Daily Archives

ବଲାଙ୍ଗିରରେ ଗଠିତ ହେଲା ଆନ୍ତର୍ଜାତୀୟ ମାନବାଧିକାର ପରିଷଦ ଜିଲ୍ଲା ବୋର୍ଡ : ବଳରାମ ମିଶ୍ର ହେଲେ ଜିଲ୍ଲା ବୋର୍ଡର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଗଠିତ ହେଲା ଆନ୍ତର୍ଜାତୀୟ ମାନବାଧିକାର ପରିଷଦ ବଲାଙ୍ଗିର ଜିଲ୍ଲା ବୋର୍ଡ । ଆନ୍ତର୍ଜାତୀୟ ମାନବାଧିକାର ପରିଷଦର ବଲାଙ୍ଗିର ଜିଲ୍ଲା ବୋର୍ଡର ସଭାପତି ଭାବେ ରାଜ୍ୟ ବୋର୍ଡ ପକ୍ଷରୁ ସାମ୍ବାଦିକ ବଳରାମ ମିଶ୍ରଙ୍କୁ ସଭାପତି ଭାବେ ଦାୟିତ୍ୱ
Read More...

ବଲାଙ୍ଗିର ଜିଲ୍ଲାରେ ୪୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ୪୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ଆଗଲପୁର ବ୍ଲକରୁ ଜଣେ, ବଲାଙ୍ଗିର ବ୍ଲକରୁ ଜଣେ, ବଲାଙ୍ଗିର ମ୍ୟୁନିସିପାଲିଟିରୁ ଜଣେ, ବଙ୍ଗୋମୁଣ୍ଡା ବ୍ଲକରୁ ୨ ଜଣ, ଦେଓଗାଁ ବ୍ଲକରୁ ୪ ଜଣ, ଖପ୍ରାଖୋଲ
Read More...

ବାଦୀବାହାଲ ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡପ ଅଭିଯୋଗ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ବାଦୀବାହାଲ ପୋଷ୍ଟ ଅଫିସରେ ଜମାକାରୀଙ୍କ ଲକ୍ଷାଧିକ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି । ଶତାଧିକ ଲୋକଙ୍କ କୋଟିଏରୁ ଅଧିକ ଟଙ୍କା ଆତ୍ମସାତ ହୋଇଥିବା ନେଇ ଜଣାପଡିବା ପରେ ଉତ୍ୟକ୍ତ ଲୋକେ ପୋଷ୍ଟ ମାଷ୍ଟର ମାଧବ ଚନ୍ଦ୍ର ବାରିକକୁ ଅଫିସ
Read More...

ମଦ ଦୋକାନ ତାଲା ଭାଙ୍ଗି ୪୮କାର୍ଟୁନ ମଦ ବୋହି ନେଲେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ କଦମ ପଡା ସ୍ଥିତ ୭ନଂ ସରକାରୀ ମଦ ଦୋକାନର ତାଲା ଭାଙ୍ଗି ପ୍ରାୟ ୪୮ କାର୍ଟୁନ ମଦ ବୋହି ନେଇଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ପରେ ତଦନ୍ତ ଜାରି ରଖିଛି । ଗତ କାଲି ମଦ ଦୋକାନରେ ନୂତନ ଗ୍ରିଲ
Read More...

ସାଇପାଲି ଧାନ ମଣ୍ଡିରେ ଟୋକନ ଲେପ୍ସ ହୋଇଥିବା ପ୍ରତିବାଦରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଆସନ୍ତା ୨୧ରେ ସାଇକେଲ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ବିଜେପୁର ସାଇପାଲି ସମବାୟ ସମିତି ବ୍ୟାଙ୍କ୍ ଆଗରେ ଟୋକନ ଲେପ୍ସ ହୋଇଥିବା ଚାଷୀମାନେ ଆସନ୍ତା ତା. ୨୧ରେ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ନେତୃତ୍ୱରେ ସାଇକେଲ ଶୋଭାଯାତ୍ରା କରିବା ପାଇଁ ଜିଲ୍ଲା ମୁଖ୍ୟ ଯୋଗାଣ
Read More...

