Browsing Category
ଦେଶ ବିଦେଶ
ସି ଜିନପିଙ୍ଗଙ୍କ ବିରୋଧରେ ନାରା : ଚାଇନାରେ ଲୋକଙ୍କ ଧୈର୍ଯ୍ୟ ଭାଙ୍ଗିଲା, କୋଭିଡ ପ୍ରତିବନ୍ଧକ ହଟାଇବାକୁ ଲଗାତାର…
ବେଜିଂ : ଚାଇନାରେ କରୋନା ସଂକ୍ରମଣ ବନ୍ଦ ହେବାର ନାମ ନେଉନାହିିଁ । ଏହି କାରଣରୁ ଏଠାରେ କଡା ଜିରୋ କୋଭିଡ ନୀତି ଲାଗୁ ହୋଇଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ଚାଇନାରେ ଲକଡାଉନ୍, ବଡ଼ ଆକାରର ପରୀକ୍ଷା ଏବଂ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଗୋଟିଏ ପରେ ଗୋଟିଏ ଚାଇନାରେ!-->…
Read More...
Read More...
ମୁଁ ଦଳର କାହା ଉପରେ ଅସନ୍ତୁଷ୍ଟ ନାହିଁ, ଏପରି ବିବାଦ କାହିଁକି ଉପୁଜିଲା ବୁଝାପଡ଼ୁନି : ଶଶି ଥରୁର
କୋଚି : କଂଗ୍ରେସ ସାଂସଦ ଶଶି ଥରୁର ରବିବାର କହିଛନ୍ତି ଯେ, ଦଳର କେରଳ ୟୁନିଟରେ ସେ କାହା ଉପରେ ଅସନ୍ତୁଷ୍ଟ ନାହାଁନ୍ତି । ତାଙ୍କର କାହା ସହ କଥାବାର୍ତ୍ତା କରିବାରେ କୌଣସି ଅସୁବିଧା ନାହିଁ । ଅଲ ଇଣ୍ଡିଆ ପ୍ରଫେସନାଲ କଂଗ୍ରେସର ରାଜ୍ୟସ୍ତରୀୟ ସମ୍ମିଳନୀରେ ଯୋଗଦେବାକୁ ଆସିଥିବା!-->…
Read More...
Read More...
ବିବାହିତା ମହିଳାଙ୍କୁ ପ୍ରେମ ଫାଶରେ ପକାଇ ସ୍ୱାମୀଙ୍କୁ ନୃଶଂସ ଭାବେ ହତ୍ୟା କଲା ତାନ୍ତ୍ରିକ
ବିକାନେର୍ : ଜଣେ ତାନ୍ତ୍ରିକର ଅତ୍ୟନ୍ତ ଘୃଣ୍ୟ କାର୍ଯ୍ୟ ରାଜସ୍ଥାନରେ ସାମ୍ନାକୁ ଆସିଛି । ଏହି ଘଟଣା ରାଜସ୍ଥାନର ବିକାନେର ଜିଲ୍ଲା ସହ ଜଡିତ । ଏଠାରେ ଜଣେ ତାନ୍ତ୍ରିକ ଜଣେ ବିବାହିତା ମହିଳାଙ୍କୁ ପ୍ରେମ ଫାଶରେ ପକାଇବା ପରେ ବିବାହିତ ମହିଳାଙ୍କ ସ୍ୱାମୀ ଏହା ବିଷୟରେ ଜାଣି ପାରିଥିଲେ । ସେ!-->…
Read More...
Read More...
ମଦ ବ୍ୟବସାୟ ଛାଡ଼ିଲେ ୧ଲକ୍ଷ ସହାୟତା ରାଶି ମିଳିବ, ବିହାର ସରକାରଙ୍କ ବଡ଼ ଘୋଷଣା
ପାଟଣା : ମଦ ବ୍ୟବସାୟ ଛାଡ଼ିଲେ ମିଳିବ ୧ଲକ୍ଷ ସହାୟତା ରାଶି । ବିହାରର ନୀତିଶ ସରକାରଙ୍କ ଏହି ବଡ଼ ଘୋଷଣା ଏବେ ବିହାରରେ ବେଆଇନ ମଦକୁ ରୋକିବା ପାଇଁ ସକ୍ଷମ ହେବ ବୋଲି ଆଲୋଚନା ହେଉଛି । ଯିଏ ଏହି ବ୍ୟବସାୟରୁ ବାହାରକୁ ଆସି ଜୀବିକା ନିର୍ବାହ ପାଇଁ ନୂଆ ଜୀବିକା ଆରମ୍ଭ କରିବ, ସରକାର ତାଙ୍କୁ!-->…
Read More...
Read More...
