pakka

ମନ କୀ ବାତ୍ କୁଇଜରେ ଅଂଶଗ୍ରହଣ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଆମନ୍ତ୍ରଣ

bbehera

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ କୀ ବାତ୍ କୁଇଜ୍ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଆମନ୍ତ୍ରଣ କରିଛନ୍ତି । ଏହି ପ୍ରଶ୍ନୋତ୍ତର ପ୍ରତିଯୋଗିତାରେ ବିଭିନ୍ନ ଗୋଷ୍ଠୀଭିତ୍ତିକ ପ୍ରୟାସ ସମେତ ସଦ୍ୟତମ ଅଧ୍ୟାୟର ବିଷୟବସ୍ତୁ ସ୍ଥାନ ପାଇବ ।

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
‘‘ଆମେ ଏହି ମାସର ମନ କୀ ବାତ୍ରେ କେତେକ ଗୋଷ୍ଠୀଗତ ପ୍ରୟାସ ସହିତ ବିଭିନ୍ନ ବିଷୟବସ୍ତୁ ସାମିଲ କରିଥିଲୁ । ନମୋ ଆପ୍ରେ ଏମକେବି କୁଇଜରେ ଭାଗ ନିଅନ୍ତୁ।’’

Leave A Reply

Your email address will not be published.

4 × 5 =