେଶ ବଗର୍ତ୍ତୀ, ମୁନା ତରିଆ, ପ୍ରଦୀପ ମିଶ୍ର, ପ୍ରହଲ୍ଲାଦ ବାଗ ଏବଂ ମେଡିକାଲ ଷ୍ଟାଫ୍ ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.