Browsing Category
ଓଡିଶା
ଗୋଳାବାରୁଦ କାରଖାନା ବଡମାଳର ନୂତନ ମୁଖ୍ୟ ମହାପ୍ରବନ୍ଧକଙ୍କ ଯୋଗଦାନ
ସଇଁତଲା, (ଖୁସିରାଣୀ ସାହୁ): ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଗୋଳାବାରୁଦ କାରଖାନା ବଡମାଳର ନୂତନ ମୁଖ୍ୟ ମହାପ୍ରବନ୍ଧକ ଭାବେ ବିଭୁତି ଭୂଷଣ ପଟେଲ ଦାୟିତ୍ଵ ଗ୍ରହଣ କରିଛନ୍ତି । ଆଇ.ଓ.ଏଫ.ଏସ.–୨୦୦୦ ବ୍ୟାଚ୍ର ଅଧିକାରୀ ଶ୍ରୀ ପଟେଲ, ମ୍ୟୁନିସନ ଇଣ୍ଡିଆ ଲିମିଟେଡ (ଏମ ଆଇ ଏଲ)ର ମୁଖ୍ୟାଳୟ!-->…
Read More...
Read More...
ଝିଅ ସାତ ଦିନ ହେଲା ନିଖୋଜ, ଖୋଜି ଆଣି ଦେବାକୁ ପୋଲିସକୁ ଗୁହାରି କଲେ ପିତାମାତା
ଟିଟିଲାଗଡ, (ସଂଜୟ କୁମାର ନାୟକ) : ଟିଟିଲାଗଡ ବ୍କକ୍ ଅନ୍ତର୍ଗତ ବାଞ୍ଝିପଦର ପଞ୍ଚାୟତର ମାଥନପଲା ଗ୍ରାମର ୧୫ ବର୍ଷର ଜଣେ କନ୍ୟା ଫେବୃଆରୀ ୬ ତାରିଖ ସକାଳ ନ'ଟା ସମୟରେ ଘରୁ ସାଇକେଲ ଧରି ବିଜେପୁର ହାଇସ୍କୁଲକୁ ପାଠ ପଢିବାକୁ ଯାଇ ସଂଧ୍ୟା ପର୍ଯ୍ୟନ୍ତ ଘରକୁ ନଫେରିବାରୁ ସ୍କୁଲ ତଥା ଆଖପାଖ!-->…
Read More...
Read More...
ଆଇସିଏଡିଏସ୍–୨୦୨୬ର ପ୍ରଥମ ଦିନରେ ବାୟୁ ସୁରକ୍ଷା ଚ୍ୟାଲେଞ୍ଜ ଉପରେ ଆଲୋଚନା
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆନ୍ତର୍ଜାତୀୟ ବାୟୁ ପ୍ରତିରକ୍ଷା ଓ ସୁରକ୍ଷା ସମ୍ମିଳନୀ (ଆଇସିଏଡିଏସ୍–୨୦୨୬)ର ପ୍ରଥମ ଦିନରେ ଜାତୀୟ ସୁରକ୍ଷା ଓ ପ୍ରତିରକ୍ଷା ପ୍ରସ୍ତୁତିକୁ ସୁଦୃଢ଼ କରିବା ପାଇଁ ନାଗରିକ–ସେନା–ଶିକ୍ଷାଜଗତର ସଠିକ ସମନ୍ୱୟ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏହି!-->…
Read More...
Read More...
ପିତାମାତାଙ୍କୁ ଅଣଦେଖା କରନ୍ତୁ ନାହିଁ : ଛତ୍ରପୁର ବିଧାୟକ
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପିତାମାତାଙ୍କୁ ଗୁରୁଜନ ଭଳି ସମ୍ମାନ ଦିଅ, ତାଙ୍କୁ ଭକ୍ତି କର, ପିତାମାତାଙ୍କୁ କେବେ ବି ଅଣଦେଖା କରନ୍ତୁ ନାହିଁ ବୋଲି ବରିଷ୍ଠ ନାଗରିକ ମଞ୍ଚର ଆନୁଷ୍ଠାନିକ ସଭାରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇ!-->…
Read More...
Read More...
