Browsing Category

କ୍ରୀଡା

ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମ୍‌ ନ୍ୟୁଜିଲାଣ୍ଡକୁ ହରାଇଲା ୩-୨ରେ

ଟୋକିଓ : ଦ୍ୱିତୀୟ ଦିନରୁ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତୀୟ ପୁରୁଷ ହକି ଦଳ । ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମ୍‌ ନ୍ୟୁଜିଲାଣ୍ଡକୁ ୩-୨ ଗୋଲରେ ହରାଇଛି । ଦଳ ପକ୍ଷରୁ ହରମନପ୍ରୀତ ସିଂ ଦୁଇଟି ଗୋଲ ଦେଇଥିବା ବେଳେ ଗୋଟିଏ ସମୟରେ ଭାରତ ୩-୧ରେ ଆଗୁଆ ଥିଲା । ତେବେ ତୃତୀୟ
Read More...

ପ୍ରଥମ ଦିନିକିଆ : କୁଲ୍-ଚା ଯୋଡ଼ିର କମାଲ ପରେ ଧାୱନଙ୍କ ଅଧିନାୟକ ପାଳି ଓ କିଷନ, ପୃଥ୍ଵୀଙ୍କ ବିସ୍ପୋରକ ବ୍ୟାଟିଂ…

କଲମ୍ବୋ : ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଭାରତ ସଫଳତାର ସହିତ ନିଜର ବିଜୟ ଅଭିଯାନ ଆରମ୍ଭ କରିଛି । ଶ୍ରୀଲଙ୍କା ଗସ୍ତରେ ପ୍ରଥମ ମ୍ୟାଚରେ ଭାରତର ସଫଳତା ଭରା ବୋଲିଂ କୁଲ୍-ଚା ଯୋଡିର କମାଲ ପରେ ଅଧିନାୟକ ଶିଖର ଧୱନ୍ (ଅପରାଜିତ ୮୬ ରନ୍, ୯୫ ବଲ, ୬ ଚୌକା ଓ ୧ ଛକା), ଯୁବ କ୍ରିକେଟର
Read More...

ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ : ଭାରତ ଆଗରେ ୨୬୩ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଶ୍ରୀଲଙ୍କା

କଲମ୍ବୋ : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆଜିଠାରୁ ୩ଟି ଦିନିକିଆ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ଆରମ୍ଭ ହୋଇଯାଇଛି । କଲମ୍ବୋସ୍ଥିତ ଆର୍ ପ୍ରେମ୍‌ଦାସା ଷ୍ଟାଡିୟମ୍‌ରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଶୃଙ୍ଖଳାର ପ୍ରଥମ ମୁକାବିଲା ହୋଇଛି । ଆୟୋଜକ ଶ୍ରୀଲଙ୍କା ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି
Read More...

ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ ଦଳର ଦୁଇ କ୍ରିକେଟ ଖେଳାଳି କୋଭିଡ ପଜିଟିଭ

ନୂଆଦିଲ୍ଲୀ : ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ ଦଳର ଦୁଇ ଖେଳାଳି କୋଭିଡ -୧୯ ପଜିଟିଭ୍‌ ଥିବା ଜଣାପଡ଼ିଛି । ଭାରତୀୟ କ୍ରିକେଟ ଖେଳାଳି ନ୍ୟୁଜଲ୍ୟାଣ୍ଡ ବିପକ୍ଷରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ର ଫାଇନାଲ ଖେଳିବା ପରେ ୨୦ ଦିନ ବିରତିରେ ଥିଲେ ଏବଂ ଇଂଲଣ୍ଡ ଗସ୍ତରେ ଯାଉଥିଲେ । ଗୁରୁବାର ଦିନ
Read More...

ଶ୍ରୀଲଙ୍କା – ଇଂଲଣ୍ଡ ଦିନିକିଆ ସିରିଜ : ୨-୦ରେ ଇଂଲଣ୍ଡର ସିରିଜ କବଜା

ଲଣ୍ଡନ : ଘରୋଇ ଇଂଲଣ୍ଡ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଭ୍ରମଣକାରୀ ଶ୍ରୀଲଙ୍କାକୁ ୮ ୱିକେଟ୍‌ରେ ପରାସ୍ତ କରିଦେଇଛି । ଏଥି ସହିତ ୨-୦ରେ ଆଗୁଆ ରହି ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାକୁ ଜିତିନେଇଛି ଇଂଲଣ୍ଡ । ୫ ୱିକେଟ୍‌ ସଫଳତା ହାସଲ କରିଥିବା ସାମ୍‌ କରନ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି
Read More...

ପୋଲାର୍ଡ ପରାକ୍ରମ ପରେ ବ୍ରଭୋଙ୍କ ଘାତକ ବୋଲିଙ୍ଗ ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ଟି-୨୦କୁ ୨୧ ରନରେ ଜିତିଲା…

ସେଣ୍ଟ୍‌ ଜର୍ଜ : ଅଧିନାୟକ କିରଣ ପୋଲାର୍ଡଙ୍କ ପରାକ୍ରମ ପରେ ଅଭିଜ୍ଞ ଡ୍ୱେନ୍‌ ବ୍ରାଭୋଙ୍କ ଘାତକ ବୋଲିଂ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ଶୃଙ୍ଖଳାରେ ୱେଷ୍ଟଇଣ୍ଡିଜ୍‌କୁ ଉଜ୍ଜୀବୀତ ରଖିଛି । ପୋଲାର୍ଡଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଆଗରେ କ୍ୱିଣ୍ଟନ ଡି’କକ୍‌ଙ୍କ ଅର୍ଦ୍ଧଶତକ ମଳିନ ପଡ଼ିଗଲା
Read More...

