କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ନିବନ୍ଧକୁ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଦ୍ୱାରା ଲିଖିତ ‘ଭାରତର ଯୁବକମାନେ ଏକ ଅନିଶ୍ଚିତ ଦୁନିଆ ପାଇଁ ଆଶା ଆଣିଛନ୍ତି’ ଶୀର୍ଷକ ଏକ ନିବନ୍ଧକୁ ସେୟାର କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟୁଇଟ୍ କରିଛି ;
“କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଲେଖିଛନ୍ତି, ଭାରତର ଯୁବକମାନେ ଏକ ଅନିଶ୍ଚିତ ଦୁନିଆ ପାଇଁ ଆଶା ଆଣିଛନ୍ତି… ପଢନ୍ତୁ !
timesofindia.indiatimes.com/india/speaking…
via NaMo App”

Leave A Reply

Your email address will not be published.

2 + 1 =