Daily Archives

ମହିଳାଙ୍କୁ ଆକ୍ରମଣ ଅଭିଯୋଗ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ଶ୍ରୀବଣା ଗ୍ରାମରେ ଜୈନେକ ମହିଳାଙ୍କୁ ଆକ୍ରମଣ ହୋଇଥିବା ନେଇ ଗଞ୍ଜାମ ଥାନାରେ ଅଭିଯୋଗ ହୋଇଛି । ଏମ୍. କୁମାରୀ ନାମ୍ନୀ ମହିଳାଙ୍କୁ ଘରେ ପଶି ଛୁଟି ଧରି ବାହାରକୁ ଘୋଷାଡି ଆଣି ଗାଁ ଦାଣ୍ଡରେ ମାଡ଼ ମରାଯିବା ସହ ପ୍ରତିବାଦ
Read More...

ନିଷ୍ଠା ପରିବାର ମହିଳା ଶାଖା ଏବଂ ଆକାର ଫାଉଣ୍ଡେସନର ମିଳିତ ଉଦ୍ୟମରେ ରାସନ ସାମଗ୍ରୀ ବଣ୍ଟନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : କରୋନା ମହାମାରୀ ସମୟରେ ଅନେକ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲକଡାଉନ ପାଇଁ ଲୋକଙ୍କ କାମ ଧନ୍ଦା ପୁରା ବନ୍ଦ ହୋଇଯାଇଛି । ଆଜି ନିଷ୍ଠା ପରିବାରର ମହିଳା ଶାଖା ଓ ଆକାର ଫାଉଣ୍ଡେସନର ମିଳିତ ଉଦ୍ୟମରେ ଆଜି ବରଗଡ଼ ବ୍ଲକ ଅନ୍ତର୍ଗତ ଖଣ୍ଡହଥା, ଅଡଗାଁ,
Read More...

ବାଲିଗୁଡା ଉପଖଣ୍ଡ ବିଦ୍ୟୁତର ଅବ୍ୟବସ୍ଥା ସମ୍ପର୍କରେ ବିଜେପିର ଏକ ପ୍ରତିନିଧି ଦଳ ବିଦ୍ୟୁତ ଅଧିକାରୀଙ୍କ ସହ ଆଲୋଚନା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡରେ ଆଜକୁ ଦୀର୍ଘ ଦିନ ହେଲା ବିଦ୍ୟୁତ କାଟ ସହ ଲୋ-ଭୋଲଟେଜ ଭଳି ବିଭିନ୍ନ ସମସ୍ୟା ଉପୁଜିଥିଲେ ମଧ୍ୟ ବିଦ୍ୟୁତ ବିଭାଗ କର୍ତ୍ତୃପକ୍ଷ କୌଣସି ପ୍ରକାରେ ସମାଧାନ କରିପାରୁ ନଥିବା ଯୋଗୁଁ ଜନସାଧାରଣଙ୍କ ପକ୍ଷରୁ
Read More...

ଧାନ ବିକ୍ରି ଦାବୀରେ ଚାଷୀମାନଙ୍କ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଧାରଣା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଭେଡେନ ବ୍ଲକ ଅନ୍ତର୍ଗତ ସାଲେପାଲି ଗାଁର ଶତାଧିକ ଚାଷୀ ଆଜି ଧାନ ବିକ୍ରି ଦାବୀରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦେଇଥିଲେ । ଚାଷୀମାନଙ୍କ ପାଖରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଦତ୍ତ ଟୋକନ ମଧ୍ୟ ରହିଛି, କିନ୍ତୁ
Read More...

ଆମ ଗାଁ ସଂସ୍କୃତି ଶିକ୍ଷା ସଦନ ଶିକ୍ଷାକେନ୍ଦ୍ର ଉଦଘାଟିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ପଂଚାୟତର ସାହାଯୋଟ ଗ୍ରାମର କଳାପ୍ରେମୀ ପାତଲପଡା ଏବଂ ସାଗୁନଭାଡି ଗ୍ରାମର ମିଳିତ ଉଦ୍ୟମ ଓ ପ୍ରଚେଷ୍ଟାରେ ଆମ ଗାଁ ସଂସ୍କୃତି ଶିକ୍ଷା ସଦନ ନାମରେ ଏକ ଶିକ୍ଷା ସଦନ ନାମରେ ଏକ ଶିକ୍ଷାକେନ୍ଦ୍ର
Read More...

ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଠାରୁ ୯୦ ହଜାର ଲୁଟ୍‌ ଅଭିଯୋଗ, ତଦନ୍ତ ଜାରି

ସଇଁନ୍ତଲା, (ଅଜିତ କୁମାର ସାହୁ) : ଦିନକୁ ଦିନ ସଇଁନ୍ତଲା ଅଞ୍ଚଳରେ ଚୋରି, ଡ଼କାୟତ ବଢି ଚାଲିଥିବା ବେଳେ ସାଧାରଣରେ ଆଶଂକା ପ୍ରକାଶ ପାଇଛି । ପୁଣି ଏକ ଲୁଟ୍‌ ଘଟଣା ଆଜି ସାମ୍‌ନାକୁ ଆସିଛି । ଆଜି ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ ହୋଇଥିବା ନେଇ ବଲାଙ୍ଗିର ଜିଲ୍ଲା ସଇଁତଲା ଥାନାରେ
Read More...

ପରଲୋକରେ ଶତାୟୁ ପ୍ରହଲ୍ଲାଦ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନଏ ସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ଶତାୟୁ ଗୋପୀନାଥ ବାରିକଙ୍କ ଗତକାଲି ରାତ୍ରରେ ବିୟୋଗ ଘଟିଛି । ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଲୋକନାଟ୍ୟ ପ୍ରହଲ୍ଲାଦ ନାଟକରେ ସେ ମୁଖ୍ୟ ଚରିତ୍ର ପ୍ରହଲ୍ଲାଦ ଭୂମିକାରେ ଅଭିନୟ କରି ଜିଲ୍ଲା ତଥା ଜିଲ୍ଲା
Read More...

କଣ୍ଟାବାଞ୍ଜିରେ ହେବାକୁ ଥିବା ମିନି ଷ୍ଟାଡିୟମକୁ ଭିଡିଓ କନଫରେନ୍ସରେ ଶିଲାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଭାଗୃହ ଠାରେ ଭିଡିଓ କନଫରେନ୍ସ ମାଧ୍ୟମରେ କଣ୍ଟାବାଞ୍ଜିରେ ହେବାକୁ ଥିବା ମିନିିି ଷ୍ଟାଡିୟମକୁ ଶିଲାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ମଧ୍ୟାହ୍ନ ପ୍ରାୟ ୧୧.୪୫ରେ ଭିଡିଓ କନଫରେନ୍ସ
Read More...

ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଅକ୍ସିଜେନ ପ୍ଲାଣ୍ଟ ଓ ଅକ୍ସିଜେନ ଉତ୍ପାଦନ ବ୍ୟବସ୍ଥାର ଭିତ୍ତିପ୍ରସ୍ତର ରଖିଲେ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଝାରସୁଗୁଡା, ଭଦ୍ରକ, ଜଗତସିଂହପୁର, ପୁରୀ, ସୋନପୁର, ନୟାଗଡ, ସୁନ୍ଦରଗଡ ଏବଂ ମୟୁରଭଂଜ ଜିଲ୍ଲାର ବିଭିନ୍ନ ସ୍ବାସ୍ଥ୍ୟ ଭିତ୍ତିଭୂମି, ତରଳ ଅକ୍ସିଜେନ ପ୍ଲାଣ୍ଟ ଓ ଅକ୍‌ସିଜେନ ଉତ୍ପାଦନ ବ୍ୟବସ୍ଥାର
Read More...

ପୋଲ ମରାମତି ହେଲା

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ ଗତ ଦିନରେ ପ୍ରବଳ ବର୍ଷା ଯୋଗୁଁ ଦନ୍ତା ନଦୀ ଉପରେ ଥିବା ପୋଲରେ ଗର୍ତ୍ତ ସୃଷ୍ଟି ହୋଇଥିଲା । ଫଳରେ ଉକ୍ତ ରାସ୍ତାରେ ଯିବା ଆସିବା ବିପଦ ପୂର୍ଣ୍ଣ ହୋଇପଡିଥିଲା । ଗଣ ମାଧ୍ୟମରେ ଖବର ପ୍ରସାରିତ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ
Read More...