Daily Archives

ପ୍ରେମ ସମ୍ପର୍କକୁ ନେଇ ଆକ୍ରମଣ : ଯୁବତୀ ଗୁରୁତର

ବେଲପଡା, (କରୁଣାକର ବୁଡ଼େକ) : ବେଲପଡା ଥାନା ସୁଲେକେଲା ପଞ୍ଚାୟତର ବଙ୍ଗୋମୁଣ୍ଢାବାହାଲ ଗାଁରେ ପ୍ରେମ ସମ୍ପର୍କକୁ ନେଇ ଯୁବତୀଙ୍କୁ ଆକ୍ରମଣ ହୋଇଥିବା ବେଲପଡା ଥାନାରେ ଅଭିଯୋଗ ହୋଇଛି । ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି । ପୋଲିସ
Read More...

ରେଳ ଅଧିକାରୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ରେଳ ଉପଭୋକ୍ତ ସଂଘ ତରଫରୁ ଭାରତୀୟ ରେଲବାଇ ଦକ୍ଷିଣ ପୂର୍ବ ଜୋନ୍‌ର ମୁଖ୍ୟ ନିରାପତ୍ତା କମିଶନର ଏସ୍‌. ମିତ୍ର, ସମ୍ବଲପୁର ମଣ୍ଡଳ ରେଳ ପ୍ରବନ୍ଧକ ପ୍ରଦୀପ କୁମାର ତଥା ଅନ୍ୟାନ୍ୟ ଅଧିକାରୀଙ୍କୁ ବଲାଙ୍ଗିର ରେଲ ଷ୍ଟେସନଠାରେ ସମ୍ବର୍ଦ୍ଧନା ଜ୍ଞାପନ
Read More...

କିସ୍ ସ୍ନାତକୋତ୍ତରରେ ଗୋଲ୍ଡ ମେଡ଼ାଲ ପାଇଲେ ଆଦିବାସୀ ଝିଅ ନମିତା ଧରୁଆ

ବାପା ଭିନ୍ନକ୍ଷମ, ତଥାପି ପାଠପଢା ପାଇଁ ହେଇନି ବାରଣମୋହନଗିରୀ ଭଳି ସୀମାନ୍ତବର୍ତ୍ତୀ ଇଲାକାରେ ନମିତାଙ୍କ ସଫଳତା, ଅନ୍ୟପାଇଁ ଉଦାହରଣ ମ.ରାମପୁର, (ହେମନ୍ତ ସାହୁ) : ଦିନଥିଲା ଝିଅମାନଙ୍କ ପାଠପଢାକୁ ବାରଣ କରାଯାଉଥିବା ବେଳେ ଧୀରେ ଧୀରେ ସମୟାନୁସାରେ ଏହି ଚିନ୍ତାଧାରରୁ ମୁକ୍ତ ହେଲା
Read More...

ସାରସବାହାଲ ସ୍ୱୀକୃତିପ୍ରାପ୍ତ ମଦଭାଟିରେ ଖୋଲା ମଦ କାରବାର : ବେଆଇନ ମଦ କାରବାର ଯୋଗୁଁ ବଢ଼ୁଛି ମଦ ମୃତ୍ୟୁ ଆଶଙ୍କା

ଦେଓଗାଁ, (ମନୀଷ କୁମାର ସାହୁ) : ସରକାରଙ୍କ ସ୍ୱୀକତିପ୍ରାପ୍ତ ମଦ ଭାଟି । ସରକାରୀ ନିୟମ ଭିତରେ ହେବ ମଦ କାରବାର । ସରକାର ରାଜସ୍ୱ ଆଦାୟ କରୁଥିଲେ ମଧ୍ୟ ନିର୍ଦ୍ଧାରିତ ମାନରେ ମଦ ଦେବାର ନିୟମ ଅଛି । କିନ୍ତୁ ସବୁ ନିୟମକୁ ଖୋଲାଖୋଲି ଉଲଂଘନ କରୁଛନ୍ତି ଭାଟି ପରିଚାଳକ ବୋଲି ଅଭିଯୋଗ ହେଉଛି
Read More...

ଚିକଲଖଣ୍ଡି ଗ୍ରାମପଞ୍ଚାୟତର ଅର୍ଦ୍ଧଶତାଧିକ ସିପିଆଇ କର୍ମୀ ବିଜେପିରେ ଯୋଗଦେଲେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଛତ୍ରପୁର ବ୍ଲକ୍ ଚିକଲଖଣ୍ଡି ଗ୍ରାମପଞ୍ଚାୟତରେ ଭାରତୀୟ ଜନତା ପାର୍ଟିର ଏକ ମିଶ୍ରଣ ପର୍ବ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବରେ
Read More...

