Daily Archives

ବଲାଙ୍ଗିରରେ ଶୀତଳଷଷ୍ଠୀ : ଦେବ ଦମ୍ପତ୍ତିଙ୍କ ବାହାଘର ସଂପନ୍ନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶ୍ରୀ ଗୋପେଶ୍ୱର ବାବା ଓ ମାତା ପାର୍ବତୀଙ୍କ ଲୋକାଚାର ବିବାହ ଉତ୍ସବ ବସନ୍ତ ବିଳାସ ସାହିତ୍ୟ ସମିତି ଆନୁକୁଲ୍ୟରେ ସ୍ଥାନୀୟ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ କୋଭିଡ୍ କଟକଣା ଭିତରେ ସୀମିତ ସଦସ୍ୟ ଓ ଦେବଦେବୀଙ୍କ ଲୋକାଚାର
Read More...

ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

ରାଇରଙ୍ଗପୁର : ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ ଥାନା ଅଧିନରେ ଥିବା ଝିପାବନ୍ଧ ଗ୍ରାମରେ । ସୂଚନାନୁସାରେ ଝିପାବନ୍ଧ ଗାଁର ରାଜାରାମ ହେମ୍ବ୍ରମ (୫୦) ନିଜ ଘରେ ବିଦ୍ୟୁତ ମରାମତି କରୁଥିଲେ । ନିଜର
Read More...

ବାଇକ ସହ ସ୍କୁଟି ଧକ୍କା, ୩ ଗୁରୁତର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଚାନ୍ଦାପସି ଛକ ନିକଟରେ ବାଇକ ସହ ସ୍କୁଟି ର ମୁହାଁମୁହ୍ନି ଧକ୍କା ହେବା ଫଳରେ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଖବର ଅନୁଯାୟୀ ଆଜି ଅପରାହ୍ନରେ ୨୦ ନମ୍ବର ଜାତୀୟ ରାଜପଥରେ ଚାନ୍ଦପଶି ଛକ ନିକଟରେ ଏକ ସ୍କୁଟି ଓ ବାଇକ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୪ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୫ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୩୮୮କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ କଟକ, ଝାରସୁଗୁଡା,
Read More...

ଆଜି ବିଶ୍ୱ ପବନ ଦିବସ

ନୂଆଦିଲ୍ଲୀ : ଆଜି ବିଶ୍ୱ ପବନ ଦିବସ । ୨୦୦୭ ଜୁନ୍‌ ୧୫ ତାରିଖ ଦିନ ସାରା ବିଶ୍ୱରେ ପବନ ଦିବସ ପାଳନ ଆରମ୍ଭ ହୋଇଥିଲା । ଜାତିସଂଘର ସଦସ୍ୟ ରାଷ୍ଟ୍ରମାନେ ବିଶ୍ୱ ପବନ ଦିବସ ପାଳନ କରି ଆସୁଛନ୍ତି । ମୁଖ୍ୟତଃ ବିଶ୍ୱ ପବନ ଦିବସରେ ପବନର ଶକ୍ତି, ସାମର୍ଥ୍ୟ ଓ ସମ୍ଭାବନା ସଂପର୍କରେ ସୂଚନା
Read More...

ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ବେଳନୀ ବଲାଙ୍ଗିର ଶାଖା ପକ୍ଷରୁ ଯୁବ ସାମ୍ବାଦିକଙ୍କୁ ସମ୍ମାନିତ

ତୁଷୁରା, (ଅଜିତ କୁମାର ସାହୁ) : ସମାଜସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ତୁଷୁରା ଯୁବ ସାମ୍ବାଦିକ ମନୋଜ କୁମାର ଜୈନଙ୍କୁ ବଲାଙ୍ଗିର ଠାରେ ସମ୍ମାନିତ କରାଯାଇଛି । ପୃଷ୍ଠପୋଷକ ଏବଂ ଉପାଧ୍ୟକ୍ଷ ଜିଲା ରେଡକ୍ରସ ତଥା ସମାଜସେବୀ ବିଷ୍ଣୁ ପ୍ରସାଦ କେଡିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ
Read More...

