Daily Archives

ଆଇଏଏସ୍‌ ସ୍ତରରେ ବଡଧରଣର ଅଦଳବଦଳ : ଆଇଏଏସ୍‌ ମହାଜନ ମନୋଜ ସତ୍ୟବାନ ହେଲେ ଟିଟିଲାଗଡର ନୂତନ ଉପଜିଲ୍ଲାପାଳ

ଟିଟିଲାଗଡ, (ଗୌରବ ଦର୍ଜୀ) : ରାଜ୍ୟରେ ଆଇଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳ ବଦଳ ହୋଇଛି । ଏନେଇ ଗୃହ ବିଭାଗ ବିଜ୍ଞପ୍ତି ଜାରି କରିଛି । ବରିଷ୍ଠ ଆଇଏସ୍‌ ଅଧିକାରୀ ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ରାଜ୍ୟ ସରକାର ଦାୟିତ୍ୱ
Read More...

ବରଗଡ ଜିଲ୍ଲାରେ ନୂତନ ଜିଲ୍ଲାପାଳ ମୋନିଷା ବାନାର୍ଜୀଙ୍କ ଯୋଗଦାନ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାରେ ନୂତନ ଜିଲ୍ଲାପାଳ ମୋନିଷା ବାନାର୍ଜୀଙ୍କ ଯୋଗଦାନ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ବରଗଡ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ବଦଳି ହୋଇଛି । ଶ୍ରୀ ପ୍ରଧାନ ସ୍ଥାନରେ ମୋନିଷା ବାନାର୍ଜୀ ନୁତନ ଜିଲ୍ଲାପାଳ ଭାବରେ ନିଯୁକ୍ତି
Read More...

ମଦଭାଟି ବନ୍ଦ ଦାବୀରେ ଥାନା ଘେରିଲେ ଗ୍ରାମବାସୀ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ପୁଇଁନ୍ତଲା ଥାନା ଅନ୍ତର୍ଗତ ଗଇଁନ୍ତଲା ଗ୍ରାମରେ ଥିବା ମଦଭାଟି ବନ୍ଦ ଦାବୀରେ ଗଇଁନ୍ତଲା ଗ୍ରାମବାସୀ ଥାନା ଘେରାଓ କରିଥିବା ଜଣାପଡ଼ିଛି । କରୋନା ମହାମାରୀ କାଳରେ ଏହି ମଦଭାଟି ଯୋଗୁଁ ଗ୍ରାମବାସୀମାନେ ନାହିିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା
Read More...

ବରିଷ୍ଠ ସାମ୍ବାଦିକ ଜିମୂତ ମଙ୍ଗରାଜଙ୍କ ଅଜଣା ଗାଡି ଧକ୍କାରେ ମୃତ୍ୟୁ

ଭୁବନେଶ୍ୱର : ବରିଷ୍ଠ ତଥା ରାଜ୍ୟ ସରକାରଙ୍କ ସ୍ୱୀକୃତି ପ୍ରାପ୍ତ ସାମ୍ବାଦିକ ଜିମୂତ ମଙ୍ଗରାଜଙ୍କ ଜାଆଁଳା ନିକଟରେ ଅଜଣା ଗାଡି ଧକ୍କାରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ତାଙ୍କ ବିୟୋଗରେ ଓଡ଼ିଶାର ସାମ୍ବାଦିକ ଜଗତରେ ଶୋକର ଛାୟା ଖେଳିଯାଇଛି । ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଙ୍ଘ
Read More...

ଗୁଣି ଗାରେଡ଼ି ଅନ୍ଧ ବିଶ୍ୱାସ : କଣ୍ଟାମାଳ ବ୍ଲକରେ କରୋନା କଟକଣାକୁ ଅଣଦେଖା

ବୌଦ୍ଧ, (କେପିଏନଏସ) : ଆଜିର ବିଜ୍ଞାନ ଯୁଗରେ ଏବେ ବି ରହିଛି ଅନ୍ଧ ବିଶ୍ୱାସ । ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ମଣିଷ ଗୁଣିଆ ଉପରେ ଭରସା କରୁଛି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବୋୖଦ୍ଧ ଜିଲ୍ଲା କଂଟାମାଲ ବ୍ଲକ ଶ୍ରୀମାଲ ଗ୍ରାମ ନିକଟରେ ଥିବା ଉରଧର ପୀଠରେ । ଏଠାରେ ପୂଜା ନାଁରେ
Read More...

