Daily Archives

ମାଓ ସଂଗଠନକୁ ସାହାଯ୍ୟ କରୁଥିବା ଅଭିଯୋଗରେ ଜଣେ ଗିରଫ, କୋର୍ଟ ଚାଲାଣ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଅଞ୍ଚଳରେ ସକ୍ରିୟ ମାଓ ସଂଗଠନକୁ ସହଯୋଗ କରୁଥିବା ଅଭିଯୋଗରେ ଗୋଛାପଡା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ନାମ ଲାଙ୍ଗୁସା କହଁର (୪୮) ଓ ତାର ଘର ଫିରିଙ୍ଗିଆ ବ୍ଲକ କୋଏରମାଣ୍ଡୁ ପଞ୍ଚାୟତ
Read More...

ରାହାଣିଆ ପଞ୍ଚାୟତର ମୋଗଲପାଟଣା ଗାଁକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା

କଟକ : ମାହାଙ୍ଗା ବ୍ଲକ ଅନ୍ତର୍ଗତ ରାହାଣିଆ ପଞ୍ଚାୟତର ମୋଗଲପାଟଣା ଗାଁରେ ମାତ୍ରାଧିକ କରୋନା ସଂକ୍ରମଣ ହୋଇଥିବାରୁ ସେହି ଗାଁକୁ ଆଜି ଠାରୁ ୧୮ ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ସରପଞ୍ଚ କାର୍ତ୍ତିକ ଜେନା । ମାହାଙ୍ଗାର ବି.ଡି.ଓ, ପୋଲିସ, ଆଶାକର୍ମୀ,
Read More...

ଚଳଚଞ୍ଚଳମୟ ପରିବେଶ ବଡ଼ଦାଣ୍ଡର ରଥଖଳା

ଭୁବନେଶ୍ବର, (କେ.ସତ୍ୟନାରାୟଣ ରେଡ୍ଡୀ) : ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଜୁଲାଇ ମାସ ୧୨ ତାରିଖରେ ପଡୁଛି । ଜୁଲାଇ ମାସର ରଥଯାତ୍ରାର ଆଦ୍ୟ ପର୍ବ ନେତ୍ର ଉତ୍ସବ ଦିନ ଶ୍ରୀ ମନ୍ଦିର ପରିସର ଚଳଚଞ୍ଚଳ ହୋଇ ଉଠିବ । ରଥଯାତ୍ରା ପାଖେଇ ଆସୁଥିବା ବେଳେ ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର
Read More...

ପ୍ରହସନ ସାଜିଛି ସରକାରଙ୍କର ବସୁଧା ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ

ଯାଜପୁର : ଯୋଜନା ଉପରେ ଯୋଜନା, କିନ୍ତୁ ଗୋଟିଏ ବି ଫଳପ୍ରଦ ହେଉନାହିଁ । ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ରାଇଛନ୍ଦା ପଞ୍ଚାୟତରେ ୧କୋଟି ୬୩ଲକ୍ଷ ବ୍ୟୟ ବରାଦରେ ନିର୍ମିତ ବସୁଧା ଗ୍ରାମ୍ୟ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ଦୀର୍ଘ ଦିନ ହେଲା କାର୍ଯ୍ୟକାରୀ ହୋଇପାରୁ
Read More...

ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର

ଟିଟିଲାଗଡ, (ଗୌରବ ଦର୍ଜୀ) : ଗତ ଶୁକ୍ରବାର ଦିନ ଟିଟିଲାଗଡ ରେଳବାଇ ପୁରୁଣା ଟ୍ୟାନେରୀ ନିକଟରେ ଏକ ଶବ ପଡିଥିବା ଲୋକଙ୍କ ନଜରକୁ ଆସିଥିଲା । ଖବର ପାଇ ଟିଟିଲାଗଡ ପୋଲିସ ଉକ୍ତ ସ୍ଥାନକୁ ପହଂଚି ଦେଖିଥିଲା ଯେ, ଉକ୍ତ ଶବଟି ଉଲଗ୍ନ ଅବସ୍ଥାରେ ପଡ଼ିରହିଥିଲା । ଶବଟିକୁ ଉଦ୍ଧାର କରି ଶବ
Read More...

