Daily Archives

ଦିବ୍ୟାଙ୍ଗ ଭାଇଭଉଣୀଙ୍କୁ ସହାୟତାର ହାତ ବଢ଼ାଇଲା ସମୀର ଦିବ୍ୟାଙ୍ଗ ସହାୟତା ଟ୍ରଷ୍ଟ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବରପାଲି ବ୍ଲକ କୁମ୍ଭାରୀ ଗ୍ରାମର ବନ୍ଦପଡାଠାରେ ରହୁଥିବା ଗୌରଚରଣ ସାହୁ ଦୁଇ ଦିବ୍ୟାଙ୍ଗ ପୁଅ ଝିଅ ନେଇ ବହୁତ କଷ୍ଟରେ ଜୀବନ ବିତାଉଛନ୍ତି । ଅଜଣା ରୋଗରେ ଦୁଇ ପୁଅ ଝିଅ ଆକ୍ରାନ୍ତ ହୋଇ ଜୀବନ ସହିତ ସଂଗ୍ରାମ କରୁଛନ୍ତି । ଚିକିତ୍ସା ପାଇଁ ବଡ଼
Read More...

ହରିଣ ଶିକାର କରି ୬ ଗିରଫ : ୨ଟି ହରିଣ ଗୋଡ ସହ ଲାଞ୍ଚ ଜବତ କଲା ବନବିଭାଗ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ଅଧୀନ ମଧ୍ୟପୁର ଗାଁ ନିକଟରେ ସମାକୋଇ ସଂରକ୍ଷିତ ଜଙ୍ଗଲରେ ସଂଧ୍ୟା ସମୟରେ ବିଦ୍ୟୁତ ତାରରେ ଫାସ ଲଗାଇ ହରିଣ ଶିକାର କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲା । ବନ ବିଭାଗ କର୍ମଚାରୀଙ୍କୁ ଦେଖି ଶିକାରୀ
Read More...

ଜଙ୍ଗଲରୁ ନବଜାତ ଶିଶୁ କନ୍ୟା ସନ୍ତାନ ଉଦ୍ଧାର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ଅର୍ନ୍ତଗତ ଗଡବେଗୁନିଆପଡା ଗ୍ରାମ ନିକଟସ୍ଥଥ ଜଙ୍ଗଲରୁ ଏକ ନବଜାତ ଶିଶୁ କନ୍ୟା ସନ୍ତାନକୁ ଗ୍ରାମବାସୀଙ୍କ ଦ୍ଵାରା ଉଦ୍ଧାର କରଯାଇଛି । ଖଵରରୁ ଜଣାପଡ଼ିଛି ଆଜି ସକାଳ ୫ଟାରେ ସତ୍ୟ ରଞ୍ଜନ ପାତ୍ର ଗ୍ରାମ ନିକଟସ୍ଥ ଜଙ୍ଗଲରେ ଏକ
Read More...

ଡାକ୍ତରଖାନାରେ ରୋଗୀଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

ପାଟଣାଗଡ଼, (ଗୋରେଖନାଥ ବରିହା) : ସାରା ରାଜ୍ୟରେ କରୋନା ମହାମାରୀକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ରହୁଥିବା ବେଳେ ରାଜ୍ୟ ସରକାର ପକ୍ଷରୁ ଲକଡାଉନ ଓ ସଟଡାଉନ ଘୋଷଣା କରାଯାଇ ଥିବା ବେଳେ ପ୍ରତେକ ଶନିବାର ଓ ରବିବାର ଦିନ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ସେବା
Read More...

ବିଜୁ ଛାତ୍ର ଜନତା ଦଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଟିଟିଲାଗଡ, (ଗୌରବ ଦର୍ଜୀ) : ବଲାଙ୍ଗିର ଜିଲ୍ଲାରେ ଟିଟିଲାଗଡ ସହର ଏକ ବୃହତ୍ ସହର । ଏଠାରେ ଥିବା ସରକାରୀ ଡାକ୍ତରଖାନା ଉପରେ କେବଳ ଟିଟିଲାଗଡ ସହର କି ବଲାଙ୍ଗିର ଜିଲ୍ଲା ନୁହେଁ ନିକଟବର୍ତ୍ତୀ ପଡୋଶୀ ଜିଲ୍ଲା କଳାହାଣ୍ଡି ଏବଂ ନୂଆପଡ଼ାର ଲୋକ ମଧ୍ୟ ନିର୍ଭର କରନ୍ତି । କିନ୍ତୁ ଏଠାରେ ଗତ
Read More...

