pakka

ଟୋକିଓ ଅଲିମ୍ପିକ୍ସରେ ପ୍ରଥମ ମ୍ୟାଚ୍ ଜିତିଲେ ପି. ଭି.ସିନ୍ଧୁ

bbehera

ଟୋକିଓ : ଟୋକିଓ ଅଲିମ୍ପିକ୍ସରେ ପ୍ରଥମ ମ୍ୟାଚ୍ ଜିତିଲେ ଭାରତୀୟ ସଟଲର ପି. ଭି.ସିନ୍ଧୁ । ତେବେ ପି. ଭି.ସିନ୍ଧୁ ଗ୍ରୁପ-ଜିର ପ୍ରଥମ ମୁକାବିଲାକୁ ଜିତି ନେଇଛନ୍ତି । ଇସ୍ରାଏଲର ସୋନିଆ ପୋଲିକାରପୋଓ୍ୱାଙ୍କୁ ୨୧-୭, ୨୧-୧୦ ସେଟରେ ହରାଇଛନ୍ତି । ମାତ୍ର ୨୯ ମିନିଟ ଲଢ଼େଇ ବାଜି ମାରିଛନ୍ତି ପି. ଭି. ସିନ୍ଧୁ । ଆସନ୍ତା ୨୭ ତାରିଖରେ ହଂକଂର ଚୁଙ୍ଗ ଏନଗାନଙ୍କ ସହ ପି. ଭି. ସିନ୍ଧୁଙ୍କ ମୁକାବିଲା ରହିଛି ।

Leave A Reply

Your email address will not be published.

ten − seven =