Daily Archives

ନିଆରା ଉଦ୍ୟମ କଲେ ଝିଅ ଟିଏ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ କଟାବାହାଲ ଗ୍ରାମପଞ୍ଚାୟତର ଅଧିନରେ ଥିବା ଗିଦମାଲ ଗ୍ରାମର ସାଗରିକା ସାହୁ, ଝିଅ ଟି ନିଆରା ଉଦ୍ୟମ କରିଛନ୍ତି କୁନି ଝିଅ ମାନଙ୍କ ସାଥେ । ସେଇ କୁନି ଝିଅ ମାନେ ହେଲେ ପିଙ୍କି, ବର୍ଷା, ଅଞ୍ଜଲି
Read More...

ଏସ୍‌ସିଏସ୍ କଲେଜରେ ଏନ୍‌ସିସି ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳନ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଗତକାଲି ଅପରାହ୍ନରେ ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂଶାସିତ ମହାବିଦ୍ୟାଳୟର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନ୍.ସି.ସି) ଛାତ୍ରଛାତ୍ରୀଙ୍କ ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳନ ହୋଇଯାଇଛି । ୱେବ୍‌ନାର ମାଧ୍ୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ
Read More...

ପ୍ରଥମ ପର୍ଯ୍ୟାୟରେ ସୋନପୁର ମୁନିସିପାଲିଟି ୪ଟି ସ୍ଥାନରେ ବ୍ୟବସ୍ଥିତ ୭ଟି ଟୀକାକରଣ କେନ୍ଦ୍ରରେ ପଂଜିକୃତ…

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ତା ୦୮/୦୬/୨୧ ଓ ତା ୦୯/୦୬/୨୧ରେ ସୋନପୁର ମୁନିସିପାଲିଟିର ୪ଗୋଟି ସ୍ଥାନରେ ବ୍ୟବସ୍ଥିତ ୭ଟି ଟୀକାକରଣ କେନ୍ଦ୍ର ଯଥା -ସଂସ୍କୃତି ଭବନ, (୨ଟି କେନ୍ଦ୍ର ), ମଙ୍ଗଳା ବଜାର ନିକଟସ୍ଥ
Read More...

ପାଟଣାଗଡ଼ ସାଂସ୍କୃତିକ ପରିଷଦ ତରଫରୁ ମୌସୁମୀ କବିତା ଆସର

ପାଟଣାଗଡ଼, (ଗୋରେଖନାଥ ବରିହା) : ମୌସୁମୀର ଆଦ୍ୟ ଆଗମନକୁ ସ୍ୱାଗତ ଜଣାଇ ସାଂସ୍କୃତିକ ପରିଷଦ ପାଟଣାଗଡ଼ ତରଫରୁ ଏକ ଭର୍‌ଚୁଆଲ୍‌ କବିତା ଆସର ଆଜି ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଂପାଦକ ଦିଲିପ କୁମାର ମିଶ୍ର ତଥା ସଭ୍ୟ ଆଶିଷ ଚନ୍ଦନଙ୍କ ଆବାହକତ୍ୱରେ ଅନୁଷ୍ଠିତ ଉକ୍ତ କବିତା ପାଠୋତ୍ସବରେ
Read More...

ବରଗଡ଼ ଜିଲ୍ଲାରେ ଆଜି ୨୫୩ ସଂକ୍ରମିତ ସୁସ୍ଥ ହେଲେ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ ଆଜି ସୁଦ୍ଧା ୨୮୫୯୭ ଜଣ କୋଭିଡ-୧୯ରେ ସଂକ୍ରମିତ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି । ସେଥିମଧ୍ୟରୁ ଏ ପର୍ୟ୍ୟନ୍ତ ୨୬୮୨୬ ସୁସ୍ଥ ହୋଇଥିବା ବେଳେ ୨୭୧୯ ଜଣ ଘରେ ଓ ବିଭିନ୍ନ
Read More...

