Daily Archives

କରୋନାରେ ପ୍ରାଣ ହରାଇଥିବା ସାମ୍ବାଦିକ ଜତୀଶ ଖମାରୀଙ୍କ ପରିବାର ଲୋକଙ୍କୁ ଭେଟିଲେ କଳିକେଶ

ପାଟଣାଗଡ, (ଗୋରେଖନାଥ ବରିହା) : କରୋନା ଯୁଦ୍ଧରେ ହାରିଯାଇଥିବା ପାଟଣାଗଡର କରୋନା ଯୋଦ୍ଧା ତଥା ସମ୍ବାଦର ସାମ୍ବାଦିକ ସ୍ୱର୍ଗତ ଯତୀଶ ଖମାରୀଙ୍କ ବାସଭବନରେ ତାଙ୍କର ବାପା ଓ ପରିବାର ବର୍ଗଙ୍କୁ ସାକ୍ଷାତକରି ସମବେଦନା ଜଣାଇଛନ୍ତି ବଲାଙ୍ଗିରର ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ ।
Read More...

ରାସ୍ତା ନିର୍ମାଣ ପାଇଁ ସହକାରୀ ବନ ସଂରକ୍ଷକଙ୍କ ସମେତ ୪ବନ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

ବୌଦ୍ଧ, (ମମତା ମହାକୁର) : ରାସ୍ତା ନିର୍ମାଣ ପାଇଁ ବୌଦ୍ଧ ବନବିଭାଗର ସହକାରୀ ବନ ସଂରକ୍ଷକ(ଏସିଏଫ)ଙ୍କୁ ଅଟକ ରଖିଲେ ଗ୍ରାମବାସୀ ।ମିଳିଥିବା ସୂଚନା ମତେ ଶନିବାର ଛୁଟିଦିନ ଥିବା ବେଳେ ବୌଦ୍ଧ ଜିଲ୍ଲା କଂଟାମାଲ ରେଞ୍ଜ ଲାଖ ପର୍ବତଠାରେ ବନବିଭାଗର ବଡବାବୁ ମାନଙ୍କର ଭୋଜିଭାତର ଆୟୋଜନ
Read More...

ଶ୍ମଶାନରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପୋଷ୍ଟର ଲଗାଇଲା କଂଗ୍ରେସ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ସାରା ଦେଶରେ କରୋନା ମହାମାରୀ ତାର କାୟାବିସ୍ତାର କରୁଥିବା ବେଳେ ଉଭୟ କେନ୍ଦ୍ରରେ ଥିବା ମୋଦୀ ସରକାର ଏବଂ ରାଜ୍ୟରେ ଥିବା ନବୀନ ସରକାର ଜନସାଧାରଣଙ୍କୁ ବଞ୍ଚାଇବା ଛାଡ଼ି ଫଟୋ ରାଜନୀତି କରିବାରେ ବ୍ୟସ୍ତ ରହିଥିବା ଅଭିଯୋଗ କରିଛି କଂଗ୍ରେସ । ସେହିପରି ଭାବେ
Read More...

ଦୁଇ ବର୍ଷ ତିନି ମାସ ପରେ ଫେରାର୍‌ ଧର୍ଷଣ ଅଭିଯୁକ୍ତ ଗିରଫ୍‌

ପାଟଣାଗଡ଼, (କେପିଏନ୍‌ଏସ୍‌) : ଗତ ୨୦ ମାର୍ଚ୍ଚ ୨୦୧୯ ଦିନ ଜଣେ ଯୁବତୀଙ୍କ ଏତଲା କ୍ରମେ ପାଟଣାଗଡ଼ ଥାନାରେ କେସ୍‌ ନଂ.୬୭/୧୯ରେ ଏକ ଧର୍ଷଣ ଓ ହରିଜନ ଆଦିବାସୀ ନିର୍ୟାତନା ଆଇନ ଅଧୀନରେ ଏକ ମାମଲା ରୁଜ୍ଜୁ ହୋଇଥିଲା । ଘଟଣା ପର ଠାରୁ ଭଇଁଷା ଗାଁର ଅଭିଯୁକ୍ତ ଅରୁଣ ପୋଢ଼ ସେହି ସମୟରୁ ପୋଲିସ
Read More...

