Daily Archives

ଜୁନ ୨୫ରୁ ଚାଲିବ ଇସ୍ପାତ ଏକ୍ସପ୍ରେସ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ହାଓଡ଼ା-ଟିଟଲାଗଡ ଇସ୍ପାତ ସୁପର ଫାଷ୍ଟ ଏକ୍ସପ୍ରେସ ଆସନ୍ତା ୨୫ ତାରିଖରୁ ଚାଲିବ ବୋଲି ଦକ୍ଷିଣ ପୂର୍ବ ରେଳବାଇ କର୍ତ୍ତୃପକ୍ଷ ପତ୍ର ସଂଖ୍ୟା T-95/51/Spl Train,19-6-21ରେ ସୂଚିତ କରିଛନ୍ତି । ଉକ୍ତ ଦିନ ଇସ୍ପାତ ଏକ୍ସପ୍ରେସ ହାଓଡ଼ାରୁ ସକାଳ ୬:୩୫
Read More...

ଛାତ୍ର କଂଗ୍ରେସ ପକ୍ଷରୁ ରକ୍ତଦାନ ଏବଂ ମାସ୍କ୍ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାହୁଲ ଗାନ୍ଧୀଙ୍କ ଜନ୍ମ ଦିବସ ଅବସରରେ ଆଜି ଜିଲ୍ଲା ଛାତ୍ର କଂଗ୍ରେସ ବଲାଙ୍ଗିର ତରଫରୁ ଛାତ୍ର ନେତା ଅଜିତ ମହାନନ୍ଦଙ୍କ ନେତୃତ୍ୱରେ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମର ବହୁ ଛାତ୍ର ନେତା ଅଂଶଗ୍ରହଣ କରି ରକ୍ତଦାନ କରିଥିଲେ ।
Read More...

ଜୀବନ ବୀମା ଅଭିକର୍ତ୍ତା ସଂଗଠନ ପକ୍ଷରୁ ପରିବେଶ ସୁରକ୍ଷା ଅଭିଯାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜୀବନ ବୀମା ଅଭିକର୍ତ୍ତା ସଂଗଠନ ବଲାଙ୍ଗିର ଶାଖା ଏବଂ ଅଭିନନ୍ଦନ ସ୍ୱଚ୍ଛସେବା ସଂଘ ପକ୍ଷରୁ ମିଳିତ ଭାବେ ପ୍ଲାଷ୍ଟିକ ଓ ପଲିଥିନ ରହିତ ପରିବେଶ ନିର୍ମାଣ ଦିଗରେ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ଉଭୟ ସଂଗଠନ ପକ୍ଷରୁ ସ୍ଥାନୀୟ
Read More...

ମଞ୍ଜୁଲତା ସାଏଙ୍କୁ ସହଯୋଗର ହାତ ବଢାଇଲା ଆର୍ଷବିଦ୍ୟା ସେବା ସନ୍ମିଧି

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୋଭିଡ ମହାମାରୀ କାଳରେ ଅନେକ ପରିବାର ଉଜୁଡି ଯାଇଛି । ପରିବାରର ଉପାର୍ଜନକ୍ଷମ ବ୍ୟକ୍ତିଙ୍କୁ ହରାଇ କେକେ ବେସାହାରା ହୋଇଯାଇଛନ୍ତି । ସେମାନଙ୍କ ଜୀବନ ଦୁର୍ବିସହ ହୋଇପଡିଛି । ଏଭଳି ଦାରୁଣ ପରିସ୍ଥିତର ସମ୍ମୁଖୀନ ହେଲେ ମଧ୍ୟ ଜୀବନ ଯୁଦ୍ଧରେ ହାର
Read More...

