Daily Archives

ଓଏସଏପି ଅଷ୍ଟମ ବାଟାଲିୟନରେ ରକ୍ତଦାନ ଶିବିର : ୧୦୭ ୟୁନିଟ ରକ୍ତ ସଂଗ୍ରହ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ଉପକଣ୍ଠରେ ରହିଥିବା ଛତ୍ରପୁର ଓ ଏସଏପି ଅଷ୍ଟମ ବାଟାଲିୟନ ପକ୍ଷରୁ ଏକ ରକ୍ତଦାନ ଶିବିର ବାଟାଲିୟନ ପରିସର ନୂତନ ମେଡିକେଲ ଗୃହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ରକ୍ତଦାନ ଶିବିରରେ ୧୦୭ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ପ୍ରାରମ୍ଭରେ
Read More...

ପ୍ରଧାନ ଶିକ୍ଷକ ଯୁବରାଜ ଜାନୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

କଳାହାଣ୍ଡି, (ନରୋତ୍ତମ ସେଲମା) : ନର୍ଲା ବ୍ଲକ୍ ଅନ୍ତର୍ଗତ ପଲମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ ଯୋଗଦାନ କରିଥିବା ଯୁବରାଜ ଜାନୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ବିଦ୍ୟାଳୟର ଶିକ୍ଷକ ବୃଷକେତୁ ଦାସ, ମୀନକେତନ ବେହେରା, ହୃଷିକେଶ ପଟେଲ, ଶିକ୍ଷୟତ୍ରୀ
Read More...

ଦାରିଙ୍ଗବାଡ଼ି ପୋଲିସ୍ ପଞ୍ଝାରେ ଫେରାର ଥିବା ଦୁଇ ନକଲି ମାଓବାଦୀ ଗିରଫ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ପୋଲିସ୍ ପଞ୍ଝାରେ ପୁଣି ଦୁଇଜଣ ଫେକ୍ ମାଓବାଦୀ । ଗତ ୧୦ ତାରିଖରେ ଦାରିଙ୍ଗବାଡ଼ି ଥାନା ମକପାଟା ଓ ଟେପାରୀ ଗାଁରେ ହୋଇଥିଲା ଡକାୟତି । ମାଓବାଦୀ ନାମରେ ଡକାୟତି କରିଥିଲେ
Read More...

ବଲାଙ୍ଗିର ଜିଲ୍ଲାର ପାସ ହାର ୯୪.୮୭% : ଏ୧ରେ ୪୫ ଜଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇଛି । ବଲାଙ୍ଗିର ଜିଲ୍ଲାରେ ପାସ ହାର ରାଜ୍ୟରେ ସବୁଠୁ କମ ୯୪.୮୭% ରହିଥିବା ସରକାରୀ ରିପୋର୍ଟରୁ ଜଣାପଡିଛି । ସେହିପରି ଜିଲ୍ଲାରୁ ୪୫ଜଣ ପରୀକ୍ଷାର୍ଥୀ ଏ୧ ଶ୍ରେଣୀରେ ପାସ ହେବାରେ ସଫଳତା ହାସଲ କରିଛନ୍ତି ।
Read More...

ଆଲୋକୀକରଣ ବ୍ୟବସ୍ଥା ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ, ତହସିଲ କାର୍ୟ୍ୟାଳୟ, ଗୋ‌ଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ସହ ଗୋ‌ଷ୍ଠି ଶିକ୍ଷା କାର୍ଯ୍ୟାଳୟ, ପ୍ରାଣୀଧନ କେନ୍ଦ୍ର ଗୋଟିଏ ପରିସରରେ ଅଛି । ଦେଓଗାଁ ବ୍ଳକ ସମସ୍ତ ଗାଁର ଲୋକ ପ୍ରାୟ ଏହି କାର୍ଯ୍ୟାଳୟ ସହ ଜଡ଼ିତ । ଅନ୍ୟପକ୍ଷରେ ଦେଓଗାଁ ବ୍ଳକର
Read More...

ବଲାଙ୍ଗିର ଜିଲ୍ଲାରୁ ଆଜି ୧୨ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜିଲ୍ଲାରୁ ସମୁଦାୟ ୧୨ଜଣ ସଂକ୍ରମିତ ହୋଇଥିବା ସରକାରୀ ରିପୋର୍ଟରୁ ଜଣାପଡିଛି । ଆଜି ମିଳିଥିବା ସରକାରୀ ରିପୋର୍ଟ ଅନୁସାରେ ବଲାଙ୍ଗିର ସହରାଞ୍ଚଳରୁ ୩ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ଜଣେ, ବେଲପଡା ବ୍ଲକରୁ ଜଣେ, ଗୁଡଭେଲା ବ୍ଲକରୁ ଜଣେ, କଣ୍ଟାବାଞ୍ଜି
Read More...

ଭର୍ଚୁଆଲ ହେଲା ଦେଓଗାଁ ବ୍ଳକ ସ୍ତରୀୟ ପଞ୍ଚାୟତ ସମିତି ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ୧୦ଟା ସମୟରେ ଭର୍ଚୁଆଲ ମିଟିଙ୍ଗ ଜରିଆରେ ଦେଓଗାଁ ପଞ୍ଚାୟତ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ରୀନା ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ପଞ୍ଚମ ଅର୍ଥ କମିଶନ
Read More...

ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଭେଟିଲା କିଶାନ କଂଗ୍ରେସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟ ସରକାର ରବି ଋତୁରେ ଚାଷୀଙ୍କ ଠାରୁ ସବୁ ଧାନ କ୍ରୟ କରିବା ପାଇଁ ପ୍ରତିଶୃତି ଦେଇଥିଲେ ମଧ୍ୟ ଏବେ ସୁଦ୍ଧା ରବି ଧାନକିଣାରେ ବ୍ୟପକ ଅବ୍ୟବସ୍ଥା ଦେଖାଦେଇଛି । ଜିଲ୍ଲା ଯୋଗାଣ ଅଧିକାରୀଙ୍କ ତଥ୍ୟ ଅନୁଯାୟୀ ଜିଲ୍ଲାରେ ୪୪୫୩ଜଣ ଚାଷୀ ପଞ୍ଜିକୃତ କରିଥିବା
Read More...

ପାଇକମାଲ ସରସ୍ଵତୀ ଶିଶୁମନ୍ଦିରରେ ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସରସ୍ଵତୀ ଶିଶୁମନ୍ଦିର ଠାରେ ପରିଚାଳନା ସମିତି ଓ ଗୁରୁଜୀ ଗୁରୁମାମାନଙ୍କ ମିଳିତ ଆନୁକୂଲ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ସଂପାଦକ କୁବେର ରଣା ଅଧ୍ୟକ୍ଷତା କରିଥିଲେ । ବୈଠକରେ ବିଦ୍ୟାଳୟର ଶୈକ୍ଷିକ ଆଲୋଚନା କରାଯାଇଥିଲା ।
Read More...

ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ : ମାଟ୍ରିକରେ ଏ ବର୍ଷ ପାସ୍ ହାର ୯୭.୮୯%

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଲା । ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ରଞ୍ଜନ ଦାସ ପରୀକ୍ଷା ଫଳ ପୁସ୍ତିକାକୁ କଟକ ବୋର୍ଡ ଅଫିସରେ ଉନ୍ମୋଚନ କରିଛନ୍ତି । କରୋନା ଯୋଗୁଁ ପ୍ରଥମ ଥର ପାଇଁ ବିନା ପରୀକ୍ଷାରେ ପ୍ରକାଶ ପାଇଲା
Read More...