Browsing Category
ଦେଶ ବିଦେଶ
ଭେଟେରାନ କଳାକାର ବିକ୍ରମ ଗୋଖଲେଙ୍କ ପରଲୋକ
ପୁଣେ : ହିନ୍ଦୀ ଏବଂ ମରାଠୀ ସିନେମାର ପ୍ରସିଦ୍ଧ ଅଭିନେତା ବିକ୍ରମ ଗୋଖଲେଙ୍କ ଦେହାନ୍ତ ଘଟିଛି । ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ଗତ ୫ ତାରିଖରେ ସ୍ଵାସ୍ଥ୍ୟାବସ୍ଥା ବିଗିଡିବାରୁ ପୁଣେର ପଣ୍ଡିତ ଦୀନାନାଥ!-->…
Read More...
Read More...
ଆଫଗାନିସ୍ତାନରେ ଭୂକମ୍ପ ଅନୁଭୂତ
କାବୁଲ : ଆଫଗାନିସ୍ତାନର ଫାୟାଜବାଦରେ ଆଜି ୪.୫୪ ମିନିଟ୍ରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୪.୨ ରେକର୍ଡ ହୋଇଛି । ସେହିପରି ଆକ୍ଷାଂଶ ୩୬.୪୬ ହୋଇଥିବା ବେଳେ ଦ୍ରାଘିମା ୭୧.୪୨ ରହିଛି । ତେବେ ଏହି ଭୂକମ୍ପ ଫଳରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।
Read More...
Read More...
ଇସ୍ରୋ ଦ୍ୱାରା ଆଜି ଲଞ୍ଚ ହେବ ପିଏସ୍ଏଲ୍ଭି-ସି୫୪ ରକେଟ୍
ଚେନ୍ନାଇ : ଆଜି ଇସ୍ରୋ ଲଞ୍ଚ କରିବ ପିଏସ୍ଏଲ୍ଭି-ସି୫୪ ରକେଟ୍ । ଶ୍ରୀହରିକୋଟାସ୍ଥିତ ସତୀଶ ଧଓ୍ୱନ ସ୍ପେସ ସେଣ୍ଟରରୁ ଲଞ୍ଚ୍ ହେବ । ଓସିଏନସାଟ୍-୩ ଓ ୮ ନାନୋ ସାଟେଲାଇଟ୍ ଏହି ରକେଟରେ ଉତ୍କ୍ଷେପଣ ହେବ । ସାଢେ୧୦ଟାରୁ ଆରମ୍ଭ ହେବ ଉତ୍କ୍ଷେପଣ ପ୍ରକ୍ରିୟା ।
ନାନୋ ସାଟେଲାଇଟ୍ ମଧ୍ୟରୁ!-->!-->!-->…
Read More...
Read More...
ସୀମାରେ ସଂଗ୍ରାମ : ମୁମ୍ବାଇରେ କର୍ଣ୍ଣାଟକ ସିଏମ୍ ବୋମ୍ମାଇଙ୍କ ପୋଷ୍ଟରରେ କଳା ଇଙ୍କ୍
ମୁମ୍ବାଇ : ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ମଧ୍ୟରେ ସୀମା ବିବାଦ ପ୍ରସଙ୍ଗ ଆହୁରି ଗଭୀର ହେବାରେ ଲାଗିଛି । ମହାରାଷ୍ଟ୍ର-କର୍ଣ୍ଣାଟକ ସୀମା ବିବାଦକୁ ନେଇ ଚର୍ଚ୍ଚା ମଧ୍ୟରେ ମୁମ୍ବାଇର ଏକ ବସ୍ ଷ୍ଟାଣ୍ଡରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇଙ୍କ ପୋଷ୍ଟରରେ କଳା ଇଙ୍କ୍ ଲଗାଯାଇଛି!-->…
Read More...
Read More...
ଲଛିତ ବରଫୁକନଙ୍କ ୪ଠଠତମ ଜୟନ୍ତୀର ବର୍ଷବ୍ୟାପୀ ଉଦଯାପନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘ମୋଗଲଙ୍କୁ ପ୍ରତିରୋଧ କରିଥିବା ଆସାମର ବୀର ଲଛିତ ବରଫୁକନ’ ପୁସ୍ତକ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ“ଲଛିତ ବରଫୁକନଙ୍କ ଜୀବନ ଆମକୁ ରାଷ୍ଟ୍ର ପ୍ରଥମ ମନ୍ତ୍ରରେ ଅନୁପ୍ରାଣିତ କରିଛି”“ଲଛିତ ବରଫୁକନଙ୍କ ଜୀବନ ଆମକୁ ଶିକ୍ଷା ଦିଏ ଯେ ପ୍ରିୟାପ୍ରୀତି ଓ ବଂଶବାଦ ପରିବର୍ତ୍ତେ ଦେଶ!-->…
Read More...
