Daily Archives

ବଲାଙ୍ଗିର ଜିଲ୍ଲାରୁ ଆଜି ୧୮ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜିଲ୍ଲାରୁ ସମୁଦାୟ ୧୮ ଜଣ କରୋନା ସଂକ୍ରମିତ ହୋଇଥିବା ସରକାରୀ ରିପୋର୍ଟରୁ ଜଣାପଡିଛି । ଆଜି ମିଳିଥିବା ସରକାରୀ ରିପୋର୍ଟ ଅନୁସାରେ ଆଗଲପୁର ବ୍ଲକରୁ ୨ ଜଣ, ବଲାଙ୍ଗିର ପୌରାଞ୍ଚଳରୁ ଜଣେ, ବଙ୍ଗୋମୁଣ୍ଡା ବ୍ଲକରୁ ଜଣେ, ବେଲପଡା ବ୍ଲକରୁ ୫ ଜଣ, ଦେଓଗାଁ
Read More...

ରକ୍ତଦାନ କଲେ ସ୍ୱଚ୍ଛାସେବୀ ଯୁବକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତକାଲି ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ କରିମୁଣ୍ଡା ଗ୍ରାମର ସିନ୍ଧୁସୁତା ଭୋଇ ବଲାଙ୍ଗିରର ଏକ ଘରୋଇ ନସିଂହୋମରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ତାଙ୍କ ଦେହରେ ରକ୍ତର ପରିମାଣ ମାତ୍ର ୪.୨ ଥିଲା । ତାଙ୍କ ସମ୍ପର୍କୀୟମାନେ ବ୍ଲଡ ବ୍ୟାଙ୍କରେ ଯୋଗାଯୋଗ
Read More...

ଉତ୍ତରପ୍ରଦେଶର ବିଭାଜନ ଅପେକ୍ଷା କୋସଲ ରାଜ୍ୟ ଗଠନ ବେଶି ଜରୁରୀ, ପ୍ରଧାନମନ୍ତ୍ରୀଙ୍କୁ କୋସଲ ରାଜ୍ୟ ସମନ୍ୱୟ ସମିତିର…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜନୈତିକ ଦୃଷ୍ଟିକୋଣରୁ ଉତ୍ତରପ୍ରଦେଶକୁ ବିଭାଜିନ କରି ୩ଟି ଅଲଗା ରାଜ୍ୟ ଗଠନ କରାଯାଇପାରେ ବୋଲି ଆକଳନ କରାଯାଉଛି । ଏହି ଘଟଣାବଳୀ ଉପରେ ସ୍ୱତନ୍ତ୍ର କୋସଲ ରାଜ୍ୟ ଆନ୍ଦୋଳନକୁ ନେତୃତ୍ୱ ଦେଇ ଆସୁଥିବା କୋସଲ ରାଜ୍ୟ ସମନ୍ୱୟ ସମିତି ସତର୍କ ଦୃଷ୍ଟି ରଖିଛି ।
Read More...

୨୨କେଜି ଗଞ୍ଜେଇ ଜବତ ଜଣେ ଗିରଫ

ରାୟଗଡା : ରାୟଗଡା ଜିଲ୍ଲା ମୁନିଗୁଡା ପୋଲିସକୁ ମିଳିଛି ପୁଣି ଏକ ସଫଳତା । ବିଶେଷ ସୂତ୍ରରୁ ଖବର ପାଇ ମୁନିଗୁଡା ଏସଡ଼ିପିଓ ଆକାଶ ଚନ୍ଦ୍ର ସାହୁଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ ହୁକୁମତୋଳା ଭୈରବ ମନ୍ଦିର ନିକଟରୁ ଏକ ବାଇକ ଓଆର ୦୫ ଏୟୁ ୪୫୯୦ ସହ ୨୨ କେଜି ଗଞ୍ଜେଇ ଜବତ କରିଥିବା ସହ ଜଣକୁ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୪ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୫୩୫ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୪୩୨କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୫ଜଣ ରହିଥିବା
Read More...

