Daily Archives

ବିଦ୍ୟୁତ୍‌ ବିଲ ନାମରେ ଠକେଇ ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବିଦ୍ୟୁତ ଉପଖଣ୍ଡର ଗାଇସିଲେଟ ବ୍ଲକ ଅଧୀନସ୍ଥ ମିଟର ରିଡର୍ କଟାବାହାଲ ନିବାସୀ ଶେଷଦେବ ମିଶ୍ର ଅଇଁଲାଭଟା ଗ୍ରାମର ଦିନେଶ କୁମାର ଭୋଇଙ୍କ ଘରକୁ ଯାଇ ବିଦ୍ୟୁତ୍ ବିଲ୍ ଦେଇ ୧୦ ହଜାର ଟଙ୍କା ଦାବୀ କରି ମାଗିଥିବା ଅଭିଯୋଗ ହୋଇଛି । ୧୦ ହଜାର ଟଙ୍କା
Read More...

ଶୀତଳ ଷଷ୍ଠୀ ଯାତ୍ରାରେ ଉପଲକ୍ଷେ ବାଲୁକା କଳା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ବ୍ଲକ ଭେଡେନ ଗ୍ରାମର ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ କାର୍ତିକ ନାୟକ ବାଲୁକା କଳା ମାଧ୍ୟମରେ ଶୀତଳଷଷ୍ଠୀ ଯାତ୍ରାର ଭଗବାନ ଶିବ ପାର୍ବତୀ ବିବାହ ଉତ୍ସବ ଉପଲକ୍ଷେ ବାଲୁକା କଳାରେ ପ୍ରଦର୍ଶିତ କରିଛନ୍ତି । ବାଲୁକାଶିଳ୍ପୀ କାର୍ତିକ ନାୟକ
Read More...

ଗଛରେ ଲୁଙ୍ଗି ବାନ୍ଧି‌ ଆତ୍ମହତ୍ୟା କାରଣ ଅସ୍ପଷ୍ଟ : ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନାର କଛାରପାଲି ବନ୍ଧ ନିକଟରେ ଜଣେ ବ୍ୟକ୍ତି ଗଛର ଲୁଙ୍ଗୀ ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ଉକ୍ତ ବ୍ୟକ୍ତି ଜଣକ ଦେଓଗାଁର ଗୋପାଲ ବୁଡ଼େକ ବୋଲି ଗାଁଲୋକେ ଚିହ୍ନଟ କରିଛନ୍ତି । ସେ ନିଜ
Read More...

ବେପାରୁଆ ଟ୍ରାକ୍ଟର ଚାଳନା ହେଲା କାଳ : ଟ୍ରାକ୍ଟର ଦୁର୍ଘଟଣାରେ ନାବାଳକର ମୃତ୍ୟୁ, ସରକାରୀ ସହାୟତା ପରେ ଉଠିଲା ଶବ

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ଦିନ ୧୨ଟା ସମୟରେ ଦେଓଗାଁ ଥାନା ଅଧିନସ୍ଥ ବଗଡ଼ା ଗାଁରେ ଏକ ଟ୍ରାକ୍ଟର ଦୁର୍ଘଟଣାରେ ଜଣେ ନାବାଳକର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହି ଦୁର୍ଘଟଣାର ମୁଖ୍ୟ କାରଣ ଟ୍ରାକ୍ଟର ଜଣେ ନାବାଳକ ଓ ବିନା ଲାଇସନ୍ସରେ ଡ୍ରାଇଭର ଚଲାଉଥିବାରୁ ଏପରି ଘଟଣା
Read More...

ମନ୍ଦିର ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲା ଡେଲାଙ୍ଗ ବ୍ଲକ କୁଆପଦା ଗ୍ରାମ ପ୍ରସିଦ୍ଧ ବାବା ଶ୍ରୀ ଶ୍ରୀ ବଣିବକ୍ରେଶ୍ୱର ଦେବଙ୍କ ମନ୍ଦିର ପରିସରରେ ଆଜି ପବିତ୍ର ମିଥୁନ ରଜ ସଂକ୍ରାନ୍ତି ଓ ଶୀତଳଷଷ୍ଠୀ ତଥା ଶିବ ବିବାହ ଅବସରରେ ଗ୍ରାମବାସୀଙ୍କ ପକ୍ଷରୁ ଶତାଧିକ ନଡିଆ ଗଛ ରୋପଣ
Read More...