Read More...
ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ଜିଏସଟି କ୍ଷତିପୂରଣ ଆକାରରେ ୧୭ ହଜାର କୋଟି ଟଙ୍କା ଯୋଗାଇ ଦେଲେ କେନ୍ଦ୍ର ସରକାର
• ଓଡ଼ିଶାକୁ ମିଳିଲା ୫୨୪ କୋଟି ଟଙ୍କା
ନୂଆଦିଲ୍ଲୀ, (ପିଆଇବି) : ଏପ୍ରିଲରୁ ଜୁନ୍, ୨୦୨୨ ଅବଧି ପାଇଁ ବଳକା ଜିଏସଟି କ୍ଷତିପୂରଣ ଆକାରରେ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶମାନଙ୍କୁ ୧୭ ହଜାର କୋଟି ଟଙ୍କା ଯୋଗାଇ ଦେଇଛନ୍ତି । ଏହି ଅର୍ଥରାଶି ନଭେମ୍ବର ୨୪, ଗୁରୁବାର ଦିନ!-->!-->!-->…
Read More...
Read More...
ନଭେମ୍ବର ୨୬ରେ ସୁପ୍ରିମ୍କୋର୍ଟଠାରେ ଆୟୋଜିତ ସମ୍ବିଧାନ ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ
ଇ-କୋର୍ଟ କାର୍ଯ୍ୟକ୍ରମ ଅଧୀନରେ ଶୁଭାରମ୍ଭ କରିବେ ବିଭିନ୍ନ ନୂତନ ଉପକ୍ରମ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୨୬ ତାରିଖ ଦିନ ପୂର୍ବାହ୍ନ ୧୦ଟାବେଳେ ସୁପ୍ରିମ୍କୋର୍ଟଠାରେ ଆୟୋଜିତ ସମ୍ବିଧାନ ଦିବସ ପାଳନ ସମାରୋହରେ ଯୋଗ ଦେବେ । ୨୦୧୫ ମସିହାଠାରୁ ଏହି!-->!-->!-->…
Read More...
Read More...
ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ର ହିନ୍ଦୀ ରିମେକ୍ ନିର୍ମାଣ କରିବେ ଅନୁପମ ଖେର
• ଭାରତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ କଲେ ଘୋଷଣା• ଆଇଏଫଏଫଆଇ ୫୩ରେ ପ୍ରଦର୍ଶିତ ହେଲା ପିତା-ପୁତ୍ରର ସମ୍ପର୍କକୁ ନେଇ ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର ପ୍ରତୀକ୍ଷା• ଓଡ଼ିଶାବାସୀଙ୍କ ପାଇଁ ଗୌରବର ବିଷୟ : ଅନୁପମ ପଟ୍ଟନାୟକ
ନୂଆଦିଲ୍ଲୀ, (ପିଆଇବି) : ଭାରତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର!-->!-->!-->…
Read More...
Read More...
ତୁର୍କୀରେ ଭୂକମ୍ପର ଝଟ୍କା ଅନୁଭୂତ : ୫୦ ଆହତ
ଆଙ୍କରା : ତୁର୍କୀର ଏକ ସହରରେ ବୁଧବାର ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଆଜି ତୁର୍କୀର ଆଙ୍କରାରୁ ୧୮୬ କିଲୋମିଟର ଦୂର ପଶ୍ଚିମ-ଉତ୍ତର ପଶ୍ଚିମରେ ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୫.୯ ଥିଲା । ଭୂକମ୍ପର ଗଭୀରତା ୧୦!-->…
Read More...
Read More...
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୬ ମୃତ, ୪ ଆହତ
ହାଇଦ୍ରାବାଦ : ଆନ୍ଧ୍ରପ୍ରଦେଶ ଅଲ୍ଲୁରୀ ସୀତାରାମ ରାଜୁ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସେଠାରେ ଶ୍ରଦ୍ଧାଳୁଙ୍କୁ ନେଇ ଆସୁଥିବା ଏକ ମିନି ଟ୍ରକକୁ ଧକ୍କା ଦେଇଛି ଲରି ଟ୍ରକ । ଫଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ଏନେଇ ପୁଲିସ!-->…
Read More...
Read More...