om academy

ଇଣ୍ଡିଗୋ ଏୟାରଲାଇନ୍ସରେ ଚାକିରି ଦେବା ନାମରେ ଠକୁଥିଲେ, ୨ ଗିରଫ

jsm

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀ ନିକଟରେ ଥିବା ନୋଏଡାଠାରେ ଚାକିରି ଦେବା ନାମରେ ନୋଏଡା ପୋଲିସର ସାଇବର କ୍ରାଇମ ବ୍ରାଞ୍ଚ ଦୁଇ ଜଣଙ୍କୁ ଗିରଫ କରିଛି । ଇଣ୍ଡିଗୋ ଏୟାରଲାଇନ୍ସରେ ଚାକିରି କରାଇ ଦେବା ନାମରେ ସେମାନେ ବାହାନା କରି ଲୋକଙ୍କୁ ଠକି ଅର୍ଥ ଆଦାୟ କରୁଥିଲେ । ପୋଲିସ ସେମାନଙ୍କ ନିକଟରୁ ୧୧ ଟି ମୋବାଇଲ୍ ଫୋନ୍, ୨ଟି ଲାପଟପ୍, ୨୯ଟି ସିଟ୍ କଲିଂ ଡାଟା ଏବଂ ଇଣ୍ଡିଗୋ ଏୟାରଲାଇନ୍ସର ଏକ ନକଲି ଷ୍ଟାମ୍ପ ଜବତ କରିଛି ।

Leave A Reply

Your email address will not be published.