Daily Archives

ବିରାଙ୍ଗନା ରାଣୀ ଦୁର୍ଗାବତୀ ବଳିଦାନ ଦିବସ ଓ ଆତ୍ମ ସୁରକ୍ଷା ତାଲିମ

ନୂଆପଡା, (ସୁରେନ୍ଦ୍ର ପ୍ରସାଦ ତିୱାରି) : ଜିଲ୍ଲା ଆଦିବାସୀ ଗଣ୍ଡୱାନା ସେବା ସଂଘ ଟ୍ରଷ୍ଟ ଆନୁକୂଲ୍ୟରେ ୪୫୮ତମ ବିରଙ୍ଗନା ରାଣୀ ଦୁର୍ଗାବତୀ ବଳିଦାନ ଦିବସ ଓ ମହିଳା, ବାଳିକାଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର ପତୋରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ଆନ୍ତଃ-ରାଜ୍ୟ ଡକାୟତି ଗ୍ୟାଙ୍ଗ ଦଳକୁ ଧରିବାରେ ଛତ୍ରପୁର ପୋଲିସର ସଫଳତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଜାତୀୟ ରାଜପଥ ଠାରୁ ସୀମାନ୍ତ ଆନ୍ଧ୍ରପ୍ରଦେଶ ପର୍ଯ୍ୟନ୍ତ ଚୋରୀ, ଡକାୟତି ଓ ରାହାଜନୀ ଭଳି ଘଟାଇ ଆସୁଥିବା ଏକ ଡକାୟତି ଗ୍ୟାଙ୍ଗଷ୍ଟାରକୁ ଧରିବାରେ ଛତ୍ରପୁର ପୋଲିସକୁ ସଫଳତା ମିଳିଛି । ଜାତୀୟ ରାଜପଥରେ ଅବସ୍ଥାପିତ ବିଭିନ୍ନ ବାଇକ
Read More...

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭିଡିଓ କନଫରେନ୍ସ ମାଧ୍ୟମରେ ଅକ୍ସିଜେନ ପ୍ଲାଣ୍ଟର ଶିଳାନ୍ୟାସ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୬କିଲୋ ଲିଟର ବିଶିଷ୍ଟ ତରଳ ମେଡିକାଲ ଅକ୍ସିଜେନ ସଂରକ୍ଷଣ ଓ ବଣ୍ଟନ ବ୍ୟବସ୍ଥାର ଭିତ୍ତିପ୍ରସ୍ତର ସ୍ଥାପନ ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭିଡିଓ କନଫରେନ୍ସ ମାଧ୍ୟମରେ
Read More...

ଅପହଞ୍ଚ ନେଟୱର୍କ : ୟୁଟ୍ୟୁବ୍ ପାଠପଢା ସାତସପନ

ପାଟଣାଗଡ଼, (ଗୋରେଖନାଥ ବରିହା) : କୋରନା କଟକଣା ଯୋଗୁଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହୁଥିବା ବେଳେ ପିଲାଙ୍କୁ ୟୁଟ୍ୟୁବ ମାଧ୍ୟମରେ ଶିକ୍ଷାଦାନ କରିବା ଜାରି ରଖିଛନ୍ତି ସରକାର । ଖପ୍ରାଖୋଲ ବ୍ଳକର ଉପାନ୍ତ ଅଞ୍ଚଳରେ ନେଟୱର୍କ ସେବା ବ୍ୟବସ୍ଥା ନଥିବାରୁ ଛାତ୍ରଛାତ୍ରୀ ମାନେ ବହୁ ଅସୁବିଧାର
Read More...

କରୋନା ଟୀକାକରଣ ପାଇଁ ସଚେତନତା

ସଇଁନ୍ତଲା, (ଅଜିତ କୁମାର ସାହୁ) : ମହାମାରୀ କରୋନା ସଂକ୍ରମଣକୁ ରୋକିରବା ଏକମାତ୍ର ବିକଳ୍ପ ଟୀକା । ଏହାକୁ ନେଇ ବିଶେଷଜ୍ଞମାନେ ମଧ୍ୟ ମତ ପ୍ରକାଶ ଦେଇଛନ୍ତି । ହେଲେ ଟୀକାକୁ ନେଇ ଅନେକ ଗୁଜବ ଉଠୁଥିବା ବେଳ କିଛି ଲୋକଙ୍କ ମନରେ ଟୀକାକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ଏହାକୁ ଲକ୍ଷ୍ୟ କରି
Read More...

କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ବିୟୋଗରେ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ଶ୍ରଦ୍ଧାଞ୍ଜଳି ସଭା

କଟକ, (ଚକ୍ରବର୍ତ୍ତୀ ଓତା) : କଟକସଦର ବ୍ଲକ୍‌ ଅର୍ନ୍ତଗତ ୪୨ମୌଜା ଝାରକଟା ପଂଚାୟତସ୍ଥ ପଟଣା ଗ୍ରାମର ଆନନ୍ଦ ନୃସିଂହ ସ୍ମୃତି ପୂଜ୍ୟପୂଜା ଭବନରେ ଅଗ୍ରଣୀ ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକରେ ଏକ ସ୍ମୃତିଚାରଣ ସଭା
Read More...

ଲଖନା ଜାମସେଠ ରାସ୍ତା ପ୍ରଶସ୍ତିକରଣ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : କୋମନା ବ୍ଲକ ଅନ୍ତର୍ଗତ ଲଖନା ପଞ୍ଚାୟତ ଏକ ଅବହେଳିତ ଅଞ୍ଚଳ କହିଲେ ଅତ୍ୟୁକ୍ତି ହେବନାହିଁ । ଜିଲ୍ଲାର ଶେଷ ସୀମାରେ ଥିବାରୁ ଏଠାରେ ପ୍ରଶାସନର ନିଘା ପଡେ ନାହିଁ । ବହୁଦିନରୁ ଲଖନା ଠାରୁ ବରଗଡ଼ ଜିଲ୍ଲାର ଜାମସେଠ ୧୫ କିଲୋମିଟର ରାସ୍ତାକୁ ପ୍ରଶାସ୍ତିକରଣ
Read More...

କୋଭିଡ଼ ସଚେତନତା ରଥ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଅମଠି ଗ୍ରାମପଞ୍ଚାୟତ ଠାରେ କୋଭିଡ ସଚେତନତା ରଥକୁ ଝାରବନ୍ଧ ଜନସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଅରୁଣ କୁମାର ଭୋଇ, ସ୍ଵାସ୍ଥ୍ୟକର୍ମୀ ନିରୁପମା ପ୍ରଧାନ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଜେମାବତୀ
Read More...

ବାଦୀମୁଣ୍ଡା ପିଏଚସିକୁ ଅକ୍ସିଜେନ କନସନଟ୍ରେଟର ପ୍ରଦାନ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଅନ୍ତର୍ଗତ ବାଦୀମୁଣ୍ଡା ପିଏଚସିକୁ ଆଜି ଓଡିଶା ରାଇଜିଙ୍ଗ ଫାଉଣ୍ଡେସନ, ଭୁବନେଶ୍ୱର ତରଫରୁ ଅକ୍ସୀଜେନ କନସନଟ୍ରେଟର ପ୍ରଦାନ କରାଯାଇଛି । ଏହି ଅବସରରେ ଓଡିଶା ରାଇଜିଙ୍ଗ ଫାଉଣ୍ଡେସନର ପଶ୍ଚିମ ଓଡିଶା ଆଞ୍ଚଳିକ ପ୍ରୋଗ୍ରାମ ମ୍ୟାନେଜର
Read More...

ମାଟ୍ରିକ ପରୀକ୍ଷାରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଲୋଇସିଂହାର ସଫଳତା

ଲୋଇସିଂହା, (କେପିଏନ୍‌ଏସ୍‌) : ଚଳିତ ବର୍ଷ ମଧ୍ୟ ଶତ ପ୍ରତିଶତ ସଫଳତାର ସହିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଲୋଇସିଂହା ତାର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି । ଚଳିତବର୍ଷ ୨୭ ଜଣ ବିଦ୍ୟାର୍ଥୀଙ୍କ ମଧ୍ୟରୁ ଏ୧ରେ ଇଭାସ୍ମିତା ମିଶ୍ର ୬୦୦-୫୬୦( ୯୩.୩୩%),
Read More...