ଧର୍ମ ପରାୟଣା ମହିଳା ଯଶୋବନ୍ତୀ ରାଓଙ୍କ ପରଲୋକ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ମାଳପଡା ଗ୍ରାମର ସାମ୍ବାଦିକ ପୂର୍ଣ୍ଣ ଶଶି ଶେଖର ରାଓଙ୍କ ବଡ଼ ମାଆ ଓ ପଣ୍ଡିତ ଭୁବନେଶ୍ଵର ରାଓଙ୍କ ସ୍ତ୍ରୀ ଯଶୋବନ୍ତୀ ରାଓଙ୍କ(୬୪) ବୟସରେ ତାଙ୍କର ମାଳପଡା ସ୍ଥିତ ବାସ ଭବନରେ ଆଜି ପରଲୋକ ହୋଇଯାଇଛି । ସ୍ଵର୍ଗତ ଶ୍ରୀମତୀ
Read More...

ପୁଣି ଧରାପଡ଼ିଲେ କାଠମାଫିଆ, ୯୫ଖଣ୍ଡ ଶାଳକାଠ ବୋଝେଇ ପିକଅପ୍ ଭ୍ୟାନ ଜବତ : ତିନି ଗିରଫ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ରେଂଜ ଅଧୀନ ଅଂଚଳରେ ଗତ କିଛିଦିନ ହେଲା ବନବିଭାଗ ସକ୍ରିୟ ହୋଇ କାଠମାଫିଆଙ୍କୁ ଗିରଫ କରିବାରେ ସଫଳ ହେଉଛି । ଆଜି ପୁଣିଥରେ ଶାଳକାଠ ବୋଝେଇ ପିକଅପ୍‌ ଜବତ ହେବା ସହିତ ତିନିଜଣ କାଠମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି
Read More...

ପାଣି ସମସ୍ୟାକୁ ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ମହିଳାମାନେ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ଉପଖଣ୍ଡରେ ପାଣି ସମସ୍ୟା ଏକ ଉତ୍କଟ ସମସ୍ୟା ପାଲଟିଛି । ସହର ଅଞ୍ଚଳରେ ହେଉଥିବା ପାଣିର ସମସ୍ୟାକୁ ପ୍ରଶାସନ ସମାଧାନ କରିପାରୁନଥିବା ବେଳେ ଗ୍ରାମାଞ୍ଚଳରେ ମଧ୍ୟ ସମସ୍ୟାର ସମାଧାନ ହୋଇପାରୁ ନାହିଁ । ସହର ସମେତ ଗ୍ରାମାଞ୍ଚଳରେ ମଧ୍ୟ ପାଣି ସମସ୍ୟାକୁ
Read More...

ଲକଡାଉନ୍‌ କୋହଳ ହୋଇଛି, କରୋନା ନୁହେଁ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୋଭିଡ୍ ମହାମାରୀ ପରିପ୍ରେକ୍ଷୀରେ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ଆଂଶିକ ଭାବରେ ଲକଡାଉନ୍ କୋହଳ କରାଯାଇଛି । ତେବେ କରୋନା ବିପଦ ଏବେବି ସମ୍ପୁର୍ଣ୍ଣ ଭାବରେ ଟଳି ନାହିଁ । କୋଭିଡ୍ ନିର୍ଦ୍ଦେଶାବଳୀ ପାଳନ ସହ ସାମାଜିକ ଦୂରତା ବଜାୟ ରଖନ୍ତୁ । ମାସ୍କ ସଠିକ୍
Read More...

ବିପୁଳ ପରିମାଣରେ ଗ୍ରୋସରୀ ଦୋକାନରୁ ବିଦେଶୀ ମଦ ଜବତ

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେଡ୍ଡୀ) : ହ୍ମପୁର ସଦରଥାନା ଅନ୍ତର୍ଗତ ପଦରବାଲିର କାଳୁଆ ଛକ ନିକଟରେ ଥିବା ଗ୍ରୋସେରୀ ଦୋକାନରୁ ବିପୁଳ ପରିମାଣରେ ବିଦେଶୀ ମଦ ଜବତ ହୋଇଥିବା ଖବର ମଳିଛି । ତେବେ ୧୫ ପ୍ରକାରର ୧୧୨ ଲିଟର ବିଦେଶୀ ମଦ ଜବତ ହୋଇଛି ।
Read More...