ଆସନ୍ତା ୧୭ ରୁ ୧୯ ପର୍ଯ୍ୟନ୍ତ ୧୮ ରୁ ୪୪ ବର୍ଷ ପାଇଁ ଟୀକାକରଣ

୨ୟ ପର୍ୟ୍ୟାୟରେ ସୋନପୁର ମୁନିସିପାଲିଟିର ୪ଟି ସ୍ଥାନରେ ବ୍ୟବସ୍ଥିତ ୭ଟି ଟୀକାକରଣ କେନ୍ଦ୍ରରେ ପଂଜିକୃତ ହିତାଧିକାରୀଙ୍କୁ ଟୀକାକରଣ ସୁବର୍ଣ୍ଣପୁର, (ପ୍ରଭୁଦତ୍‌ତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା ୧୭ରୁ ୧୯ ପର୍ଯ୍ୟନ୍ତ ସୋନପୁର
Read More...

ରଜ ପର୍ବ ପାଇଁ ଚଳଚଞ୍ଚଳ କୁଆଁରୀ ଝିଅ : କରୋନା ଆଗରେ ଫିକା ପଡିଛି ରଜ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରଜ ପର୍ବ ଓଡିଶାରେ ଶେଷ୍ଠ ପର୍ବ ଭାବରେ ବେଶ ପରିଚିତ । ନୂଆ ରଙ୍ଗର ଡ୍ରେସ ପିନ୍ଧି, ପାଦରେ ଅଳତା, ହାତରେ ମେହେନ୍ଦୀ ଲଗାଇ ସଜେଇ ହୋଇ ବେଶ ହସ ଖୁସିରେ ଏହି ରଜ ପର୍ବକୁ ସହର ଠାରୁ ଏବେ ଗାଁ ଗାଁରେ ବେଶ ଧୁମ ଧାମରେ ମଧ୍ୟ ପାଳନ କରୁଛନ୍ତି କୁଆଁରୀ ଝିଅ
Read More...

ଯଶୋଦା ଫାଉଣ୍ଡେସନ ପକ୍ଷରୁ ମାକ୍ସ ବଣ୍ଟନ

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : କୋଭିଡ଼-୧୯ ମହାମାରୀ ଦ୍ଵାରା ଆଜି ସମଗ୍ର ବିଶ୍ୱ ଆତଙ୍କିତ । ଏହି ଆତଙ୍କକୁ ପରାହତ କରିବାକୁ ସରକାର ବିଭିନ୍ନ ସମୟରେ ତାଲା ବନ୍ଦ ଘୋଷଣା କରୁଛନ୍ତି । ଏହି ତାଲା ବନ୍ଦ ସମୟରେ ଗରିବ, ଖଟିଖିଆ, କ୍ଷୁଦ୍ର ବ୍ୟବସାୟୀ, ମୁଣ୍ଡ ବୋଝିଆ ବେପାରୀ ପରିବାର
Read More...

କେବେ ସୁଧୁରିବ ସଇଁନ୍ତଲାର ପରିମଳ ବ୍ୟବସ୍ଥା : ନାମକୁ ମାତ୍ର ସ୍ୱଚ୍ଛ ଭାରତ ମିଶନ

ସଇଁନ୍ତଲା, (ଅଜିତ କୁମାର ସାହୁ) : କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଁ ଠାରୁ ସହରକୁ ସ୍ୱଚ୍ଛତା ଆଣିବା ପାଇଁ ପ୍ରତ୍ୟେକ ବର୍ଷ କୋଟି କୋଟି ଟଙ୍କା ବ୍ୟୟ କରି ସ୍ଥାନୀୟ ପ୍ରଶାସନକୁ ଦାୟିତ୍ୱ ଦେଇଛନ୍ତି । ହେଲେ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ପ୍ରତିନିଧିଙ୍କ ଅବହେଳା ଯୋଗୁଁ ଏବେ ସଇଁନ୍ତଲା
Read More...