ପ୍ରତିକ୍ଷାର ଅନ୍ତ : କାଲିଠୁ ଆରମ୍ଭ ହେବ ୧୮ରୁ ୪୫ ଟୀକାକରଣ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ସୋମବାର ଠାରୁ ବଲାଙ୍ଗିରରେ ୧୮ ରୁ ୪୫ ବୟସ ପର୍ଯ୍ୟନ୍ତ ବ୍ୟକ୍ତିଙ୍କ କରୋନା ପ୍ରତିଷେଧକ ଟୀକାକରଣ ଆରମ୍ଭ ହେବ । ପ୍ରଥମେ ବଲାଙ୍ଗିର ସହରାଞ୍ଚଳରେ ୪ଟି କେନ୍ଦ୍ରରେ ପ୍ରତିଦିନ ୨୦୦୦ ଟୀକାକରଣ ପ୍ରକ୍ରିୟା ଆରମ୍ଭ କରାଯାଇଛି । ରବିବାର ସଂନ୍ଧ୍ୟାରୁ କୋୱିନ ଆପରେ!-->…
Read More...
Read More...