ଓଡିଶା ପଲଟ୍ରି ଫାର୍ମର୍ସ ଆସୋସିଏସନ୍‌ର ଜରୁରୀ ବୈଠକ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡ଼ିଆ) : ଆଜି ଓଡିଶା ପଲଟ୍ରି ଫାର୍ମର୍ସ ଆସୋସିଏସନ୍‌ର ସୀମିତ ସଭ୍ୟ ମାନଙ୍କୁ ନେଇ କୋଭିଡ୍ ଗାଇଡଲାଇନ୍ ଅନୁସାରେ ହାଟ ଡେଲାଙ୍ଗ ସ୍ଥିତ ହିରୋହୋଣ୍ଡ ସୋ-ରୁମ୍ ଉପର ମହଲାରେ କେବଳ ପିପିଲି-ଡେଲାଙ୍ଗର କୁକୁଡା ଚାଷୀ ଭାଇ ମାନଙ୍କୁ ନେଇ ଫନି କ୍ଷତିପୂରଣ
Read More...

ଛତ୍ରପୁର ଖବର କାଗଜ ବିତରକ ସଂଘର ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ଖବର କାଗଜ ବିତରକ/ବିକ୍ରେତା ମାନେ ଗୁରୁତ୍ୱପୁର୍ଣ୍ଣ ଭୁମିକା ନିର୍ବାହ କରିଥାନ୍ତି । କରୋନା ଭଳି ମହାମାରୀ ସମୟରେ ମଧ୍ୟ ସେମାନେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ପାଖରେ ଖବର କାଗଜ
Read More...

ମାଣ୍ଡୋସିଲର ଦୁଇ ଭାଇ ତିଆରି କଲେ ବିଦ୍ୟୁତ ଚାଳିତ ସାଇକେଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦିନକୁ ଦିନ ପେଟ୍ରୋଲ ଦର ବୃଦ୍ଧି ହେଉଥିବା ବେଳେ ଏପଟେ ଧୂଆଁହୀନ ବିଦ୍ୟୁତ ଚାଳିତ ସାଇକେଲ ତିଆରି କରିଛନ୍ତି ପାଇକମାଲ ବ୍ଳକ ମାଣ୍ଡୋସିଲ ଗ୍ରାମର ଦୁଇ ଭ୍ରାତା ବିଜୁ ଖୁଣ୍ଟିଆ ଓ ଅଜୁ ଖୁଣ୍ଟିଆ । ଏଥିରେ ବ୍ୟାଟେରୀ ଲାଗିଛି ଓ ଏକ ମଟର, ଲାଇଟ୍ ଖଞ୍ଜା ଯାଇଛି
Read More...

ପରୀକ୍ଷା ଫଳ ରାଜ୍ୟର ପ୍ରକୃତ ଶିକ୍ଷାବସ୍ଥା ଠାରୁ କାହିଁ କେତେ ଦୂରରେ : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦଶମ ବୋର୍ଡ ପରୀକ୍ଷା ଫଳ ଉପରେ ଆଜି ନରସିଂହ ମିଶ୍ର ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଏହାକୁ ପରୀକ୍ଷା ଫଳ କହିବା ଅପେକ୍ଷା ମୂଲ୍ୟ ନିର୍ଦ୍ଧାରଣ ଫଳ କହିବା ଠିକ ହେବ । କୋଭିଡ ମହାମାରୀ ସମୟରେ ସରକାର ଏଭଳି ନଷ୍ପତ୍ତି ନେବା ସ୍ୱାଭାବିକ ।
Read More...

ଆସନ୍ତାକାଲି ଠାରୁ ଗଞ୍ଜାମ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି : ମୋ ନିବେଦନ କାର୍ଯ୍ୟକାରୀ ହେବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଆସନ୍ତାକାଲି (ସୋମବାର) ଠାରୁ 'ମୋ ନିବେଦନ' ଜରିଆରେ ଅନଲାଇନ୍‌ ମାଧ୍ୟମରେ କାର୍ୟ୍ୟକାରୀ ହେବ ବୋଲି ସରକାରୀ ସୂତ୍ରରୁ ଜଣାପଡିଛି । ଗ୍ରାମପଞ୍ଚାୟତ କାର୍ଯ୍ୟଳୟ ଗୁଡିକରେ ଭିଡିଓ-କନଫ୍ରେସିଂ ଦ୍ଵାରା
Read More...