Daily Archives

ନେସେନାଲ ମାଇଗ୍ରେସନ ଇନିସିଏଟିଭ୍ ପକ୍ଷରୁ ଜାତୀୟ ୱେବିନାର : ମହାମାରୀ ସମୟରେ ଦାଦନ ଶ୍ରମିକଙ୍କ ସଂଖ୍ୟା ଓ ଦୁର୍ଦ୍ଦଶା…

କଂଟାବାଞ୍ଜି, (କୈଳାଶ ସଗ୍ରିଆ) : ନେସେନାଲ ମାଇଗ୍ରେସନ ଇନିସିଏଟିଭ୍ ତରଫରୁ ଏକ ଜାତୀୟ ୱେବିନାର ଆୟୋଜିତ ହୋଇଯାଇଛି । କୋଭିଡ୍ ସମୟରେ ଦାଦନ ଶ୍ରମିକ ମାନଙ୍କ ଘରକୁ ଫେରିବାର ପ୍ରକ୍ରିୟା ଓ ଆହ୍ୱାନ ଉପରେ ଆୟୋଜିତ ଉକ୍ତ ୱେବିନାରର ଆବାହକ କେଭି କଲେଜର ଅଧ୍ୟାପକ ଡଂ ସଂଜୟ କୁମାର ମିଶ୍ରଙ୍କ
Read More...

ଘଡଘଡାପଲ୍ଲୀ ଗ୍ରାମରେ କରୋନା ସଚେତନତା

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେଡ୍ଡୀ) : ଛତ୍ରପୁରବ୍ଳକ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ଗ୍ରାମପଞ୍ଚାୟତ ଅଧିନସ୍ଥ ଘଡଘଡାପଲ୍ଲୀ ଗ୍ରାମରେ କରୋନା କବଳରୁ ରକ୍ଷା ନିମନ୍ତେ ଅଙ୍ଗନାଓ୍ବାଡି-କର୍ମୀ ଶ୍ରୀମତୀ ଗାୟତ୍ରୀ ମହାନ୍ତିଙ୍କ ନେତୃତ୍ୱରେ ଓ ଆଶାକର୍ମୀ ଦମୟନ୍ତୀ ସାହୁଙ୍କ ସହଯୋଗରେ ଏକ
Read More...

ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ : ବିଧବା ପତ୍ନୀ ଓ ଦୁଇ କନ୍ୟା ଶିଶୁ ଅସହାୟ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ମୋହନଗିରି ପଂଚାୟତ ତେଜିପଡା ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା । ଗ୍ରାମର ରାଜେଶ୍ୱର ମାଝୀ ଗତକାଲି ରାତିରେ ଘରେ ଥିବା ଟେବୁଲ ପଙ୍ଖାକୁ ଅନ୍ୟତ୍ର ନେବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ସେ ଗୁରୁତର ହେବାରୁ ତାଙ୍କୁ
Read More...

ଶିକ୍ଷା ଦେଉଥିବା ବ୍ୟକ୍ତିମାନେ ଭୁଲିଲେ କୋଭିଡ ନିୟମ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ପ୍ରଶାସନିକ ଅଧିକାରୀଙ୍କ ସହିତ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଭୁଲିଗଲେ କରୋନା କଟକଣା । କରୋନା କଟକଣା ସମୟରେ ଖପ୍ରାଖୋଲ ବ୍ଲକର ସାମ୍ବାଦିକମାନେ ଖପ୍ରାଖୋଲ ବ୍ଲକରେ କାର୍ୟ୍ୟରତ ପ୍ରଶାସନିକ ଅଧିକାରୀମାନଙ୍କୁ ସମ୍ମାନୀତ କରିବା ସହିତ ବିଡ଼ିଓ ତରଣୀ
Read More...

ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚାର ଦ୍ବିତୀୟ ଦିନ ଧାରଣା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବିଜେପୁର ବ୍ଲକ ସାଇପାଲି ସେବା ସମବାୟ ସମିତି ବ୍ୟାଙ୍କ ସମ୍ମୁଖରେ ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚାର ପକ୍ଷରୁ ଦ୍ବିତୀୟ ଦିନର ଧାରଣା ଦିଆଯାଇଥିଲା । ଚାଷୀ ମାନଙ୍କ ପାଖରେ ଟୋକନ ଥିଲେ ମଧ୍ୟ ଧାନ ବିକ୍ରି କରିପାରି ନ ଥିବା ତଥା କେତେକ ଚାଷୀଙ୍କ
Read More...