ଗଛ ପଡ଼ି ଦୁଇ ଘର ନଷ୍ଟ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଜକାବାହାଲି ଗ୍ରାମରେ ଆମ୍ବଗଛ ପଡ଼ି ମଗଶୀର ମାଝୀଙ୍କ ଘର ସଂପୂର୍ଣ୍ଣ ଭାଙ୍ଗିଯାଇଥିବା ବେଳେ କାର୍ତ୍ତିକ ଭୋଇଙ୍କ ଘର ମଧ୍ୟ କ୍ଷତିଗ୍ରସ୍ତ ହେଇଛି । ଏକ ବିଶାଳକାୟ ଆମ୍ବଗଛ ପଡ଼ିଯିବାରୁ ଏଭଳି ଅଭାବନୀୟ ଘଟଣା ଘଟିଥିବା
Read More...

ଚାଷୀଙ୍କ ଚାଷ କାମ ପାଇଁ କ୍ରସ ବନ୍ଧ ନିର୍ମାଣ ନିତାନ୍ତ ଜରୁରୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡର ଅଣଜଳସେଚିତ ଅଞ୍ଚଳଗୁଡିକରେ ଚାଷୀଙ୍କ ଚାଷ କାମ ପାଇଁ କ୍ରସ ବନ୍ଧ ନିର୍ମାଣ ନିତାନ୍ତ ଆବଶ୍ୟକ ରହିଛି । ମୌସମୀ ପ୍ରବାହରେ ବର୍ତମାନ ବର୍ଷା ଋତୁରେ ଚାଷୀମାନେ ଚାଷ କାମ ଆରମ୍ଭ କରିଦେଲେଣି । ବେଳେ ବେଳେ ସ୍ୱଳ୍ପ ବର୍ଷା କାରଣରୁ କେତେକ
Read More...

ବୌଦ୍ଧ ପାଇଁ ଗୌରବ ଆଣିଲେ ଡା. କରୁଣାକର ନନ୍ଦ : ପଦାର୍ଥ ବିଜ୍ଞାନ ଅନୁଷ୍ଠାନର ନୂତନ ନିର୍ଦ୍ଦେଶକ ହେଲେ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଖଟଖଟିଆ ଗାଁର ଯୁବ ବୈଜ୍ଞାନିକ ଡା. କରୁଣାକର ନନ୍ଦ ଭୁବନେଶ୍ୱର ସ୍ଥିତ ଇଷ୍ଟିଚ୍ୟୁଟ ଅଫ ଫିଜିକ୍ସ(ପଦାର୍ଥ ବିଜ୍ଞାନ ଅନୁଷ୍ଠାନ)ର ନୂତନ ନିର୍ଦ୍ଦେଶକ ଭାବେ ଗୁରୁବାର ନିଯୁକ୍ତ ହୋଇଛନ୍ତି । ଏହା ପୂର୍ବରୁ ୨୦୦୫ ମସିହାରୁ ମେଟେରିଆଲ
Read More...

ଆମ୍ବପାଲି ରାସ୍ତାରେ ଜମୁଛି ଆଣ୍ଠୁଏ ପାଣି : ପାଣି ନିସ୍କାସନ ପାଇଁ ଦାବୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଆମ୍ବପାଲି ଗ୍ରାମର ଉପରପଡା ରାସ୍ତା ଚାରି ଛକ ଠାରେ ଡ୍ରେନକୁ ସଫା କରାଯାଉ ନଥିବା ବେଳେ ବର୍ଷା ହେଲେ ରାସ୍ତାରେ ଆଣ୍ଠୁଏ ପାଣି ଜମିରହୁ ଥିବା ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାର
Read More...

ସେବା ପ୍ରଦାନ କରି ରାହୁଲ ଗାନ୍ଧୀଙ୍କ ଜନ୍ମ ଦିନ ପାଳିଲା ବଲାଙ୍ଗିର କଂଗ୍ରେସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତୀୟ ଜାତୀୟ କଂଗ୍ରେସର ଶୀର୍ଷ ନେତୃତ୍ୱ ତଥା ଯୁବନେତା ରାହୁଲ ଗାନ୍ଧୀଙ୍କର ୫୦ତମ ଜନ୍ମ ଦିବସ ବଲାଙ୍ଗିର ଜିଲ୍ଲା କଂଗ୍ରେସ ତରଫରୁ ପାଳିତ ହୋଇଯାଇଛି । କରୋନା ମହାମାରୀ ସମୟରେ ସାଧାରଣ ଲୋକ ତଥା କରୋନା ରୋଗୀ ମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି ।
Read More...