Browsing Category
ଦେଶ ବିଦେଶ
ନୂଆଦିଲ୍ଲୀରେ ଭୂମିକମ୍ପ ଝଟକା ଅନୁଭୂତ
ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ଗତକାଲି ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ରାଜଧାନୀରେ ରାତି ପ୍ରାୟ ସାଢେ ୯ଟା ସମୟରେ ୨.୫ ତୀବ୍ରତାର ଏକ ଭୂମିକମ୍ପ ଘଟିଛି । ରାଷ୍ଟ୍ରୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ନୂଆଦିଲ୍ଲୀର ୮ କିଲୋମିଟର ପଶ୍ଚିମରେ ଏକ ଭୂମିକମ୍ପ ଘଟିଛି,!-->…
Read More...
Read More...
ମନ କୀ ବାତ୍ କୁଇଜରେ ଅଂଶଗ୍ରହଣ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଆମନ୍ତ୍ରଣ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ କୀ ବାତ୍ କୁଇଜ୍ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଆମନ୍ତ୍ରଣ କରିଛନ୍ତି । ଏହି ପ୍ରଶ୍ନୋତ୍ତର ପ୍ରତିଯୋଗିତାରେ ବିଭିନ୍ନ ଗୋଷ୍ଠୀଭିତ୍ତିକ ପ୍ରୟାସ ସମେତ ସଦ୍ୟତମ ଅଧ୍ୟାୟର ବିଷୟବସ୍ତୁ ସ୍ଥାନ ପାଇବ ।
ପ୍ରଧାନମନ୍ତ୍ରୀ!-->!-->!-->…
Read More...
Read More...
ସମ୍ବାଦ ପ୍ରସାରଣରେ ଗତି ଅପେକ୍ଷା ସଠିକତା ଅଧିକ ଗୁରୁତ୍ୱପୂର୍ଣ୍ଣ : କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର
• ପ୍ରାମାଣିକ ସମ୍ବାଦ ପରିବେଷଣ ପ୍ରତି ଯୋଗାଯୋଗକାରୀମାନେ ଧ୍ୟାନ ଦେବା ଉଚିତ : କେନ୍ଦ୍ର ମନ୍ତ୍ରୀ• ଦାୟିତ୍ବସମ୍ପର୍ଣ୍ଣ ଗଣମାଧ୍ୟମ ପ୍ରତିଷ୍ଠାନ ପାଇଁ ଜନତାଙ୍କ ବିଶ୍ବାସ ବଜାୟ ରଖିବା ମାର୍ଗଦର୍ଶୀ ସିଦ୍ଧାନ୍ତ ହେବା ଆବଶ୍ୟକ : ଶ୍ରୀ ଠାକୁର
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସୂଚନା ଓ!-->!-->!-->…
Read More...
Read More...
ଏପ୍ରିଲ ୧ରୁ ହଟିବ ୧୫ ବର୍ଷରୁ ପୁରୁଣା ସରକାରୀ ଗାଡ଼ି : ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି
ନୂଆଦିଲ୍ଲୀ : ୧୫ ବର୍ଷରୁ ପୁରୁଣା ସରକାରୀ ଗାଡ଼ି ରାସ୍ତାରୁ ହଟିଯିବ । ୨୦୨୩ ଏପ୍ରିଲ ୧ରୁ ଏହା କାର୍ଯ୍ୟକାରୀ ହେବ ବୋଲି ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରୁ ଜଣାପଡ଼ିଛି । ଏଥିସହିତ ଉଭୟ ନିଗମ ଏବଂ ପରିବହନ ଏଜେନ୍ସିଗୁଡ଼ିକ ୧୫ ବର୍ଷରୁ ଅଧିକ ପୁରୁଣା ବସ୍ ଏବଂ!-->…
Read More...
Read More...
ଓଡ଼ିଶାରୁ ୨ ଜଣଙ୍କୁ ମିଳିଲା ଶିଳ୍ପଗୁରୁ ପୁରସ୍କାର
ନୂଆଦିଲ୍ଲୀ : ଓଡ଼ିଶାର ମୋଟ ୧୫ ଶ୍ରେଷ୍ଠ କାରିଗରଙ୍କୁ ୨୦୧୭, ୨୦୧୮ ଏବଂ ୨୦୧୯ ବର୍ଷ ପାଇଁ ଶିଳ୍ପଗୁରୁ ଓ ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି । ତାଳପତ୍ର ଖୋଦେଇ କାରିଗରି ପାଇଁ ବିଜୟ କୁମାର ପରିଡ଼ା ଏବଂ ପଥର ଖୋଦେଇ ପାଇଁ ମହେଶ୍ୱର ପରିଡ଼ାଙ୍କୁ ସୋମବାର ୨୦୧୮ ବର୍ଷ ନିମନ୍ତେ!-->…
Read More...
Read More...
