ananya

ଟୋକିଓ ଅଲିମ୍ପିକ୍ସରେ ୧୦୦ ମିଟର ଦୌଡରେ ସପ୍ତମ ସ୍ଥାନରେ ରହିଲେ ଦୂତି

ଟୋକିଓ : ଟୋକିଓ ଅଲିମ୍ପିକ୍ସରେ ୧୦୦ ମିଟର ଦୌଡରେ ସପ୍ତମ ସ୍ଥାନରେ ରହିଛନ୍ତି ଓଡ଼ିଶା ଧାବିକା ଦୂତି ଚାନ୍ଦ । ୧୧.୫୪ ସେକେଣ୍ଡ ନେଇ ସପ୍ତମ ସ୍ଥାନରେ ରହିଛନ୍ତି ଦୂତୀ ଚାନ୍ଦ । ଫଳରେ ତାଙ୍କ ୨ୟ ରାଉଣ୍ଡକୁ ଯିବାର ଆଶା ବିଫଳ ହୋଇଥିବା ବେଳେ ପ୍ରଥମ ସ୍ଥାନରେ ଜାମାଇକାର ଏସ. ଫ୍ରେସର ରହିଛନ୍ତି । ସେ ୧୦.୮୪ ସେକେଣ୍ଡରେ ନିଜର ଦୌଡ କମ୍ପ୍ଲିଟ କରିଥିଲେ ।

kkkppp

Leave A Reply

Your email address will not be published.

one × 4 =