Browsing Category

ଦେଶ ବିଦେଶ

ତୁର୍କୀରେ ଭୂକମ୍ପର ଝଟ୍‌କା ଅନୁଭୂତ : ୫୦ ଆହତ

ଆଙ୍କରା : ତୁର୍କୀର ଏକ ସହରରେ ବୁଧବାର ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଆଜି ତୁର୍କୀର ଆଙ୍କରାରୁ ୧୮୬ କିଲୋମିଟର ଦୂର ପଶ୍ଚିମ-ଉତ୍ତର ପଶ୍ଚିମରେ ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୯ ଥିଲା । ଭୂକମ୍ପର ଗଭୀରତା ୧୦
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୬ ମୃତ, ୪ ଆହତ

ହାଇଦ୍ରାବାଦ : ଆନ୍ଧ୍ରପ୍ରଦେଶ ଅଲ୍ଲୁରୀ ସୀତାରାମ ରାଜୁ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସେଠାରେ ଶ୍ରଦ୍ଧାଳୁଙ୍କୁ ନେଇ ଆସୁଥିବା ଏକ ମିନି ଟ୍ରକକୁ ଧକ୍କା ଦେଇଛି ଲରି ଟ୍ରକ । ଫଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ଏନେଇ ପୁଲିସ
Read More...

ମହାରାଷ୍ଟ୍ରର ନାସିକ୍‌ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ

ନାସିକ୍‌ : ମହରାଷ୍ଟ୍ରର ନାସିକ୍‌ ଜିଲ୍ଲାରେ ବୁଧବାର ସକାଳୁ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂ-କମ୍ପର ତୀବ୍ରତା ୩.୬ ରହିଥିବା ବେଳେ ଭୂମିକମ୍ପର କେନ୍ଦ୍ରସ୍ଥଳୀ ନାସିକ୍‌ ଠାରୁ ପଶ୍ଚିମ ଦିଗକୁ ପାଖାପାଖି ୮୯ କିଲୋମିଟର ପର୍ଯ୍ୟନ୍ତ ରହିଥିବା କୁହାଯାଉଛି । ଏହାର
Read More...

ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀ ନୂତନ ନିଯୁକ୍ତଙ୍କୁ ବାଣ୍ଟିଲେ ପ୍ରାୟ ୭୧୦୦୦ ନିଯୁକ୍ତିପତ୍ର

• ନବନିଯୁକ୍ତଙ୍କୁ କର୍ମକ୍ଷେତ୍ରରେ ନିଜକୁ ଖାପ ଖୁଆଇବା ନିମନ୍ତେ ଅନଲାଇନ ପାଠ୍ୟକ୍ରମ କର୍ମଯୋଗୀ ପ୍ରାରମ୍ଭ ମୋଡୁଲ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ• “ଜାତୀୟ ବିକାଶରେ ଉତ୍‌ପ୍ରେରକ ସାଜିବା ପାଇଁ ରୋଜଗାର ମେଳା ଜରିଆରେ ଯୁବଗୋଷ୍ଠୀଙ୍କୁ ସଶକ୍ତ କରିବା ଆମର ଲକ୍ଷ୍ୟ”• “ସରକାରୀ ଚାକିରି ଦେବା
Read More...

ସିଆଇଟିଇଏସ୍ ସିଓପି -୧୯ : ଭାରତର ହସ୍ତତନ୍ତ ରପ୍ତାନିକାରୀଙ୍କୁ ବଡ଼ ଆଶ୍ୱସ୍ତି

ମୁଖ୍ୟାଂଶ:• ଡଲବର୍ଜିଆ ସିସୁ (ଶିଶମ) ଭିତ୍ତିକ ଉତ୍ପାଦ ରପ୍ତାନି ପାଇଁ ନିୟମ କୋହଳ, ରପ୍ତାନିକୁ ମିଳିବ ପ୍ରୋତ୍ସାହନ• ଭାରତର ଆଗ୍ରହକ୍ରମେ ରପ୍ତାନି ପାଇଁ ନିୟମ ସହଜ ହୋଇଛି ନୂଆଦିଲ୍ଲୀ, (ପିଆଇବି) : କଭେନ୍‌ନସନ ଅନ୍ ଇଣ୍ଟରନାସନାଲ୍ ଟ୍ରେଡ୍ ଇନ୍ ଏନଡେଞ୍ଜର୍ଡ ସ୍ପେସିସ୍ ଅଫ୍ ୱାଇଲ୍
Read More...