ବେଲପଦର ଅଷ୍ଟମ ସ୍ଵାମୀ ବିବେକାନନ୍ଦ କ୍ରିକେଟ ପ୍ରତିଯୋଗିତା ଉଦଯାପିତ : ଆୟୋଜକ ବେଲପଦର ଦଳ ଚମ୍ପିୟାନ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବେଲପଦର ଗ୍ରାମ ଖେଳ ପଡିଆଠାରେ ବେଲପଦର କ୍ରିକେଟ କ୍ଲବ ଆନୁକୂଲ୍ୟରେ ଚାଲିଥିବା ଅଷ୍ଟମ ସ୍ୱାମୀ ବିବେକାନନ୍ଦ କ୍ରିକେଟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଫାଇନାଲ ଖେଳରେ ଘୋଡ଼ାର ଦଳକୁ ପରାସ୍ତ କରି ଆୟୋଜକ!-->…
Read More...
Read More...
ରାଉରକେଲା ଆଇନ ମହାବିଦ୍ୟାଳୟର ତ୍ରିଦିବସୀୟ କ୍ରୀଡା ମହୋତ୍ସବ
ଉଦଯାପିତ
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଇନ୍ ମହାବିଦ୍ୟାଳୟର ତ୍ରିଦିବସୀୟ କ୍ରୀଡା ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଡକ୍ଟର ବିଭୁରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତା ଓ ଉପାଧ୍ୟକ୍ଷ ଡକ୍ଟର ସମ୍ପାଦିକା ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି ଉଦ୍ଯାପନୀ ଉତ୍ସବରେ!-->…
Read More...
Read More...
ପଦ୍ମପୁର ଟାଉନ କ୍ଲବର ୪୮ତମ ପ୍ରତିଷ୍ଠା ଦିବସ ପାଇଁ ଆସନ୍ତା ୧୭ରେ ସ୍ୱାସ୍ଥ୍ୟ ସେବା ଶିବିର
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଟାଉନ କ୍ଲବର ୪୮ତମ ପ୍ରତିଷ୍ଠା ଦିବସ ପାଇଁ ଟାଉନ କ୍ଲବ ଓ କ୍ରିଷ୍ଣା ବିକାଶ ହସ୍ପିଟାଲ ଆନୁକୂଲ୍ୟରେ ଟାଉନ କ୍ଲବ ଠାରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ କରିବା ପାଇଁ ଆଜି ଟାଉନ କ୍ଲବ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଇଯାଇଥିଲା!-->…
Read More...
Read More...
ପାଇକମାଲରେ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ
ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଉପଖଣ୍ଡ ପାଇକମାଲ ସ୍ଥିତ ବଇଦପାଲି ହନୁମାନ ମନ୍ଦିର ପ୍ରାଙ୍ଗଣରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ୧୦୦ ବର୍ଷ ପୂର୍ତ୍ତି ଅବସରରେ ହିନ୍ଦୁ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ସକାଳ ୯ ଘଟିକାରେ ଶିବ ମନ୍ଦିର ଝରଣାରୁ ୧୦୮ ପୂର୍ଣ୍ଣ କସଳ ବିରାଟ!-->…
Read More...
Read More...
ଅବିନାଶ ହେଲେ କଳାହାଣ୍ଡି ଜିଲ୍ଲା ଯୁବ ବିଜେଡି ସଭାପତି
କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଆଜି କଳାହାଣ୍ଡି ଜିଲ୍ଲା ଯୁବ ବିଜେଡି ସଭାପତି ଭାବରେ ପଶ୍ଚିମ ଓଡ଼ିଶାର ଜଣେ ଚର୍ଚ୍ଚିତ ଛାତ୍ର ନେତା ତଥା ପୂର୍ବତନ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟ ଅବିନାଶ ଠାକୁରଙ୍କୁ!-->…
Read More...
Read More...
୯ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଜେଲ୍ ପଠାଇଲା ବଲାଙ୍ଗିର ପୋଲିସ
ବଲାଙ୍ଗିର, (କେପିଏନ୍ଏସ୍) : ସାବାସ ବଲାଙ୍ଗିର ପୋଲିସ । ନଅ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଧରି ପଠାଇଲା ଜେଲ୍ । ସାଧାଣ ଲୋକଙ୍କ ପାଇଁ ପାଲଟିଥିଲେ ମୁଣ୍ଡବିନ୍ଧା । ଲୁଟ, ଡକାୟତି, ଚୋରି ସବୁ ପ୍ରକାରର ଅପରାଧ କରୁଥିଲେ । ଶେଷରେ ବଲାଙ୍ଗିର ପୋଲିସ ହାତରେ ଧରାପଡ଼ିଲେ । ଆଉ ଏବେ ଜେଲ୍ ଗଲେ ।!-->…
Read More...
Read More...