Daily Archives

ମେଡ଼ିକାଲରେ ଅକ୍ସିଜେନ କନସନଟ୍ରେଟର ପ୍ରଦାନ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ବନବାସୀ କଲ୍ୟାଣ ଆଶ୍ରମ କଳାହାଣ୍ଡି ତରଫରୁ ଏକ ଅକ୍ସିଜେନ କନସନଟ୍ରେଟର ପ୍ରଦାନ କରାଯାଇଛି । ମ.ରାମପୁର ବନବାସୀ କଲ୍ୟାଣ ଆଶ୍ରମ ନଗର ସଭାପତି ପଦ୍ମଲୋଚନ ମିଶ୍ର, ପୂର୍ଣ୍ଣକାଳୀନ
Read More...

କୃଷକ ବଚାଓ ଗଣତନ୍ତ୍ର ବଚାଓ କାର୍ଯ୍ୟକ୍ରମ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଠାରେ ଓଡ଼ିଶା କୃଷକ ସଭା କଳାହାଣ୍ଡି ଜିଲ୍ଲା ଶାଖା ତରଫରୁ କୃଷକ ବଚାଓ ଗଣତନ୍ତ୍ର ବଚାଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ଏହି ଅବସରରେ ସରକାରଙ୍କ କୃଷକ ମାରଣା ନୀତିକୁ ନିନ୍ଦା କରାଯିବା ସହିତ କୃଷକ ବଂଚିଲେ ଗଣତନ୍ତ୍ର
Read More...

ମହାଶକ୍ତି ଫାଉଣ୍ଡେସନ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନ ତରଫରୁ ମହାଶକ୍ତିର କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ପରିଚାଳନା ନିର୍ଦ୍ଦେଶକ ଯୁଗଳ କିଶୋର ପଟ୍ଟନାୟକ
Read More...

କାର ବାଇକ୍ ମୁହାଁମୁହିଁ ଧକ୍କା : ଦୁଇ ଗୁରୁତର ଆହାତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାସିଙ୍ଗି ନିକଟ ୫୯ ନମ୍ବର ଜାତୀୟ ରାଜପଥରେ ଏକ କାର ସହ ମୋଟର ସାଇକଲ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ଦୁଇଜଣ ଗୁରୁତର ଆହାତ ହୋଇଛନ୍ତି । ଘଟଣାସ୍ଥଳରେ ବାଲିଗୁଡ଼ା ଥାନା ଭାର
Read More...

୬ ଜଣ ବରିଷ୍ଠ ନେତାଙ୍କୁ ବିଭିନ୍ନ ଜିଲ୍ଲା ପାଇଁ ସିନିୟର ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତି କଲା ବିଜେଡି

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ୬ ଜଣ ବରିଷ୍ଠ ନେତାଙ୍କୁ ବିଭିନ୍ନ ଜିଲ୍ଲା ପାଇଁ ସିନିୟର ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତି ଦେଇଛି ବିଜେଡି । ବିକ୍ରମ କେଶରୀ ଆରୁଖଙ୍କୁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତି ଦେଇଥିବା
Read More...

ଆଶ୍ରିତ ପଶୁପକ୍ଷୀମାନଙ୍କୁ ଖାଦ୍ୟ ଯୋଗାଇଲେ ପ୍ରକୃତିବନ୍ଧୁ ବିରଞ୍ଚି ନାରାୟଣ ଦାଶ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କରୋନା ଯୋଗୁଁ ସପ୍ତାହନ୍ତ ତାଲାବନ୍ଦୀରେ ହରିଶଙ୍କର ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି । ଏହି ଅବସରରେ ସେଠାରେ ଥିବା ଆଶ୍ରିତ ପଶୁପକ୍ଷୀ ପ୍ରାୟତଃ ମାଙ୍କଡମାନେ ଖାଇବାକୁ ନପାଇ ଭୋକଉପାସରେ ରହୁଛନ୍ତି । ମନ୍ଦିର ବନ୍ଦ ଯୋଗୁଁ ଦର୍ଶକ ମଧ୍ୟ ଆସୁନାହାନ୍ତି ।
Read More...

