Daily Archives

ସାଂସ୍କୃତିକ ପରିଷଦ ତରଫରୁ ରଜ ମହୋତ୍ସବ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ସାଂସ୍କୃତିକ ପରିଷଦ ପାଟଣାଗଡ଼ ତରଫରୁ ଏକ ଭର୍ଚୁଆଲ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଆସରରେ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ସଭାପତି ଡ. ହୃଷିକେଶ ମଲ୍ଲିକ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇ ରଜ ମହୋତ୍ସବ ଏବଂ ଓଡ଼ିଆ ସାହିତ୍ୟର ବିଭିନ୍ନ ଦିଗ
Read More...

ଗୁଡ଼୍‌ ନିଉଜ୍‌ ହେଲ୍‌ଥ୍‌ କେୟାର୍‌ ସର୍ଭିସେସ୍‌ ପକ୍ଷରୁ ଅକ୍ସିଜେନ୍‌ ବ୍ୟାଙ୍କ ସ୍ଥାପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗୁଡ଼୍‌ ନିଉଜ୍‌ ଓ ଏଫ୍‌ଏଚ୍‌ଡ଼ି ଇଣ୍ଡିଆ ପକ୍ଷରୁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନିକଟରେ ଦାସ କମ୍‌ପ୍ଲେକ୍ସରେ ଏକ ଅକ୍ସିଜେନ୍‌ ବ୍ୟାଙ୍କ ଉଦ୍‌ଘାଟିତ ହୋଇଯାଇଛି । ବଲାଙ୍ଗିର ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନ ଦୀପ ଓ ବଲାଙ୍ଗିର ସିଭିଲ୍‌
Read More...

ମୟୂର ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ଗ୍ରମବାସୀ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଘଣ୍ଟାପଡା ପଞ୍ଚାୟତ ପୋଡାପଦର ଗ୍ରାମର କିଛି ବ୍ୟକ୍ତି ବିଲରୁ ଏକ ମୟୂର ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କରି ମାନବିକତାର ପରିଚୟ ଦେଇଛନ୍ତି । ସୂଚନା ପ୍ରକାରେ ବୁଧବାର ସକାଳୁ ଉମା ଚୌହାନ ନାମକ କଣେ ମହିଳା ଟୋଲ ସଂଗ୍ରହ ପାଇଁ ବିଳକୁ ଯାଇଥିବା
Read More...

ବିଦ୍ୟୁତ ତାର ଛିଣ୍ଡି ମହିଳା ମୃତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ସଦର ଥାନା ପଦ୍ମନପୁର ଗ୍ରାମ ପଂଚାୟତ ବଡଖାଲିଗାଁ ଗ୍ରାମର ନୀଳାଦ୍ରି ରଣାଙ୍କ ସ୍ତ୍ରୀ ତରଙ୍ଗିନୀ ରଣା (୫୫) ଗାଁ ପୋଖରୀକୁ ଶୌଚ ପାଇଁ ଯାଉଥିବା ବେଳେ ଦିନ ୧୨ ଘଣ୍ଟା ସମୟରେ ଗାଁ ମୁଣ୍ଡ ପନ୍ଥାଇ ଠାରେ ୧୧ କେଭି ବିଦ୍ୟୁତ ତାର ଛିଣ୍ଡି ପଡିବାରୁ
Read More...

ବଙ୍ଗୋମୁଣ୍ଡା ଜୋନର ଜିଲ୍ଲା ପରିଷଦ ସଦସ୍ୟଙ୍କ ପିତୃ ବିୟୋଗ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକର କୁଣ୍ଡାବୁଟୁଲା ଗ୍ରାମର ନିବାସୀ ତଥା ବଙ୍ଗୋମୁଣ୍ଡା ଜୋନର ଜିଲ୍ଲା ପରିଷଦ ସଦସ୍ୟ ଉଦ୍ଧବ ବେହେରାଙ୍କ ପିତୃଙ୍କ ବିୟୋଗ ହୋଇଯାଇଛି । ତାଙ୍କର ପିତା ଲୋକନାଥ ବେହେରା(୭୩) ଗତକାଲି ରାତ୍ର ପ୍ରାୟ ୮ ଘଟିକାରେ ତାଙ୍କର
Read More...