୫୫ ହଜାର କେନ୍ଦୁପତ୍ର ତୋଳାଳିଙ୍କ ପତ୍ର ଖରିଦିର ଟଙ୍କା ବାକି, ବୋନସ, ଚପଲ, ଫଡି ମରାମତି, ପତ୍ର ରଚେଇ ବୁହେଇ ଟଙ୍କା…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର, ପଦ୍ମପୁର ଡିଭିଜନ କମିଟି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସଂଘର ରାଜ୍ୟ ସଂପାଦକ କୋକିଲ ସାହୁଙ୍କ ଅଧ୍ୟକ୍ଷତାରେ ପାଇକମାଲ କେନ୍ଦୁପତ୍ର ଡାକ ବଙ୍ଗଲାରେ ଅନୁଷ୍ଠିତ ହୋଇଯାଇଛି । ଗତ ଏପ୍ରିଲ ୨୩ ତାରିଖରୁ କେନ୍ଦୁପତ୍ର ତୋଳା
Read More...

୨୧୦ ଗ୍ରାମ ସୁନା ଗହଣା ଜବତ କଲା ହିଞ୍ଜିଳି ପୋଲିସ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ଲେଙ୍କାଖଲ୍ଳୀ ଗ୍ରାମରେ ସୁନାଗହଣା ଚୋରି କରିବା ନେଇ ପୁଲିସ ଗିରଫ କରିଛି । ହେଲେ ଗିରଫ ଅଭିଯୁକ୍ତମାନେ ଡେଙ୍ଗାଡି ଗ୍ରାମର ରାଜୀବ ନଗର ଓ କବିସୂର୍ଯ୍ୟନଗର ଶାସନସାହିର ବୋଲି ହିଞ୍ଜିଳି ପୋଲିସ ଥାନା ପକ୍ଷରୁ
Read More...

ନୂଆଦିଲ୍ଲୀରେ ଅନଲକ୍ ପ୍ରକ୍ରିୟାରେ ଆସନ୍ତାକାଲି ସମସ୍ତ ବଜାର, ମଲ୍, ରେଷ୍ଟୁରାଣ୍ଟ ଖୋଲିବା ଆରମ୍ଭ କରିବ

ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ଅନଲକ୍ ପ୍ରକ୍ରିୟାରେ ସୋମବାର ଠାରୁ ସମସ୍ତ ବଜାର, ମଲ୍, ରେଷ୍ଟୁରାଣ୍ଟ ଦିଲ୍ଲୀରେ ଖୋଲିବା ଆରମ୍ଭ କରିବ। ତେବେ ସ୍କୁଲ-କଲେଜ, ସୁଇମିଂ ପୁଲ, ସ୍ପା ସେଣ୍ଟର ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ
Read More...

ପୋଖରୀ ମଧ୍ୟରୁ ମହିଳାଙ୍କ ଶବ ଉଦ୍ଧାର

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଦିନ ବେଲା ଟିଟିଲାଗଡ କୁମୁଡ଼ା ପାହାଡ ନିକଟସ୍ଥ ଦେବବନ୍ଧ ପୋଖରୀରୁ ଏକ ମହିଳାଙ୍କ ଶବ ଉଦ୍ଧାର ହୋଇଛି । ସ୍ଥାନୀୟ କିଛି ଲୋକ ପୋଖରୀକୁ ଯାଇଥିବା ବେଳେ ଶବ ଭାସୁଥିବା ଦେଖି ଟିଟିଲାଗଡ ପୋଲିସ ଷ୍ଟେସନକୁ ଖବର ଦେଇଥିଲେ । ଟିଟିଲାଗଡ ଥାନା ଅଧିକାରୀ ରଞ୍ଜନ
Read More...

ବଲାଙ୍ଗିର ନାଗରିକ କମିଟିର କୃତଜ୍ଞତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସୀତ ତ୍ରିପାଠି ପଶ୍ଚିମ ଓଡିଶା ବିକାଶ ପରିଷଦ ଅଞ୍ଚଳ ପାଇଁ ୨୫କୋଟି ତଥା ବଲାଙ୍ଗିର ଜିଲ୍ଲା ପାଇଁ ୩କୋଟି ଟଙ୍କା କୋଭିଡ୍‌ ପରିଚାଳନା ପାଇଁ ୩୨ଟି ଆଇସିୟୁ ବେଡ୍‌, ୧୦ଟି
Read More...