ପଦ୍ମପୁର ସହରର ପାନୀୟ ଜଳ ସମସ୍ୟା ବିଷୟରେ ବିଭାଗୀୟ ଯନ୍ତ୍ରୀଙ୍କ ସହ ଆଲୋଚନା କଲେ ନଗର ବିଜେପି ପ୍ରତିନିଧି ଦଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ସହରର ପାନୀୟ ଜଳ ଯୋଗାଣ ସମସ୍ୟାକୁ ନେଇ ବିଭାଗୀୟ ଯନ୍ତ୍ରୀ ଅଧିକାରୀଙ୍କୁ ଭେଟି ଆଲୋଚନା କରିଥିଲେ ପଦ୍ମପୁର ନଗର ବିଜେପି ପ୍ରତିନିଧି ଦଳ । ଖରା ମାସରେ ଅଙ୍ଗନଦୀ ନାଳରେ ପାଣି ଧାର କମିଯାଏ ବା ଜଳସ୍ତର କମିଯାଏ କିନ୍ତୁ ଲୋକଙ୍କର
Read More...

ବଲାଙ୍ଗିର ଜିଳ୍ଲାପାଳଙ୍କ ଦେଓଗାଁ ହାଇସ୍କୁଲ ପରିଦର୍ଶନ : ୫ଟି ଯୋଜନାରେ କରାଯାଇଥିବା ଶିକ୍ଷା ବ୍ୟବସ୍ଥାକୁ କଲେ ତଦାରଖ

ଦେଓଗାଁ, (ମନୀଷ କୁମାର ସାହୁ) : ଶନିବାର ସାଢ଼େ ୧୦ଟା ସମୟରେ ବଲାଙ୍ଗିର ଜିଳ୍ଲାପାଳ ଚଞ୍ଚଳ ରାଣା ଦେଓଗାଁ ପଞ୍ଚାୟତ ସମିତି ହାଇସ୍କୁଲ ପରିଦର୍ଶନରେ ଆସି ସ୍ଥାନୀୟ ପ୍ରଧାନ ଶିକ୍ଷକ ଲୋକେଶ୍ୱର ପଧାନ ଓ ସହକାରୀ ଶିକ୍ଷକ ବିଭୂତୀ ଭୂଷଣ ବେହେରା, ଚୈତନ୍ୟ ସାହୁ, ବଳଦେବ ମାଝୀ ଶିକ୍ଷାପ୍ରେମୀଙ୍କ
Read More...

ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ କ୍ଷୀର, କାଢା ଏବଂ ଶୁଖିଲା ଖାଦ୍ୟ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନା କାଳରେ ସଟ୍‌ଡାଉନ ଯୋଗୁଁ ଲୋକେ ନାହିଁ ନ ଥିବା ଅସୁବିଧା ହେଉଥିବା ବେଳେ ସ୍ଥାନୀୟ ଭୀମ ଭୋଇ ମେଡିକାଲ କଲେଜ ହସ୍‌ପିଟାଲରେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ଗରମ କ୍ଷୀର, କାଢା ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ଜିଲ୍ଲା ଯୁବ
Read More...

ପଦ୍ମପୁରରେ କରୋନା ସଚେତନତା‌ ରାଲି

ପଦ୍ମପୁର, (ନିରୋଜ କୁମାର ପାଣୀ) : ସମ୍ପ୍ରତି କୋରୋନ ଭୂତାଣୁକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକଙ୍କୁ ସଚେତନ କରିବା ପାଇଁ ଅନେକ ନିୟମ କାନୁନ ସୃଷ୍ଟି କରିଛନ୍ତି । ଏହି ନିୟମକୁ ପାଳନ କରି ଅଙ୍ଗନୱାଡ଼ି କର୍ମୀ ସବିତା ବହିଦାରଙ୍କ ନେତୃତ୍ୱରେ ପଦ୍ମପୁର
Read More...