ନିଷ୍ଠା ଓ ଆକାର ଫାଉଣ୍ଡେସନ ତରଫରୁ ରାସନ୍ ସାମଗ୍ରୀ ବଣ୍ଟନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ ବରଗଡ଼) : କରୋନା ମହାମାରୀ ସମୟରେ ଅନେକ ଲୋକ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଲକଡାଉନ ପାଇଁ ତରଫରୁ ରାସନ୍ ସାମଗ୍ରୀ ବଣ୍ଟନ ଲୋକଙ୍କ କାମଧନ୍ଦା ପୁରା ବନ୍ଦ ହୋଇଯାଇଛି । ନିଷ୍ଠା ପରିବାର ଓ ଆକାର ଫାଉଣ୍ଡେସନର ମିଳିତ ଉଦ୍ୟମରେ ଆଜି ଗାଇସିଲେଟ ବ୍ଲକର ଭୁତି
Read More...

ବଲାଙ୍ଗିର ଜିଲ୍ଲାରୁ ଆଜି ୫୬ ଆକ୍ରାନ୍ତ

ବଲାଙ୍ଗିର, (ଦେବାଶିଷ ମଶ୍ର) : ଆଜି ଜିଲ୍ଲାରୁ ସମୁଦାୟ ୫୬ ଜଣ ସଂକ୍ରମିତ ହୋଇଥିବା ସରକାରୀ ରିପୋର୍ଟରୁ ଜଣାପଡିଛି । ଆଜି ମିଳିଥିବା ସରକାରୀ ରିପୋର୍ଟ ଅନୁସାରେ ଆଗଲପୁର ବ୍ଲକରୁ ୪ଜଣ, ବଲାଙ୍ଗିର ଗ୍ରାମାଞ୍ଚଳରୁ ୨ଜଣ, ବଲାଙ୍ଗିର ପୌରାଞ୍ଚଳରୁ ୧୧ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ଜଣେ, ବେଲପଡା
Read More...

ନୂତନ ତହସିଲଦାର ଭାବେ ଯୋଗ ଦେଲେ ଯୁଗଲ ବିଶ୍ବାଲ

ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ଦିନ ଦେଓଗାଁ ତହସିଲଦାର ଭାବେ ସୋନପୁର ଜିଳ୍ଲା ରାମପୁର ତହସିଲର ତହସିଲଦାର ଯୁଗଲ ବିଶ୍ବାଲ ଯୋଗ ଦେଇଥିବା ଜଣାପଡ଼ିଛି । ସ୍ଥାୟୀ ତହସିଲଦାର ଭାବେ ଯୁଗଲ ବିଶ୍ବାଲ ଯୋଗ ଦେବା ପରେ ତହସିଲରେ ଅଟକି ଯାଇଥିବା ଅନେକ ଗୁରୁତ୍ବପୂର୍ଣ୍ଣ କାମ ସୂଚାରୁ
Read More...

ସୋସିଆଲ ମିଡିଆର ଭାଇରାଲ ଭିଡିଓ ଦେଖି ସହାୟତାର ହାତ ବଢ଼ାଇଲେ ଦୀପା : ଶୀଘ୍ର ଉଦ୍ଧାର ହେବେ ସୋନପୁରର ପ୍ରବାସୀ ଶ୍ରମିକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଟେମରି ଗ୍ରାମର ସ୍ୱେଚ୍ଛାସେବୀ ସୁଶ୍ରୀ ଦୀପା ବାରିକ ସଦାସର୍ବଦା ଅସହାୟ ଲୋକଙ୍କ ସେବା କରିବା ପାଇଁ ସବୁବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥାନ୍ତି ଏହି କ୍ରମରେ ରବିବାର ସକାଳୁ ସାରା ପଶ୍ଚିମ ଓଡ଼ିଶାରେ ଭାଇରାଲ
Read More...

ଧର୍ମ ପରାୟଣ ମହିଳା ଲକ୍ଷ୍ମୀପ୍ରିୟା ପୂଜାରୀଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ କଛାରପାଲି (କନ୍ଧପାଲି)ର ଧର୍ମପରାୟଣା ମହିଳା ଶ୍ରୀମତୀ ଲକ୍ଷ୍ମୀପ୍ରିୟା ପୁଜାରୀ(୭୨)ଙ୍କ ଶନିବାର ପୂର୍ବହ୍ନ ୧୦ଟା ସମୟରେ ନିଜ ବାସଭବନରେ ଦେହାନ୍ତ ହୋଇଯାଇଛି । ଶ୍ରୀମତୀ ପୂଜାରୀ ଅବସର ପ୍ରାପ୍ତ ଶିକ୍ଷକ ସ୍ବର୍ଗତ ପ୍ରହ୍ଲାଦ ପୂଜାରୀଙ୍କ
Read More...