୩ଶହ ଲିଟର ଦେଶୀ ରନ୍ଧା ମଦ ଜବତ ସହ ୩ ଗିରଫ

ଯାଜପୁର : ଯାଜପୁର ଜିଲ୍ଲା ଧର୍ମଶାଳା ପୋଲିସ ଆଜି ଚଢ଼ାଉ କରି କାର ସହ ୩ଶହ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି ବୋଲି ଖବର ମଳିଛି । ଗିରଫ ହୋଇଥିବା ୩ ଅଭିଯୁକ୍ତ ମାନେ ହେଲେ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅଞ୍ଚଳର ।
Read More...

କରୋନା ମହାମାରୀ ସଙ୍କଟ ସମୟରେ ଆଦିବାସୀଙ୍କ ସମସ୍ୟା ସମ୍ବନ୍ଧରେ ଭିଡ଼ିଓ କନଫରେନସିଂ ମିଟିଙ୍ଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଦ୍ୱାରା ଭିଡ଼ିଓ କନଫ୍‌ରେନସିଂ ମାଧ୍ୟମରେ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଜ଼ିଲ୍ଲାର ଚଉଦ ଟି ବ୍ଲକର କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ । କରୋନା ମହାମାରୀ ସଙ୍କଟ ସମୟରେ ଆଦିବାସୀ ସମସ୍ୟା ଏବଂ ସମାଧାନ ପାଇଁ
Read More...

ସ୍ୱେଚ୍ଛାସେବୀ ଅଶ୍ୱିନୀ ଦାସଙ୍କ ପ୍ରୟାସରେ ଉଦ୍ଧାର ହେଲେ ଅସହାୟ ବୃଦ୍ଧା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକ ଜୋଖିପାଲି ଗ୍ରାମରେ ଏକ ମାନସିକ ରୂପେ ଭିନ୍ନକ୍ଷମ ମହିଳା ଗତ କିଛିଦିନ ଧରି ରହି ଆସୁଥିଲେ । ସେ ନିଜର ନାଁ ଏବଂ ଠିକଣା ଠିକ ଭାବରେ କହିପାରୁନଥିଲେ ତେଣୁ ତାଙ୍କ ଠିକଣା ପାଇବା ପାଇଁ କଷ୍ଟ ହେଉଥିଲା ।
Read More...

ପଦ୍ମପୁର ଜେଲର ଜଣେ ବିଚାରଧିନ କଏଦୀଙ୍କର କୋଭିଡରେ ମୃତ୍ୟୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତକାଲି ସନ୍ଧ୍ୟାରେ ପଦ୍ମପୁର ସବଜେଲର ଜଣେ ବିଚାରଧିନ କଏଦୀ ଛତରାମ ଧନୱରଙ୍କର କାଲି ପଦ୍ମପୁର କୋଭିଡ କେୟାର ସେଣ୍ଟର ଠାରେ ମୃତ୍ୟୁ ହୋଇଯାଇଛି । ସୂଚନା ଅନୁଯାୟୀ ପାଇକମାଲ ଥାନା ଅନ୍ତର୍ଗତ କାଂସଡା ପଂଚାୟତ ଢେଙ୍କିମୁଣ୍ଡା ଗ୍ରାମର ଛତରାମ ଧନୱର (୫୭
Read More...

କରୋନା ଆକ୍ରାନ୍ତ ହେଲେ ବିଧାୟକ ତାରା ପ୍ରସାଦ ବାହିନୀପତି

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଜୟପୁର ବିଧାୟକ ତଥା କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତେବେ କିଛି ଦିନ ହେବ ସେ ଅସୁସ୍ଥ ଅନୁଭବ କରୁଥିଲେ । ଗତକାଲି ଶ୍ରୀ ବାହିନୀପତିଙ୍କ କରୋନା ଟେଷ୍ଟ କରାଇବା ପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିବା ସୂଚନା
Read More...