pakka

ସି ଜିନପିଙ୍ଗଙ୍କ ବିରୋଧରେ ନାରା : ଚାଇନାରେ ଲୋକଙ୍କ ଧୈର୍ଯ୍ୟ ଭାଙ୍ଗିଲା, କୋଭିଡ ପ୍ରତିବନ୍ଧକ ହଟାଇବାକୁ ଲଗାତାର ବିରୋଧ ପ୍ରଦର୍ଶନ

kalikesh

ବେଜିଂ : ଚାଇନାରେ କରୋନା ସଂକ୍ରମଣ ବନ୍ଦ ହେବାର ନାମ ନେଉନାହିିଁ । ଏହି କାରଣରୁ ଏଠାରେ କଡା ଜିରୋ କୋଭିଡ ନୀତି ଲାଗୁ ହୋଇଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ଚାଇନାରେ ଲକଡାଉନ୍, ବଡ଼ ଆକାରର ପରୀକ୍ଷା ଏବଂ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଗୋଟିଏ ପରେ ଗୋଟିଏ ଚାଇନାରେ ପ୍ରତିବନ୍ଧକ ଏବଂ କଠୋର ନିର୍ଦ୍ଦେଶାବଳୀର ଧାରା ତୃତୀୟ ବର୍ଷରେ ପ୍ରବେଶ କରୁଥିବାରୁ ଲୋକେ ଏଥିରେ ଅତିଷ୍ଟ ହୋଇ କ୍ରୋଧିତ ହୋଇଥିବା ଦେଖିବାକୁ ମିଳିଛି । ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ‘କଡା ଜିରୋ କୋଭିଡ ନୀତି’ ବିରୋଧରେ ଲୋକେ ରାଜରାସ୍ତାକୁ ଓହ୍ଲାଇ ତୀବ୍ର ବିରୋଧ କରିବା ସହ ସି ଜିନପିଙ୍ଗଙ୍କ ବିରୋଧରେ ନାରା ଦେଉଥିବା ସୂଚନା ମିଳିଛି ।

pp
Leave A Reply

Your email address will not be published.

nineteen + seventeen =