ପିଏମ୍ କିସାନ, ଡିବିଟି ଯୋଜନାର ଏକ ଉଲ୍ଲେଖନୀୟ ସଫଳତା

ନୂଆଦିଲ୍ଲୀ, (ପିଆଇବି) : ପିଏମ୍ କିସାନ ଯୋଜନା ହେଉଛି ଏକ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ଯାହାକି ଜମି ଥିବା ଚାଷୀମାନଙ୍କର ଆର୍ଥିକ ଆବଶ୍ୟକତାକୁ ପୂରଣ କରିଥାଏ। ଚାଷୀ ପରିବାରଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ମାଧ୍ୟମରେ ବର୍ଷକୁ ୬୦୦୦ ଟଙ୍କାର ଆର୍ଥିକ ସହାୟତା
Read More...

ଇଣ୍ଡୋନେସିଆରେ ଭୂମିକମ୍ପ ଅନୁଭୂତ

ନୂଆଦିଲ୍ଲୀ : ଇଣ୍ଡୋନେସିଆରେ ଜାଭା ଦ୍ୱୀପପୁଞ୍ଜରେ ହୋଇଥିବା ଭୂମିକମ୍ପରେ ପ୍ରାୟ ୨୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅତି କମରେ ୩୦୦ ଜଣ ଆହତ ହୋଇଥିବା ଖବର ନ୍ୟୁଜ୍‌ ଏଜେନ୍ସି ଏଏଫ୍‌ପି ପକ୍ଷରୁ ଜଣାପଡ଼ିଛି । ଏହି ଭୂମିକମ୍ପର ତୀବ୍ରତା ୫.୬ ମ୍ୟାଗ୍ନିଚ୍ୟୁଡ ଥିବାର ଜଣାପଡ଼ିଛି । ଭୂମିକମ୍ପରେ ଘର
Read More...

ଆଇଏଫ୍‌ଏଫ୍‌ ଆୱାର୍ଡରେ ସମ୍ମାନିତ ହେଲେ ସୁପରଷ୍ଟାର ଚିରଞ୍ଜୀବୀ

ନୂଆଦିଲ୍ଲୀ : ୫୩ତମ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ସମୟରେ ସୁପରଷ୍ଟାର ଚିରଞ୍ଜୀବୀଙ୍କୁ ଇଣ୍ଡିଆନ ଫିଲ୍ମ ପର୍ସନାଲିଟି ଅଫ୍ ଦି ଇୟର ଆୱାର୍ଡ ୨୦୨୨ରେ ସମ୍ମାନିତ କରାଯାଇଛି । କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଟ୍ୱିଟରରେ
Read More...

ଗ୍ରୀସ୍‌ର କ୍ରୀଟେ ଦ୍ୱୀପରେ ଭୂକମ୍ପ ଝଟ୍‌କା ଅନୁଭୂତ

ନୂଆଦିଲ୍ଲୀ : ଭୂକମ୍ପରେ ଥରିଲା ଗ୍ରୀସ୍‌ର କ୍ରୀଟେ ଦ୍ୱୀପ । ସୋମବାର ସକାଳେ ଏହି ଭୂମିକମ୍ପ ହୋଇଥିବା ସୂଚନା । ରିଟର ସ୍କେଲରେ ଏହାର ତୀବ୍ରତା ୫.୫ ମପାଯାଇଛି । ତେବେ ଏହି ଭୂକମ୍ପ ଆସିବା ଦ୍ବାରା ସମୁଦ୍ର ଅଶାନ୍ତ ହୋଇପାରେ । ଫଳରେ ସୁନାମୀ ଆସିପାରେ ବୋଲି ଆଶଙ୍କା କରୁଛନ୍ତି ପାଣିପାଗ
Read More...

ଉତ୍ତରପ୍ରଦେଶର ବାରଣାସୀ ଠାରେ ‘କାଶୀ ତାମିଲ ସଙ୍ଗମମ୍‌’ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

• “ସମଗ୍ର ଭାରତକୁ ଆଲିଙ୍ଗନ କରି କାଶୀ ଭାରତର ସାଂସ୍କୃତିକ ରାଜଧାନୀ ହୋଇଥିବା ବେଳେ ତାମିଲନାଡୁ ଏବଂ ତାମିଲ ସଂସ୍କୃତି ହେଉଛି ଭାରତର ପ୍ରାଚୀନତା ଏବଂ ଗୌରବର କେନ୍ଦ୍ର”• “କାଶୀ ଏବଂ ତାମିଲନାଡୁ ଆମର ସଂସ୍କୃତି ଏବଂ ସଭ୍ୟତାର କାଳଜୟୀ କେନ୍ଦ୍ର”• “ଅମୃତ କାଳରେ ଆମର ସଂକଳ୍ପ ସମଗ୍ର ଦେଶର
Read More...