ପ୍ରେମିକ ତ’ ଦୁଷ୍କର୍ମ କଲା, ପ୍ରେମିକର ବାପା ବି ଦୁଷ୍କର୍ମ କଲା : ପୋଲିସ ପାଖରେ ଅଭିଯୋଗ କଲା ପ୍ରେମିକା
ଭୋପାଳ : ପ୍ରେମିକ ତ' ଦୁଷ୍କର୍ମ କଲା, ପ୍ରେମିକର ବାପା ବି ଦୁଷ୍କର୍ମ କଲା । ପୋଲିସ ପାଖରେ ଅଭିଯୋଗ କରିଛି ପ୍ରେମିକା । ସୂଚନା ଅନୁସାରେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଜଣେ ପ୍ରେମିକା ତା' ପ୍ରେମିକ ଓ ପ୍ରେମିକର ପିତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ବେଳେ ପୋଲିସ ମାମଲା!-->…
Read More...
Read More...
ଭାରତ ଯୋଡୋ ଯାତ୍ରା ଶୀଘ୍ର ରାଜସ୍ଥାନରେ ପ୍ରବେଶ କରିବ
ନୂଆଦିଲ୍ଲୀ : ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ସମଗ୍ର ଦେଶର ରାଜନୈତିକ ଦୁନିଆରେ ଆଲୋଚନା ହୋଇଛି । ଏହି ଗସ୍ତକୁ ନେଇ ବିରୋଧୀ ଦଳର ନେତାମାନେ ଲଗାତାର ଆକ୍ରମଣ କରୁଛନ୍ତି । ବେଳେବେଳେ ବିଭିନ୍ନ ସ୍ଲୋଗାନ ନେଇ ଏବଂ ବେଳେବେଳେ ଏହି ଯାତ୍ରାରେ ମେଘା ପାଟକରଙ୍କ ପରି ବ୍ୟକ୍ତିତ୍ୱଙ୍କ!-->…
Read More...
Read More...
ବିକ୍ରମ ଗୋଖଲେଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
ମୁମ୍ବାଇ : ଭେଟେରାନ ଅଭିନେତା ବିକ୍ରମ ଗୋଖଲେଙ୍କ ଶନିବାର ଦେହାନ୍ତ ହୋଇଛି । ୭୭ ବର୍ଷୀୟ ଅଭିନେତା ପୁଣେର ଦୀନନାଥ ମଙ୍ଗେସକର ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ!-->…
Read More...
Read More...
ଭାରତୀୟ ଅଲିମ୍ପିକ ଆସୋସିଏସନ୍ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନପତ୍ର ଦାଖଲ କଲେ ପି.ଟି. ଉଷା
ନୂଆଦିଲ୍ଲୀ : ଭାରତର ଭେଟେରାନ ଆଥଲେଟ ପି.ଟି ଉଷା ଭାରତୀୟ ଅଲିମ୍ପିକ ଆସୋସିଏସନର ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେ ନିଜେ ଟ୍ୱିଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି । ଆଥଲେଟ୍ସ କମିଶନଙ୍କ ଦ୍ୱାରା ମନୋନୀତ ହୋଇଥିବା ୮ ଜଣ ଖେଳାଳିଙ୍କ ମଧ୍ୟରେ ଉଷା ଥିଲେ । ଭାରତୀୟ!-->…
Read More...
Read More...
କକ୍ଷପଥରେ ଓସନସାଟ୍-୩
ଚେନ୍ନାଇ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶନିବାର ଭୂପର୍ଯ୍ୟବେକ୍ଷଣ ସାଟେଲାଇଟ୍ ଓସନସାଟ୍-୩ ସମେତ ଅନ୍ୟ ୮ଟି ଉପଗ୍ରହକୁ ସଫଳତାର ସହ ଦୁଇଟି କକ୍ଷପଥରେ ଅବସ୍ଥାପିତ କରିଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱାନ ମହାକାଶ କେନ୍ଦ୍ରର ପ୍ରଥମ ଲଞ୍ଚ୍ପ୍ୟାଡ୍ରୁ!-->…
Read More...
Read More...
ଡିସେମ୍ବର ୧୭ରେ ଜିଏସ୍ଟି କାଉନସିଲର ୪୮ତମ ବୈଠକ ଅନୁଷ୍ଠିତ ହେବ
ନୂଆଦିଲ୍ଲୀ : ଚଳିତ ବର୍ଷ ଡିସେମ୍ବର ୧୭ରେ ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍ଟି) କାଉନସିଲର ୪୮ତମ ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ଏପରିକି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ ଭିଡିଓ କନ୍ଫରେନ୍ସରେ ହେବ ବୋଲି ଜଣାପଡିଛି । ଉକ୍ତ!-->…
Read More...
Read More...