ଉତ୍କଳ ସେବକ ସମାଜ ପକ୍ଷରୁ ଏଡସ୍‌ ରୋଗୀଙ୍କୁ ଟୀକାକରଣ ସଚେତନତା ଓ ଶୁଖିଲା ଖାଦ୍ୟ ବଣ୍ଟନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଠେମରା ପଂଚାୟତ ବରକାନୀ ଗ୍ରାମରେ ଓଡିଶା ରାଜ୍ୟ ଏଡସ୍‌ ନିୟନ୍ତ୍ରଣ ସମିତି ଉତ୍କଳ ସେବକ ସମାଜ ଦ୍ୱାରା ପରିଚାଳିତ ଲିଙ୍କ ୱାର୍କର ସ୍କିମ ପ୍ରକଳ୍ପ ମାଧ୍ୟମରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।
Read More...

ଛତ୍ରପୁର ପୋଲିସ ହାଇସ୍କୁଲର ସଫଳତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରାଞ୍ଚଳସ୍ଥିତ ନିୟୁପୋଲିସ କଲୋନୀ ଠାରେ ଅବସ୍ଥାପିତ ପୋଲିସ ହାଇସ୍କୁଲର ଚଳିତ ବର୍ଷର ମାଟ୍ରିକ ପରୀକ୍ଷାରେ ଆଶାନୁରୂପ ଭାବେ ସଫଳତା ହୋଇଛି ବୋଲି କୁହାଯାଏ । ସର୍ବମୋଟ ୨୫ ଜଣ ଛାତ୍ରଛାତ୍ରୀ ଏହି ବିଦ୍ୟାଳୟରୁ ମାଟ୍ରିକ ବୋର୍ଡ ପରୀକ୍ଷା
Read More...

ବଲାଙ୍ଗିର ଜିଲ୍ଲାରେ ୨୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାରେ ୨୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଗଲପୁର ବ୍ଲକରୁ ୨ ଜଣ, ବଲାଙ୍ଗିର ବ୍ଲକରୁ ୨ ଜଣ, ବଲାଙ୍ଗିର ମ୍ୟୁନିସିପାଲିଟି ଅଂଚଳରୁ ୩ ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ୩ ଜଣ, ବେଲପଡ଼ା ବ୍ଲକରୁ ୨ ଜଣ, ପୁଇଁନ୍ତଲା ବ୍ଲକରୁ ଜଣେ,
Read More...

ପଶ୍ଚିମ ଓଡିଶାର ‘ବାଗଡି ଖେଳ’ ପ୍ରକଳ୍ପ ଟୟକାଥନ-୨୦୨୧ ବିଜୟୀ : ମୁଖ୍ୟମେନଟର ବଲାଙ୍ଗିରର ବୋହୁ ଇତିସ୍ମିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ତଥା ପଶ୍ଚିମ ଓଡିଶା ପାଇଁ ଗୌରବ ଆଣିଛି ଲୁପ୍ତପ୍ରାୟ ବାଗଡି ଖେଳ । ବହୁବର୍ଷ ପୂର୍ବରୁ ଏହି ଖେଳକୁ ପଶ୍ଚିମଓଡିଶାର ଝିଅ/ପୁଅମାନେ ଖେଳିଆସୁଛନ୍ତି । କିନ୍ତୁ ଏବେ ଆଧୁନିକତାର ଛାପରେ ଏହି ଖେଳ ପ୍ରାୟ ଲୁପ୍ତ ହୋଇଗଲାଣି । ମୋବାଇଲ, ଟିଭିର ପ୍ରଭାବରେ ଏହି
Read More...

ବରଗଡ ବରାହଗୋଡା ଛକ ଠାରେ ବିପୁଳ କପ୍‌ସିରଫ ଜବତ କଲା ଟାଉନ ପୋଲିସ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ବରହଗୋଡା ଛକ ଠାରେ ବିପୁଳ ମାତ୍ରାରେ କପ୍‌ସିରପ ସହ କିଙ୍ଗ୍‌ ଫିଙ୍ଗ୍‌ ବେପାରୀଙ୍କୁ ଗିରଫ କରିଛି ବରଗଡ ଟାଉନ ପୋଲିସ । ବରଗଡ ସହରରେ ଅବାଧରେ କପ୍‌ସିରଫ, ମେଡ଼ିସିନ କାରବାର ହେଉଥିବା ଅଭିଯୋଗ ବାରମ୍ବାର ହେଉଥିବା ବେଳେ କପ୍‌ସିରଫ ବେପାରର ମୁଖ୍ୟ ଜଣେ
Read More...