ସମିତି ସମ୍ପାଦକ ନିଲମ୍ବିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିିଆ) : ପ୍ରଗତି ସମବାୟ ସମିତିରେ ସଠିକ ସମୟରେ ଧାନ ମଣ୍ଡି ନ ଖୋଲିବା ଓ ମିଲର ଧାନ କିଣିବାକୁ ନ ଆସିବା ଏବଂ ୨୨ ଜଣ ଚାଷୀ ପାଇଥିବା ଟୋକୋନର ଅବଧି ଶେଷ ହୋଇଯିବା ତଥା ସମିତି ସମ୍ପାଦକଙ୍କ ଅସହଯୋଗ ଆଦି ନେଇ ଡେଲାଙ୍ଗ-ପଟ୍ଟନାୟିକିଆ ରାସ୍ତାରେ ଚାଷୀମାନେ
Read More...

ଦେଓଗାଁ ସେବାଶ୍ରମ ଡବ୍ଲୁସିଡି ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲଙ୍କ ପରିଦର୍ଶନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଟିକ୍ରାପଡା ସ୍ଥିତ ଦେଓଗାଁ ଗୁରୁକୁଳ ସପ୍ତର୍ଷି ସେବାଶ୍ରମ ଦୟାନନ୍ଦ ବିହାରକୁ ଆଜି ଡବ୍ଲୁସିଡି ଓ ଓଏସସିପିଏସର ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ ପରିଦର୍ଶନ କରିଥିଲେ । ପ୍ରଥମେ ଆଶ୍ରମର ଅଧିଷ୍ଠତା ପଣ୍ଡିତ ସହଦେବ
Read More...

ଡେଲାଙ୍ଗରେ ଲଙ୍ଗଳ ଓ ଧାନ ବସ୍ତା ରଖି ଚାଷୀଙ୍କ ରାସ୍ତାରୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମିଲ ମାଲିକଙ୍କ ଧାନ କିଣିବାରେ ଅବହେଳା ଏବଂ ଧାନ ମଣ୍ଡିରେ ବ୍ୟାପକ ଅନିୟମିତତା ଓ ଅବ୍ୟବସ୍ଥା ନେଇ ଡେଲାଙ୍ଗ ରାସ୍ତାର ଅମାଳଙ୍ଗ ଛକ ନିକଟରେ ଶତାଧିକ ଚାଷୀମାନେ ପ୍ରାୟ ଚାରି ଘଣ୍ଟା ଧରି ରାସ୍ତା ରୋକ କରିଥିଲେ । ଯାହା ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ
Read More...

ୱାଇସିଡ଼ିଏ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ

ଦେଓଗାଁ, (ମନୀଷ କୁମାର ସାହୁ) : ଶନିବାର ଦିନ ଦେଓଗାଁ କଛାରପାଲି ପ୍ରାଥମିକ ବିଦ୍ୟାଳୟରେ ଅଗ୍ରଣୀ ସ୍ୱେଚ୍ଚାସେବୀ ଅନୁଷ୍ଠାନ ୱାଇସିଡ଼ିଏ ବଲାଙ୍ଗିର ତରଫରୁ ଅସହାୟ ଓ କରୋନା ମହାମାରୀର ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ଦେଓଗାଁ ବ୍ଲକର ବିଭିନ୍ନ ଗାଁର ପ୍ରାୟ ୨୨ଟି ପରିବାରକୁ ଅନୁଷ୍ଠାନ
Read More...

ଦେଓଗାଁ ବ୍ଲକରେ ଆଜି ୪ଜଣ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : ଶନିବାର ଦିନ ଦେଓଗାଁ ବ୍ଲକରେ ୪ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । କୁତୁର୍ଲା ପଞ୍ଚାୟତରେ ୩ଜଣ ଓ ସାଲେପାଲି ପଞ୍ଚାୟତରେ ଜଣେ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟ ଆସିଛି ।
Read More...

ଜିଲ୍ଲା ଯୁବ କୁଲୁତା ସମାଜ ପକ୍ଷରୁ ରକ୍ତଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବର୍ତ୍ତମାନ କରୋନା ତଥା ଟୀକାକରଣ କାରଣରୁ ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖାଦେଇଛି । ଯଦ୍ୱାରା ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁ୍‌ଖୀନ ହେଉଛନ୍ତି । ପାଇକସମରା ଗ୍ରାମର ଯଶୋବନ୍ତି ଭୋଇ ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲ ଡେଲିଭରି
Read More...