ସିନ୍ଧେକେଲା ଅଂଚଳ ପରିଦର୍ଶନ କଲେ କଣ୍ଟାବାଞ୍ଜି ବିଧାୟକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ବଙ୍ଗୋମୁଣ୍ଡା ବ୍ଲକର ସିନ୍ଧେକେଲା ଜୋନକୁ ପରିଦର୍ଶନ କରିଛନ୍ତି । ଭୂଷଲାଡ ଗ୍ରାମରେ ବିଧାୟକ ନିଜସ୍ୱ ପାଣ୍ଠିରୁ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା କରିଥିଲେ । ଏହି
Read More...

ଦେଓଗାଁ ବ୍ଲକରେ ଆଜି ମାତ୍ର ଜଣେ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ଦେଓଗାଁ ବ୍ଲକରେ ମାତ୍ର ଜଣେ କରୋନା ଚିହ୍ନଟ ହୋଇଛନ୍ତି । ସେ ଜଣକ ଉଡାର ପଞ୍ଚାୟତର ବୋଲି ସରକାରୀ ରିପୋର୍ଟରେ ଆସିଛି ।
Read More...

ଯୋଗ୍ୟ ହିତାଧିକାରୀ ଭତ୍ତା ପାଇବାରେ ବଞ୍ଚିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାର ଅସହାୟ ଗରିବ ପରିତ୍ୟକ୍ତ ଅବିବାହିତ ବ୍ୟକ୍ତି ମାନଙ୍କୁ ସାମାଜିକ ସୁରକ୍ଷା ଦେବା ପାଇଁ ବିଭିନ୍ନ ଯୋଜନା ମାନ ପ୍ରଣୟନ କରିଛନ୍ତି । ହେଲେ ପ୍ରଶାସନର ଅବହେଳା ଯୋଗୁଁ ପ୍ରକୃତ ହିତାଧିକାରୀ ସେଥିରେ ସାମିଲ ହୋଇ ପାରୁନାହନ୍ତି । ପଦ୍ମପୁର ବ୍ଳକ
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସହ ଆଲୋଚନା କଲେ ନରସିଂହ : ଭିତ୍ତିଭୂମି ସହ ଶିକ୍ଷାର ମାନ ବଢାଇବା ଉପରେ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ନେଇ ଆଜି ଅପରାହ୍ନରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଏବଂ ବିଶ୍ୱ ବିଦ୍ୟାଳୟ କୁଳପତି ପ୍ରଫେସର ଉମାବଲ୍ଲବ ମହାପାତ୍ରଙ୍କ ମଧ୍ୟରେ ଆଲୋଚନା ହୋଇଯାଇଅଛି । ବଲାଙ୍ଗିରର ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ
Read More...

ଯୁବ ଗୋଷ୍ଠୀଙ୍କ ଦ୍ଵାରା ଗାଁ ପରିବେଶ ସଫେଇ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲା ପଞ୍ଚାୟତ ଅଧିନସ୍ଥ ସିଆଲବାହାଲି ଗାଁର ଯୁବକମାନେ ରାସ୍ତା ଏବଂ ଛୋଟ ବ୍ରିଜକୁ ସଫା କରିଥିଲେ । ଶ୍ରୀ ଜଗନ୍ନାଥ ସଂଘର କର୍ମକର୍ତ୍ତାମାନେ ଗାଁର ସଫେଇ ଏବଂ ଉନ୍ନତି ପାଇଁ ଲାଗି ପଡିଛନ୍ତି । ସଭାପତି ବଡ ମେହେର ଓ ଉପ-ସଭାପତି ପଦ୍ମଲୋଚନ
Read More...