om academy

ଆମେରିକାକୁ ଭୟଙ୍କର ପରିଣାମ ଭୋଗିବାକୁ ଧମକ ଦେଲା ଚୀନ୍ : ଦକ୍ଷିଣ ଚୀନ୍ ସାଗର ଉପରେ ବିବାଦ

jsm

ନୂଆଦିଲ୍ଲୀ : ଚୀନ୍ ଏବଂ ଆମେରିକା ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି । ଏହାର କାରଣ ହେଉଛି ଦକ୍ଷିଣ ଚୀନ୍ ସାଗର । ଚୀନ୍ କହିଛି ଯେ, ଏହାର ବାହିନୀ ଦକ୍ଷିଣ ଚୀନ୍ ସାଗରରୁ ଆମେରିକୀୟ ଗାଇଡ୍ ମିସାଇଲ୍ ବିନାଶକ ଉପରେ ନଜର ରଖିଛି ଏବଂ ଚେତାବନୀ ଦେଇଛି । ଏହି ଧାରାରେ ଚୀନ୍ ଯୁଦ୍ଧ ଜାହାଜ ଏବଂ ବିମାନ ନିୟୋଜିତ କରିଛି । ତେବେ ଯୁଦ୍ଧ ଜାହାଜକୁ ନେଇ ଚେତାବନୀ ଦିଆଯାଇଥିବା ଆମେରିକା ନୌସେନା ଅସ୍ୱୀକାର କରିଛି ।

Leave A Reply

Your email address will not be published.