ବଲାଙ୍ଗିର ଜିଲ୍ଲାରୁ ଆଜି ୧୮ ଆକ୍ରାନ୍ତ : ଜଣେ ମୃତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜିଲ୍ଲାରୁ ସମୁଦାୟ ୧୮ଜଣ ସଂକ୍ରମିତ ହୋଇଥିବା ବେଳେ ଜଣେ ମୃତ୍ୟୁବରଣ କରିଥିବା ସରକାରୀ ରିପୋର୍ଟରୁ ଜଣାପଡିଛି । ଆଜି ମିଳିଥିବା ସରକାରୀ ରିପୋର୍ଟ ଅନୁସାରେ ଆଗଲପୁର ବ୍ଲକରୁ ୨ଜଣ, ବଲାଙ୍ଗିର ପୌରାଞ୍ଚଳରୁ ଜଣେ, ବଙ୍ଗୋମୁଣ୍ଡା ବ୍ଲକରୁ ଜଣେ, ବେଲପଡା
Read More...

୧୨୦ ଖଣ୍ଡ ଶାଳକାଠ ଜବତ : ଜଣେ ଗିରଫ

ମ.ରାମପୁର, (ହେମନ୍ତ ସାହୁ) : ବେଆଇନ ଭାବେ ଘରେ ଗଚ୍ଛିତ ରଖିଥିବା ଶାଳକାଠ ଜବତ କଲା ବନବିଭାଗ । କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜ ଅନ୍ତର୍ଗତ ବାଲସିଙ୍ଗା ଗାଁର ବୈଷ୍ଣବ ବାହୁକ ନିଜ ଘରେ ଶାଳକାଠ ରଖିଥିବା ବିଶେଷ ସୂତ୍ରରୁ ଖବର ପାଇ ନର୍ଲା ଓ ମ.ରାମପୁର ବନବିଭାଗ କର୍ମଚାରୀ ସହିତ ନର୍ଲା
Read More...

ଭାଇରାଲ ଭିଡିଓକୁ ନେଇ ଯୋଗୀ ଆଦିତ୍ୟନାଥ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଲେ : କହିଲେ, ୟୁପି ଲୋକଙ୍କୁ ବଦନାମ କରିବା…

ଲଖ୍‌ନଉ : ଜଣେ ବୃଦ୍ଧ ମୁସଲମାନ ବ୍ୟକ୍ତିଙ୍କୁ ଆକ୍ରମଣ କରିବା ତଥା ଗାଜିଆବାଦ, ୟୁପିରେ ଧାର୍ମିକ ସ୍ଲୋଗାନ ଦେବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟ୍ୱିଟ୍ କରିବା ପରେ ଭିଡିଓ ଭାଇରାଲ ହୋଇଥିବା ବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାହୁଲଙ୍କ ଉପରେ
Read More...

ଅସରାଏ ବର୍ଷାରେ ଘୋରଡିଆ ଗାଁ ଦାଣ୍ଡ ଜଳାର୍ଣ୍ଣବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲା ଡେଲାଙ୍ଗ ବ୍ଲକର ସର୍ବବୃହତମ ଗ୍ରାମ ଘୋରଡିଆର ମୂଖ୍ୟରାସ୍ତା ଜଳାର୍ଣ୍ଣବ ହୋଇପଡିଛି । ଅସରାଏ ବର୍ଷା ହେଲେ ଗାଁ ଦାଣ୍ଡରେ ଆଁଣ୍ଠୁଏ ଉଚ୍ଚରେ ପାଣି ଲହଡି ମାରେ, ଯାହାଫଳରେ ଅଚଂଳବାସୀ ଯାତାୟତରେ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି
Read More...

ରଜ ସଂକ୍ରାନ୍ତିରେ ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଭଦ୍ରକ : ଭଦ୍ରକ ଟାଉନ ଥାନା ଜାନୁଗଞ୍ଜ ଦୁର୍ଗାମଣ୍ଡପ ସମ୍ମୁଖରେ ଥିବା ଏକ ଭଡାଘରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି ଟାଉନ ଥାନା ପୋଲିସ । ମୃତ ଯୁବତୀ ଜଣଙ୍କ ହେଲେ ତିହିଡି ବ୍ଲକ ସିନ୍ଦୋଳ ଗାଁର ସଙ୍ଗୀତ ପୃଷ୍ଟି । ସୂଚନାଯୋଗ୍ୟ ଯେ, ଏହି ଭଡାଘରେ ୩ ଜଣ ରୁମମେଟଙ୍କ ସହ ଦୀର୍ଘ ଦିନ ରହି
Read More...