ଶ୍ରୀଲଙ୍କାରେ ଅଭ୍ୟାସ ଆରମ୍ଭ କଲେ ଧାୱନଙ୍କ ଦଳ : ୧୩ରୁ ଦିନିକିଆ ସିରିଜ୍ ଆରମ୍ଭ

କଲମ୍ବୋ : ସୀମିତ ଓଭର ଶୃଙ୍ଖଳା (ଦିନିକିଆ ଓ ଟି-୨୦) ଖେଳିବା ପାଇଁ ଶ୍ରୀଲଙ୍କା ଗସ୍ତରେ ଥିବା ଶିଖର ଧାୱନ୍‌ଙ୍କ ନେତୃତ୍ୱାଧୀନ ଭାରତୀୟ କ୍ରିକେଟ୍‌ ଦଳ ସଂଗରୋଧରୁ ବାହାରି ଶୁକ୍ରବାର ଦିନରୁ ଅଭ୍ୟାସ ଆରମ୍ଭ କରିଛି । ଚଳିତ ମାସ ୧୩ ତାରିଖରୁ ଶୃଙ୍ଖଳା ଆରମ୍ଭ ହେବାକୁ ଥିବା ବେଳେ ତିନି ଦିନ
Read More...

ଡବ୍ଲ୍ୟୁଟିସି ଫାଇନାଲ୍ : ପ୍ରଥମ ଇଂନିସରେ ୨୪୯ରେ ନ୍ୟୁଜିଲାଣ୍ଡ ଅଲଆଉଟ : ସାମୀଙ୍କୁ ୪, ଇଶାନ୍ତଙ୍କୁ ୩ ୱିକେଟ

ସାଉଥାମ୍ପଟନ୍‌ : ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ମଧ୍ୟ ବଡ ସ୍କୋର କରିବାରେ ବିଫଳ ହୋଇଛି । ଏଥିରେ ଭାରତୀୟ ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଥିଲେ । ଫଳରେ ପ୍ରଥମ ଇଂନିସରେ ନ୍ୟୁଜିଲାଣ୍ଡ ୨୪୯ ରନ କରିବାରେ ସଫଳ ହୋଇଛି । ୯୯ଓଭର ୨ବଲ ଖେଳି ନ୍ୟୁଜିଲାଣ୍ଡ ଦଳ
Read More...

ଡବ୍ଲ୍ୟୁଟିସି ଫାଇନାଲ୍ : ତୃତୀୟ ଦିନ ଷ୍ଟମ୍ଫସ୍ ବେଳକୁ ନ୍ୟୁଜିଲାଣ୍ଡ ୧୦୧/୨ : କାଇଲ ଜାମିସନଙ୍କ ୨୨-୧୨-୩୧-୫ ସଫଳତା…

ସାଉଥାମ୍ପଟନ୍‌ : ଏଜିସ୍‌ ବାୱେଲରେ ଚାଲିଥିବା ଐତିହାସିକ ମ୍ୟାଚ୍ ନ୍ୟୁଜିଲାଣ୍ଡ୍ ବିପକ୍ଷ ବିଶ୍ୱ ଟେ‌ଷ୍ଟ୍ ଚାମ୍ପିଅନସିପ୍‌ ଫାଇନାଲରେ ଭାରତର ପ୍ରଥମ ପାଳି ୨୧୭ ରନ୍‌ରେ ଶେଷ ହୋଇଯାଇଛି । କାଇଲ୍ ଜାମିସନ୍‌ଙ୍କ ୫ ୱିକେଟ୍ ସଫଳତା ବିରାଟ କୋହଲିଙ୍କ ଦଳକୁ ପ୍ରଥମ ପାଳିରେ ଆହ୍ୱାନଭରା
Read More...

ଡବ୍ଲ୍ୟୁଟିସି ଫାଇନାଲ : ଭାରତ ପ୍ରଥମ ଇଂନିସରେ ୨୧୭ ରନରେ ଅଲଆଉଟ୍

ସାଉଥାମ୍ପଟନ୍ : ବହୁ ପ୍ରତୀକ୍ଷିତ ବିଶ୍ୱ ଟେଷ୍ଟ୍ ଚାମ୍ପିଅନ ମ୍ୟାଚ ଡବ୍ଲ୍ୟୁଟିସି ଫାଇନାଲରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଚାଲିଥିବା ବେଳେ ଫାଇନାଲ ମ୍ୟାଚରେ ଭାରତ ପ୍ରଥମ ଇନିଂସରେ ୨୧୭ ରନରେ ଅଲଆଉଟ ହୋଇଯାଇଛି । ନ୍ୟୁଜିଲାଣ୍ଡ ପକ୍ଷରୁ କାଇଲ ଜାମିନସନଙ୍କ ଘାତକ ବୋଲିଂ ଦେଖିବାକୁ
Read More...
error: Content is protected !!