କୋଷ୍ଟାରିକା ଚଳଚ୍ଚିତ୍ର ନିର୍ମାତା ଭାଲେଂଟିନା ମରେଲଙ୍କ ସ୍ପେନୀୟ ଚଳଚ୍ଚିତ୍ର ‘ଆଇ ହାଭ୍ ଇଲେକ୍ଟ୍ରିକ୍…
ନୂଆଦିଲ୍ଲୀ, (ପିଆଇବି) : ତା’ହେଲେ, ଏହିପରି ଭାବରେ ଆମେ ଆମର ମନ, ଶରୀର, ହୃଦୟ ଏବଂ ପ୍ରାଣର ସମ୍ପୂର୍ଣ୍ଣ ଶକ୍ତି ସହିତ ଚଳଚ୍ଚିତ୍ର ଉତ୍ସବ ପାଳନ କରୁଛୁ, ଏବଂ ଏବେ ଆମ ନିକଟରେ ଆଇଏଫ୍ଏଫ୍ଆଇର ଆନ୍ତର୍ଜାତୀୟ ପ୍ରତିଯୋଗିତାର ବିଚାରକ ମଣ୍ଡଳୀ, ଆମକୁ ମହାନ କଳାର ବୌଦ୍ଧିକ ପ୍ରଶଂସା ପାଇଁ!-->…
Read More...
Read More...
ଆଇଏଫ୍ଏଫ୍ଆଇରେ ପ୍ରଦର୍ଶିତ ବିବିଧତା ‘ବସୁଧୈବ କୁଟୁମ୍ବକମ୍’ର ଜୀବନ୍ତ ଅବତାର : ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ…
"ଆଞ୍ଚଳିକ ସିନେମା ଆଉ ଆଞ୍ଚଳିକ ହୋଇ ରହିନାହିଁ, ଏହା ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରକୁ ଯାଇଛି”"ଆମର ଲକ୍ଷ୍ୟ ହେଉଛି ଭାରତରେ ଏକ ସମୃଦ୍ଧ ଚଳଚ୍ଚିତ୍ର ପ୍ରସ୍ତୁତ ପରିବେଶ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ଶିଳ୍ପ ପ୍ରତିଷ୍ଠା କରିବା”
ନୂଆଦିଲୀ, (ପିଆଇବି) : ଚଳଚ୍ଚିତ୍ର ପାଇଁ ପ୍ରଶଂସା ଏବଂ!-->!-->!-->…
Read More...
Read More...
ଇଟାୱା ରେଳ ଷ୍ଟେସନରୁ ଘୋଷଣା ହେଲା – ‘ମେନପୁରୀ ସେ ଡିମ୍ପଲ୍ ଭାବୀ କୋ ଜିତାଏଁ’
ମେନପୁରୀ : ଗତ ଶନିବାର ରାତି ପ୍ରାୟ ୧୧ ଟା ସମୟରେ ଇଟାୱା ରେଲୱେ ଜଙ୍କସନର ଅନୁସନ୍ଧାନ କେନ୍ଦ୍ରରେ ସ୍ଥାପିତ ମାଇକ୍ରୁ ଡିମ୍ପଲ୍ ଯାଦବ ଜିନ୍ଦାବାଦ ଘୋଷଣା ହୋଇଥିଲା । ଏହା ସହିତ ସମାଜବାଦୀ ପାର୍ଟି ପ୍ରାର୍ଥୀ ଡିମ୍ପଲ ଯାଦବଙ୍କୁ ଭୋଟ୍ ଦେବା ପାଇଁ ମାଇକ୍ ମାଧ୍ୟମରେ ମଧ୍ୟ ଆବେଦନ!-->…
Read More...
Read More...
ଜାମ୍ମୁ କାଶ୍ମୀରର ଲୋକମାନେ ପରିବର୍ତ୍ତନ ଚାହୁଁଛନ୍ତି, ବିଜେପି ସଂପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ସହ ସରକାର ଗଠନ କରିବ :…
କାଶ୍ମୀର : ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ମହାସଚିବ ତଥା ଜାମ୍ମୁ କାଶ୍ମୀର ଏବଂ ଲଦାଖର ଦାୟିତ୍ୱରେ ଥିବା ତରୁଣ ଚୁଗ୍ ଜାମ୍ମୁ କାଶ୍ମୀରରେ ଦଳ ସଂଗଠନ ଏବଂ କ୍ୟାଡରକୁ ନିରନ୍ତର ମଜବୁତ କରି ସରକାର ଗଠନ କରିବାକୁ ଦାବୀ କରିଛନ୍ତି । ତରୁଣ ଚୁଗ୍ କହିଛନ୍ତି ଯେ, ଡକ୍ଟର ଶ୍ୟାମା ପ୍ରସାଦ!-->…
Read More...
Read More...
ଶ୍ରଦ୍ଧା ହତ୍ୟା ମାମଲା : ଅଫ୍ତାବର ପଲିଗ୍ରାଫ୍ ଟେଷ୍ଟ ଆଜି ଚତୁର୍ଥ ଥର ପାଇଁ କରାଯିବ, ନାର୍କୋ ଟେଷ୍ଟ ପାଇଁ ୭୦ଟି…
ନୂଆଦିଲ୍ଲୀ : ଶ୍ରଦ୍ଧା ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଅଫ୍ତାବର ପୁଣି ଥରେ ପଲିଗ୍ରାଫ୍ ଟେଷ୍ଟ ହେବ । ବର୍ତ୍ତମାନ ପର୍ଯ୍ୟନ୍ତ ଅଫ୍ତାବର ପଲିଗ୍ରାଫ୍ ଟେଷ୍ଟ ୨୦ ଘଣ୍ଟାରୁ ଅଧିକ ସମୟ ଧରି କରାଯାଇଛି । ଏହା ସତ୍ତ୍ୱେ ଦିଲ୍ଲୀ ପୋଲିସକୁ କୌଣସି ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିନାହିଁ ।!-->…
Read More...
Read More...