ଦେଓଗାଁ ବ୍ଲକରେ ଆଜି ମାତ୍ର ୨ଜଣ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : ଶନିବାର ଦିନ ଭଳି ଆଜି ମଧ୍ୟ ଦେଓଗାଁ ବ୍ଲକ ୨୬ଟି ପଞ୍ଚାୟତ ମଧ୍ୟରୁ ୨୪ଟି ପଞ୍ଚାୟତରେ ସଂକ୍ରମଣ ଶୂନ୍ୟ ରହିଛି । ଆଜି ବ୍ଲକର ଗୁଡ଼ଖାପଲା ଓ ଦେଷଣ୍ଢ ପଞ୍ଚାୟତରୁ ଜଣେ ଲେଖାଏଁ ଭାବେ ମୋଟ ମାତ୍ର ୨ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ଆଜି ସରକାରୀ ରିପୋର୍ଟ
Read More...

ଯୁବକଙ୍କ ଉଦ୍ୟମ କ୍ରମେ ପାଣି ପାଇଲେ ନାରାୟଣପୁର ବାସିନ୍ଦା

ବଲାଙ୍ଗିର, (ଦେବାଶିଷ ମିଶ୍ର) : କିଛି ଯୁବକଙ୍କ ଉଦ୍ୟମ କ୍ରମେ ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ନାରାୟାଣପରୁ ଗ୍ରାମବାସୀ ନୁତନ ନଳକୁପ ପାଇବା ସହ ଗ୍ରାମର ଜଳକଷ୍ଟ ଲାଘବ ହୋଇପାରିଛି । ନାରାୟଣପୁର ଗ୍ରାମବାସୀ ଜଳକଷ୍ଟ ଭୋଗୁଥିବା ଖବର ପ୍ରକାଶିତ ହୋଇଥିଲା । କିଛି ଯୁବକ ଗାଁକୁ ପହଞ୍ଚି
Read More...

ବଲାଙ୍ଗିର ଠାରେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତର ମହିଳା ଶାଖାର ପ୍ରଥମ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନବ ଗଠିତ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ମହିଳା ଶାଖାର ପ୍ରଥମ ଭର୍ଚ୍ଚୁଏଲ ବୈଠକ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତର ପୂର୍ବ କ୍ଷେତ୍ରର ମହାମନ୍ତ୍ରୀ ରାମଚନ୍ଦ୍ର ସ୍ୱାଇଁ ଏଥିରେ ଯୋଗ ଦେଇ ମହିଳାମାନଙ୍କର ସମାଜ ଗଠନରେ ଭୂମିକା ଓ ଖାଉଟି ମାମଲାରେ
Read More...

ବଲାଙ୍ଗିର ଜିଲ୍ଲାରୁ ଆଜି ୮୯ ଆକ୍ରାନ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜିଲ୍ଲାରୁ ସମୁଦାୟ ୮୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ମିଳିଥିବା ସରକାରୀ ରିପୋର୍ଟ ଅନୁସାରେ ଆଗଲପୁର ବ୍ଲକରୁ ୧୦ଜଣ, ବଲାଙ୍ଗିର ପୌରାଞ୍ଚଳରୁ ୧୩ଜଣ, ବେଲପଡା ବ୍ଲକରୁ ୧୧ଜଣ, ଦେଓଗାଁ ବ୍ଲକରୁ ୨ଜଣ, ଗୁଡଭେଲା ବ୍ଲକରୁ ୩ଜଣ, ଖପ୍ରାଖୋଲ ବ୍ଲକରୁ
Read More...

ଗ୍ରାମପଞ୍ଚାୟତ ସ୍ତରୀୟ ଗାଁ କଲ୍ୟାଣ ସମିତିର ସଚେତନତା କର୍ମଶାଳା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବୁକୁରାମୁଣ୍ଡା ଗ୍ରାମପଞ୍ଚାୟତ ସ୍ତରୀୟ ଗାଁ କଲ୍ୟାଣ ସମିତି କୋଭିଡ-୧୯ ସଚେତନତା କର୍ମଶାଳା ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସଭାଗୃହଠାରେ ଗ୍ରାମପଞ୍ଚାୟତ ସରପଞ୍ଚ ଅଭିମନ୍ୟୁ ବରିହାଙ୍କ ଅଧ୍ୟକ୍ଷତାରେ
Read More...