ଚଟୁଅନକାରେ ୧୧୦ଜଣ ନେଲେ କରୋନା ଟୀକା

ତୁରେକେଲା, (କୈଳାଶ ସଗ୍ରିଆ) : କରୋନାକୁ ରୋକିବା ପାଇଁ ବର୍ତ୍ତମାନ ୧୮ ବର୍ଷରୁ ୪୪ବର୍ଷ ପର୍ୟ୍ୟନ୍ତ କରୋନା ଟୀକାକରଣ ଚାଲିଛି । ସମସ୍ତଙ୍କୁ ଟୀକା ଦେବା ଉପଲକ୍ଷେ ପ୍ରତ୍ୟେକ ପଞ୍ଚାୟତରେ ଟୀକାକେନ୍ଦ୍ର ଖୋଲାଯାଇଛି ଏହି ଅବସରରେ ଚଟୁଅନକାର କ୍ଳବ ଗୃହରେ ଆଜି ଟୀକା ଦିଆଯାଇଥିଲା । ମହିଳା
Read More...

ବିଶିଷ୍ଟ ଜନନେତା ଧୁର୍ଜଟି ଦାସଙ୍କ ବିୟୋଗରେ ଶୋକସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଏସ୍‌ୟୁସିଆଇ ବଲାଙ୍ଗିର ଜିଲ୍ଲା କାର୍ଯ୍ୟାଳୟ ପକ୍ଷରୁ ଗନ୍ଧରେଲ ଠାରେ କମ୍ରେଡ ଧୁର୍ଜଟି ଦାସଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି, କଳାବ୍ୟାଚ ପରିଧାନ କରି ଶୋକ ଦିବସ ପାଳିତ କରାଯାଇଛି । ତାଙ୍କର ବିୟୋଗ ଗଣ ଆନ୍ଦୋଳନ ତଥା ଶ୍ରମିକ, ଚାଷୀ, ମେହନତି
Read More...

ଦୀର୍ଘ ଦିନ ହେଲା ରାସ୍ତା ମରାମତି ହୋଇନାହିଁ :୧୪ରୁ ଅଧିକ ଗାଁର ଗ୍ରାମବାସୀ ଭୋଗୁଛନ୍ତି ଦୁର୍ଦ୍ଦଶା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଓ ଦାରିଙ୍ଗବାଡି ବ୍ଲକର ବିଭିନ୍ନ ଦୁର୍ଗମ ଅଞ୍ଚଳର ବିକାଶର ଏକ ନଗ୍ନ ରୂପ ଦେଖିବାକୁ ମିଳୁଛି । ଦୀର୍ଘ ଦିନ ହେଲା ରାସ୍ତା ମରାମତି କାର୍ଯ୍ୟ ହୋଇନାହିଁ । ଏଥି
Read More...

ବଲାଙ୍ଗିର ଜିଲ୍ଲାରୁ ଆଜି ୩୧ ଆକ୍ରାନ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜିଲ୍ଲାରୁ ସମୁଦାୟ ୩୧ଜଣ ସଂକ୍ରମିତ ହୋଇଥିବା ସରକାରୀ ରିପୋର୍ଟରୁ ଜଣାପଡିଛି । ଆଜି ମିଳିଥିବା ସରକାରୀ ରିପୋର୍ଟ ଅନୁସାରେ ଆଗଲପୁର ବ୍ଲକରୁ ୫ଜଣ, ବଲାଙ୍ଗିର ଗ୍ରାମାଞ୍ଚଳରୁ ଜଣେ, ବଲାଙ୍ଗିର ସହରାଞ୍ଚଳରୁ ୭ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ଜଣେ, ବେଲପଡା
Read More...

ଦେଓଗାଁ ବ୍ଲକରେ ଆଜି ୨ଜଣ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : ଶନିବାର ଦିନ ଦେଓଗାଁ ବ୍ଲକର ଗୁଡଖାପଲା ଓ ବଡବାହାଲ ପଞ୍ଚାୟତରେ ଜଣେ ଲେଖାଏଁ କରୋନା ରୋଗୀ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟ ଆସିଛି ।
Read More...

ସୁଷମା ବିଶ୍ୱାଳଙ୍କ ଅକାଳ ବିୟୋଗ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ବ୍ଲକ ସରସରା ଗ୍ରାମ ପଞ୍ଚାୟତସ୍ଥିତ ରେଙ୍ଗାଲପାଲି ଗ୍ରାମ କୈଳାସ ବିଶ୍ୱାଳଙ୍କ ଧର୍ମପତ୍ନୀ ସୁଷମା ବିଶ୍ୱାଳ(୪୮ ବର୍ଷ ବୟସରେ)ଙ୍କ କିଡନୀ ଫେଲ୍‌ ଯୋଗୁଁ ଅକାଳ ବିୟୋଗ ହୋଇଥିବା ସୂଚନା ମିଳିଛି । ରେଙ୍ଗାଲପାଲିରେ ହଠାତ୍‌ ଅସୁସ୍ଥ ହେବାରୁ ବରଗଡ ବୁର୍ଲା
Read More...